ତାଲିବାନକୁ ବଡ଼ ଝଟ୍‌କା; ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ ନିଜ ନିୟନ୍ତ୍ରଣକୁ ନେବା ପରେ ମଧ୍ୟ କାଙ୍ଗାଳ ହେବ ତାଲିବାନ, ଜାଣନ୍ତୁ କାହିଁକି …

The Sakala Picture
Published On

କାବୁଲ: ଆଫଗାନିସ୍ତାନକୁ ଦଖଲ କରିବା ପରେ ତାଲିବାନକୁ ଲାଗିଛି ବଡ଼ ଝଟକା। ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ ନିଜ ନିୟନ୍ତ୍ରଣକୁ ନେବା ପରେ ମଧ୍ୟ ତାଲିବାନ ପାଇଁ ଚାରିଆଡୁ ସଙ୍କଟ ଘନେଇବାରେ ଲାଗିଛି। ଆମେରିକା ପରେ ଏବେ ଆଇଏମ୍‌ଏଫ୍‌ ବା ଅର୍ନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ ତାଲିବାନକୁ ସମସ୍ତ ଆର୍ଥିକ ସହାୟତା ବନ୍ଦ କରି ଦେଇଛି।। ଆଇଏମ୍ଏଫ୍ ମୁଖପାତ୍ର ଗ୍ୟାରି ରାଇସ୍ ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଟ୍ୱିଟ୍‌ରେ ସେ ଲେଖିଛନ୍ତି, ‘ସବୁଥର ପରି ଆଇଏମଏଫ ବିଶ୍ବ ସମୁଦାୟର ବିଚାର ଦ୍ୱାରା […]

କାବୁଲ: ଆଫଗାନିସ୍ତାନକୁ ଦଖଲ କରିବା ପରେ ତାଲିବାନକୁ ଲାଗିଛି ବଡ଼ ଝଟକା। ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ ନିଜ ନିୟନ୍ତ୍ରଣକୁ ନେବା ପରେ ମଧ୍ୟ ତାଲିବାନ ପାଇଁ ଚାରିଆଡୁ ସଙ୍କଟ ଘନେଇବାରେ ଲାଗିଛି। ଆମେରିକା ପରେ ଏବେ ଆଇଏମ୍‌ଏଫ୍‌ ବା ଅର୍ନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ ତାଲିବାନକୁ ସମସ୍ତ ଆର୍ଥିକ ସହାୟତା ବନ୍ଦ କରି ଦେଇଛି।। ଆଇଏମ୍ଏଫ୍ ମୁଖପାତ୍ର ଗ୍ୟାରି ରାଇସ୍ ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଟ୍ୱିଟ୍‌ରେ ସେ ଲେଖିଛନ୍ତି, ‘ସବୁଥର ପରି ଆଇଏମଏଫ ବିଶ୍ବ ସମୁଦାୟର ବିଚାର ଦ୍ୱାରା ପରିଚାଳିତ | ଆଫଗାନିସ୍ତାନ ସରକାରକୁ ନେଇ ବିଶ୍ବ ସମୁଦାୟ ମଧ୍ୟରେ ବର୍ତ୍ତମାନ ସ୍ପଷ୍ଟତାର ଅଭାବ ରହିଛି। ଫଳସ୍ୱରୂପ, ସମ୍ପ୍ରତି ଆଫଗାନିସ୍ତାନକୁ ସ୍ବତନ୍ତ୍ର ଅର୍ଥ ଉଠାଣ ଅଧିକାର(ଏସଡିଆର୍) ଦିଆଯିବ ନାହିଁ କିମ୍ବା ଆଇଏମ୍ଏଫର ଅନ୍ୟାନ୍ୟ ସମ୍ପତ୍ତିର ଉପଯୋଗ କରିପାରିବ ନାହିଁ | ଉଲ୍ଲେଖଯୋଗ୍ୟ ଯେ, ଆଫଗାନିସ୍ତାନରୁ ଆମେରିକୀୟ ଏବଂ ନାଟୋ ସୈନ୍ୟ ଓହରିବା ପରେ ସେଠାରେ ତାଲିବାନର ପ୍ରାଧାନ୍ୟ ବୃଦ୍ଧି ପାଇଛି ଏବଂ ବର୍ତ୍ତମାନ ରାଜଧାନୀ କାବୁଲ ମଧ୍ୟ ତାଲିବାନ କବଜାକୁ ଆସିଯାଇଛି ।

ଆହୁରି ପଢ଼ନ୍ତୁ: ସିଗାରେଟ୍ ଚେଙ୍କ, ମୁଣ୍ଡରେ ଗଭୀର ଆଘାତ: କେରଳରେ ମାଆ ଓ ପ୍ରେମିକଙ୍କ ନିର୍ମମ ଅତ୍ୟାଚାରରେ ଶିଶୁପୁତ୍ରର ମୃତ୍ୟୁ

ଏହାପୂର୍ବରୁ ଆଫଗାନିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କର ମୁଖ୍ୟ ମଧ୍ୟ ବୁଧବାର କହିଥିଲେ ଯେ ଦେଶକୁ ଦଖଲ କରିବା ସତ୍ତ୍ୱେ ତାଲିବାନକୁ ଦେଶର ଅଧିକାଂଶ ନଗଦ ଜମା ଏବଂ ସୁନା ଷ୍ଟକର ପାଖ ମାଡିବାକୁ ଦିଆଯିବ ନାହିଁ। ଆଫଗାନିସ୍ତାନ ବ୍ୟାଙ୍କ (ଡିଏବି) ର ଗଭର୍ଣ୍ଣର ଅଜମଲ ଅହମ୍ମଦ ଟ୍ୱିଟରରେ କହିଛନ୍ତି ଯେ ଏହି ବ୍ୟାଙ୍କର ପାଖାପାଖି ୯ ବିଲିୟନ ଡଲାରର ଭଣ୍ଡାର ଅଛି, କିନ୍ତୁ ଏହାର ଅଧିକାଂଶ ଅଂଶ ବିଦେଶୀ ବ୍ୟାଙ୍କରେ ରହିଥିବାରୁ ଏହା ତାଲିବାନ ପହଞ୍ଚରୁ ଦୂରରେ। ତାଲିବାନ ରାଜଧାନୀରେ ପ୍ରବେଶ କରିବା ପରେ ଭୟରେ ରବିବାର ଦେଶ ଛାଡି ପଳାଇଥିବା ଅହମ୍ମଦ କହିଛନ୍ତି ଯେ ଆନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ ଟ୍ରେଜେରୀ ଏବଂ ଅଧିକାଂଶ ସମ୍ପତ୍ତି ସୁରକ୍ଷିତ ଅଛି।

ଆହୁରି ପଢ଼ନ୍ତୁ: ସରି ବାପା-ମା', ଆଉ ଥରେ ନିଟ୍ (NEET) ଦେବାକୁ ସାହସ ନାହିଁ: ପେପର ଲିକ୍ ବିବାଦ ମଧ୍ୟରେ ଛାତ୍ରୀଙ୍କ ଆତ୍ମହତ୍ୟା

19 Aug 2021 By The Sakala

ତାଲିବାନକୁ ବଡ଼ ଝଟ୍‌କା; ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ ନିଜ ନିୟନ୍ତ୍ରଣକୁ ନେବା ପରେ ମଧ୍ୟ କାଙ୍ଗାଳ ହେବ ତାଲିବାନ, ଜାଣନ୍ତୁ କାହିଁକି …

କାବୁଲ: ଆଫଗାନିସ୍ତାନକୁ ଦଖଲ କରିବା ପରେ ତାଲିବାନକୁ ଲାଗିଛି ବଡ଼ ଝଟକା। ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ ନିଜ ନିୟନ୍ତ୍ରଣକୁ ନେବା ପରେ ମଧ୍ୟ ତାଲିବାନ ପାଇଁ ଚାରିଆଡୁ ସଙ୍କଟ ଘନେଇବାରେ ଲାଗିଛି। ଆମେରିକା ପରେ ଏବେ ଆଇଏମ୍‌ଏଫ୍‌ ବା ଅର୍ନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ ତାଲିବାନକୁ ସମସ୍ତ ଆର୍ଥିକ ସହାୟତା ବନ୍ଦ କରି ଦେଇଛି।। ଆଇଏମ୍ଏଫ୍ ମୁଖପାତ୍ର ଗ୍ୟାରି ରାଇସ୍ ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ଟ୍ୱିଟ୍‌ରେ ସେ ଲେଖିଛନ୍ତି, ‘ସବୁଥର ପରି ଆଇଏମଏଫ ବିଶ୍ବ ସମୁଦାୟର ବିଚାର ଦ୍ୱାରା ପରିଚାଳିତ | ଆଫଗାନିସ୍ତାନ ସରକାରକୁ ନେଇ ବିଶ୍ବ ସମୁଦାୟ ମଧ୍ୟରେ ବର୍ତ୍ତମାନ ସ୍ପଷ୍ଟତାର ଅଭାବ ରହିଛି। ଫଳସ୍ୱରୂପ, ସମ୍ପ୍ରତି ଆଫଗାନିସ୍ତାନକୁ ସ୍ବତନ୍ତ୍ର ଅର୍ଥ ଉଠାଣ ଅଧିକାର(ଏସଡିଆର୍) ଦିଆଯିବ ନାହିଁ କିମ୍ବା ଆଇଏମ୍ଏଫର ଅନ୍ୟାନ୍ୟ ସମ୍ପତ୍ତିର ଉପଯୋଗ କରିପାରିବ ନାହିଁ | ଉଲ୍ଲେଖଯୋଗ୍ୟ ଯେ, ଆଫଗାନିସ୍ତାନରୁ ଆମେରିକୀୟ ଏବଂ ନାଟୋ ସୈନ୍ୟ ଓହରିବା ପରେ ସେଠାରେ ତାଲିବାନର ପ୍ରାଧାନ୍ୟ ବୃଦ୍ଧି ପାଇଛି ଏବଂ ବର୍ତ୍ତମାନ ରାଜଧାନୀ କାବୁଲ ମଧ୍ୟ ତାଲିବାନ କବଜାକୁ ଆସିଯାଇଛି ।

ଏହାପୂର୍ବରୁ ଆଫଗାନିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କର ମୁଖ୍ୟ ମଧ୍ୟ ବୁଧବାର କହିଥିଲେ ଯେ ଦେଶକୁ ଦଖଲ କରିବା ସତ୍ତ୍ୱେ ତାଲିବାନକୁ ଦେଶର ଅଧିକାଂଶ ନଗଦ ଜମା ଏବଂ ସୁନା ଷ୍ଟକର ପାଖ ମାଡିବାକୁ ଦିଆଯିବ ନାହିଁ। ଆଫଗାନିସ୍ତାନ ବ୍ୟାଙ୍କ (ଡିଏବି) ର ଗଭର୍ଣ୍ଣର ଅଜମଲ ଅହମ୍ମଦ ଟ୍ୱିଟରରେ କହିଛନ୍ତି ଯେ ଏହି ବ୍ୟାଙ୍କର ପାଖାପାଖି ୯ ବିଲିୟନ ଡଲାରର ଭଣ୍ଡାର ଅଛି, କିନ୍ତୁ ଏହାର ଅଧିକାଂଶ ଅଂଶ ବିଦେଶୀ ବ୍ୟାଙ୍କରେ ରହିଥିବାରୁ ଏହା ତାଲିବାନ ପହଞ୍ଚରୁ ଦୂରରେ। ତାଲିବାନ ରାଜଧାନୀରେ ପ୍ରବେଶ କରିବା ପରେ ଭୟରେ ରବିବାର ଦେଶ ଛାଡି ପଳାଇଥିବା ଅହମ୍ମଦ କହିଛନ୍ତି ଯେ ଆନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ ଟ୍ରେଜେରୀ ଏବଂ ଅଧିକାଂଶ ସମ୍ପତ୍ତି ସୁରକ୍ଷିତ ଅଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର