ଟ୍ରିପଲ ଡୋଜ୍‌ ଜାଇକୋଭ-ଡିକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି

The Sakala Picture
Published On

ନୂଆଦିଲ୍ଲୀ : କରୋନା ବିରୋଧୀ ଲଢ଼େଇରେ ସାମିଲ ହେବ ଆଉ ଗୋଟିଏ ସ୍ୱଦେଶୀ ଟିକା । ଜାୟଡସ୍ କାଡିଲା କରୋନା ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ମିଳିଲା ଅନୁମତି । ଜାୟଡସ୍ କାଡିଲାର ଜାୟକୋଭ୍-ଡି ଟିକାକୁ ଜରୁରିକାଳୀନ ଅନୁମତି ଦେଇଛି ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ବା ଡିସିଜିଆଇର ବିଶେଷଜ୍ଞ କମିଟି । ବିଶ୍ୱର ପ୍ରଥମ ଓ ଭାରତରେ ନିର୍ମିକ ଡିଏନଏ ବେସ୍ ଭ୍ୟାକସିନ୍ ଜାୟକୋଭ୍-ଡି । ଜାୟକୋଭ୍-ଡି ଟିକା ଛୋଟ ପିଲା ଏବଂ ୧୨ ବର୍ଷରୁ ଅଧିକ […]

ନୂଆଦିଲ୍ଲୀ : କରୋନା ବିରୋଧୀ ଲଢ଼େଇରେ ସାମିଲ ହେବ ଆଉ ଗୋଟିଏ ସ୍ୱଦେଶୀ ଟିକା । ଜାୟଡସ୍ କାଡିଲା କରୋନା ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ମିଳିଲା ଅନୁମତି । ଜାୟଡସ୍ କାଡିଲାର ଜାୟକୋଭ୍-ଡି ଟିକାକୁ ଜରୁରିକାଳୀନ ଅନୁମତି ଦେଇଛି ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ବା ଡିସିଜିଆଇର ବିଶେଷଜ୍ଞ କମିଟି । ବିଶ୍ୱର ପ୍ରଥମ ଓ ଭାରତରେ ନିର୍ମିକ ଡିଏନଏ ବେସ୍ ଭ୍ୟାକସିନ୍ ଜାୟକୋଭ୍-ଡି ।

ଆହୁରି ପଢ଼ନ୍ତୁ: ଦୃଷ୍ଟିହୀନତା ହାରିଲା, ମା’ଙ୍କ ତପସ୍ୟା ଜିତିଲା: ୟୁପିଏସସିରେ ୨୦ ତମ ର଼୍ୟାଙ୍କ ହାସଲ କଲେ ନୱାଦାର ରବି ରାଜ

ଜାୟକୋଭ୍-ଡି ଟିକା ଛୋଟ ପିଲା ଏବଂ ୧୨ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯାଇ ପାରିବ । ଏହାର ତିନିଟି ଡୋଜ୍ ନେବାକୁ ପଡ଼ିବ । ଜାୟଡସ୍ କାଡିଲା ଦାବି କରିଛି ଭାରତେର ସବୁଠୁ ବଡ଼ ଟିକା ଟ୍ରାଏଲ୍ ଅଭିଯାନ କରିଛି । ୫୦ରୁ ଅଧିକ କେନ୍ଦ୍ରରେ ଭ୍ୟାକସିନ୍ ପରୀକ୍ଷଣ ହୋଇଛି । ଜାଇକୋଭ୍-ଡି ହେଉଛି ଭାରତରେ ଜରୁରିକାଳୀନ ବ୍ୟବହାର ଅନୁମତି ପାଇଥିବା ଷଷ୍ଠ ଟିକା । ବର୍ତ୍ତମାନ ସୁଦ୍ଧା ସେରମର କୋଭିସିଲ୍ଡ, ଭାରତ ବାୟୋଟେକର କୋଭିସିଲ୍ଡ, ରୁଷ୍ ଟିକା ସ୍ପୁଟନିକ-ଭି, ଆମେରିକା ଟିକା ମଡେର୍ଣ୍ଣା ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ଜରୁରୀକାଳୀନ ବ୍ୟବହାର ଅନୁମତି ପାଇଁ ଜାଇଡସ୍ କାଡିଲା ଗତ ଜୁଲାଇ ୧ରେ ଡିସିଜିଏ ନିକଟରେ ଆବେଦନ କରିଥିଲା । ଦେଶବ୍ୟାପୀ ପ୍ରାୟ ୨୮ ହଜାର ସ୍ବେଚ୍ଛାସେବୀଙ୍କ ଉପରେ ପରୀକ୍ଷଣ କରିବା ପରେ କମ୍ପାନି ଅନୁମତି ପାଇଁ ଆବେଦନ କରିଥିଲା । ଏହି ପରୀକ୍ଷଣରେ ଟିକାଟି ପ୍ରାୟ ୬୬.୬ ପ୍ରତିଶତ ଫଳପ୍ରଦ ବୋଲି ପ୍ରମାଣିତ ହୋଇଥିବା କମ୍ପାନି ଦାବି କରିଛି । ତେବେ ଏହି ପରୀକ୍ଷଣ ତଥ୍ୟ ଏପର୍ୟ୍ୟନ୍ତ ପିଅର ରିଭ୍ୟୁ (ବିଶେଷଜ୍ଞଙ୍କ ଦ୍ବାରା ସମୀକ୍ଷା) କରାଯାଇନାହିଁ । କାଡିଲାର ଏହି ଟିକାକୁ ୩ ଟି ମାତ୍ରାରେ ଦିଆଯିବ । କିନ୍ତୁ ୨ଟି ମାତ୍ରା ନିମନ୍ତେ ଅନୁମତି ପାଇଁ କମ୍ପାନି ଅତିରିକ୍ତ ତଥ୍ୟ ପ୍ରଦାନ କରିବା ଆବଶ୍ୟକ ବୋଲି ବିଶେଷଜ୍ଞ କମିଟି କହିଛି ।

20 Aug 2021 By The Sakala

ଟ୍ରିପଲ ଡୋଜ୍‌ ଜାଇକୋଭ-ଡିକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି

ନୂଆଦିଲ୍ଲୀ : କରୋନା ବିରୋଧୀ ଲଢ଼େଇରେ ସାମିଲ ହେବ ଆଉ ଗୋଟିଏ ସ୍ୱଦେଶୀ ଟିକା । ଜାୟଡସ୍ କାଡିଲା କରୋନା ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ମିଳିଲା ଅନୁମତି । ଜାୟଡସ୍ କାଡିଲାର ଜାୟକୋଭ୍-ଡି ଟିକାକୁ ଜରୁରିକାଳୀନ ଅନୁମତି ଦେଇଛି ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ ବା ଡିସିଜିଆଇର ବିଶେଷଜ୍ଞ କମିଟି । ବିଶ୍ୱର ପ୍ରଥମ ଓ ଭାରତରେ ନିର୍ମିକ ଡିଏନଏ ବେସ୍ ଭ୍ୟାକସିନ୍ ଜାୟକୋଭ୍-ଡି ।

ଜାୟକୋଭ୍-ଡି ଟିକା ଛୋଟ ପିଲା ଏବଂ ୧୨ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯାଇ ପାରିବ । ଏହାର ତିନିଟି ଡୋଜ୍ ନେବାକୁ ପଡ଼ିବ । ଜାୟଡସ୍ କାଡିଲା ଦାବି କରିଛି ଭାରତେର ସବୁଠୁ ବଡ଼ ଟିକା ଟ୍ରାଏଲ୍ ଅଭିଯାନ କରିଛି । ୫୦ରୁ ଅଧିକ କେନ୍ଦ୍ରରେ ଭ୍ୟାକସିନ୍ ପରୀକ୍ଷଣ ହୋଇଛି । ଜାଇକୋଭ୍-ଡି ହେଉଛି ଭାରତରେ ଜରୁରିକାଳୀନ ବ୍ୟବହାର ଅନୁମତି ପାଇଥିବା ଷଷ୍ଠ ଟିକା । ବର୍ତ୍ତମାନ ସୁଦ୍ଧା ସେରମର କୋଭିସିଲ୍ଡ, ଭାରତ ବାୟୋଟେକର କୋଭିସିଲ୍ଡ, ରୁଷ୍ ଟିକା ସ୍ପୁଟନିକ-ଭି, ଆମେରିକା ଟିକା ମଡେର୍ଣ୍ଣା ।

ଜରୁରୀକାଳୀନ ବ୍ୟବହାର ଅନୁମତି ପାଇଁ ଜାଇଡସ୍ କାଡିଲା ଗତ ଜୁଲାଇ ୧ରେ ଡିସିଜିଏ ନିକଟରେ ଆବେଦନ କରିଥିଲା । ଦେଶବ୍ୟାପୀ ପ୍ରାୟ ୨୮ ହଜାର ସ୍ବେଚ୍ଛାସେବୀଙ୍କ ଉପରେ ପରୀକ୍ଷଣ କରିବା ପରେ କମ୍ପାନି ଅନୁମତି ପାଇଁ ଆବେଦନ କରିଥିଲା । ଏହି ପରୀକ୍ଷଣରେ ଟିକାଟି ପ୍ରାୟ ୬୬.୬ ପ୍ରତିଶତ ଫଳପ୍ରଦ ବୋଲି ପ୍ରମାଣିତ ହୋଇଥିବା କମ୍ପାନି ଦାବି କରିଛି । ତେବେ ଏହି ପରୀକ୍ଷଣ ତଥ୍ୟ ଏପର୍ୟ୍ୟନ୍ତ ପିଅର ରିଭ୍ୟୁ (ବିଶେଷଜ୍ଞଙ୍କ ଦ୍ବାରା ସମୀକ୍ଷା) କରାଯାଇନାହିଁ । କାଡିଲାର ଏହି ଟିକାକୁ ୩ ଟି ମାତ୍ରାରେ ଦିଆଯିବ । କିନ୍ତୁ ୨ଟି ମାତ୍ରା ନିମନ୍ତେ ଅନୁମତି ପାଇଁ କମ୍ପାନି ଅତିରିକ୍ତ ତଥ୍ୟ ପ୍ରଦାନ କରିବା ଆବଶ୍ୟକ ବୋଲି ବିଶେଷଜ୍ଞ କମିଟି କହିଛି ।

https://www.thesakala.in/national-international/government-approves-first-covid-19-vaccine-for-children-above-12-years/article-4759
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର