ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ ଇଡି ସମନ

The Sakala Picture
Published On

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ ଇଡିର ସମନ। ମନିଂ ଲଣ୍ଡରିଂ ମାମଲାରେ ହାଜର ହେବାକୁ ସମନ କରିଛି ଇଡି। ୨୭ ତାରିଖରେ ହାଜର ହେବାକୁ ମହେଶ ବାବୁଙ୍କୁ ସମନ କଲା ଇଡି। ହାଇଦ୍ରାବାଦ ସ୍ଥିତ ରିଅଲ ଇଷ୍ଟେଟ ଫାର୍ମ ନାଁରେ ରହିଛି ମନି ଲଣ୍ଡରିଂ ମାମଲା । ସାଇ ସୂର୍ଯ୍ୟା ଡେଭଲପର୍ସ ଏବଂ ସୁରା ଗୃପ ନାଁରେ ଠକେଇ ଏବଂ ମନି ଲଣ୍ଡରିଂ ମାମଲା ରହିଛି । ମହେଶ ବାବୁ ସାଇ ସୂର୍ଯ୍ୟାର ପ୍ରମୋସନ କରୁଥିଲେ […]

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ ଇଡିର ସମନ। ମନିଂ ଲଣ୍ଡରିଂ ମାମଲାରେ ହାଜର ହେବାକୁ ସମନ କରିଛି ଇଡି। ୨୭ ତାରିଖରେ ହାଜର ହେବାକୁ ମହେଶ ବାବୁଙ୍କୁ ସମନ କଲା ଇଡି। ହାଇଦ୍ରାବାଦ ସ୍ଥିତ ରିଅଲ ଇଷ୍ଟେଟ ଫାର୍ମ ନାଁରେ ରହିଛି ମନି ଲଣ୍ଡରିଂ ମାମଲା । ସାଇ ସୂର୍ଯ୍ୟା ଡେଭଲପର୍ସ ଏବଂ ସୁରା ଗୃପ ନାଁରେ ଠକେଇ ଏବଂ ମନି ଲଣ୍ଡରିଂ ମାମଲା ରହିଛି । ମହେଶ ବାବୁ ସାଇ ସୂର୍ଯ୍ୟାର ପ୍ରମୋସନ କରୁଥିଲେ । ପ୍ରମୋସନ ପାଇଁ ୫ କୋଟି ୯ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ମନି ଲଣ୍ଡରିଂରେ ମହେଶ ବାବୁଙ୍କର ପ୍ରତ୍ୟେକ୍ଷ ଲିଙ୍କ ଥିବା ସନ୍ଦେହ କରି ସମନ କରିଛି ଇଡି । ରିଅଲ ଇଷ୍ଟେଟ ସହ ମନି ଲଣ୍ଡ୍ରିଂ ମାମଲା ଜଡ଼ିତ ଅଛି । ଠିକ୍ ସମୟରେ କାମ ସରିନଥିବା ସହ ଟଙ୍କା ହେରଫେର ଅଭିଯୋଗ ଥିବା ବେଳେ ୨ଟି ରିଅଲ ଇଷ୍ଟେଟ ଫାର୍ମର ବ୍ରାଣ୍ଡ ଆମ୍ବାସଡର ଥିଲେ ମହେଶ ବାବୁ । ବିଜ୍ଞାପନ ଚୁକ୍ତି ବାବଦରେ କୋଟି କୋଟି ଟଙ୍କା ନେଇଛନ୍ତି ମହେଶ ବାବୁ । ତେଣୁ ମାମଲାର ଖିଆ ଖୋଜିବାକୁ ମହେଶ ବାବୁଙ୍କୁ ସମନ କରିଛି ଇଡି ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ 'ଆତଙ୍କବାଦୀ' କହିଲେ ଖଡ଼ଗେ, ବିବାଦ ପରେ ଦେଲେ ସ୍ପଷ୍ଟୀକରଣ

22 Apr 2025 By The Sakala

ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ ଇଡି ସମନ

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ ଇଡିର ସମନ। ମନିଂ ଲଣ୍ଡରିଂ ମାମଲାରେ ହାଜର ହେବାକୁ ସମନ କରିଛି ଇଡି। ୨୭ ତାରିଖରେ ହାଜର ହେବାକୁ ମହେଶ ବାବୁଙ୍କୁ ସମନ କଲା ଇଡି। ହାଇଦ୍ରାବାଦ ସ୍ଥିତ ରିଅଲ ଇଷ୍ଟେଟ ଫାର୍ମ ନାଁରେ ରହିଛି ମନି ଲଣ୍ଡରିଂ ମାମଲା । ସାଇ ସୂର୍ଯ୍ୟା ଡେଭଲପର୍ସ ଏବଂ ସୁରା ଗୃପ ନାଁରେ ଠକେଇ ଏବଂ ମନି ଲଣ୍ଡରିଂ ମାମଲା ରହିଛି । ମହେଶ ବାବୁ ସାଇ ସୂର୍ଯ୍ୟାର ପ୍ରମୋସନ କରୁଥିଲେ । ପ୍ରମୋସନ ପାଇଁ ୫ କୋଟି ୯ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ମନି ଲଣ୍ଡରିଂରେ ମହେଶ ବାବୁଙ୍କର ପ୍ରତ୍ୟେକ୍ଷ ଲିଙ୍କ ଥିବା ସନ୍ଦେହ କରି ସମନ କରିଛି ଇଡି । ରିଅଲ ଇଷ୍ଟେଟ ସହ ମନି ଲଣ୍ଡ୍ରିଂ ମାମଲା ଜଡ଼ିତ ଅଛି । ଠିକ୍ ସମୟରେ କାମ ସରିନଥିବା ସହ ଟଙ୍କା ହେରଫେର ଅଭିଯୋଗ ଥିବା ବେଳେ ୨ଟି ରିଅଲ ଇଷ୍ଟେଟ ଫାର୍ମର ବ୍ରାଣ୍ଡ ଆମ୍ବାସଡର ଥିଲେ ମହେଶ ବାବୁ । ବିଜ୍ଞାପନ ଚୁକ୍ତି ବାବଦରେ କୋଟି କୋଟି ଟଙ୍କା ନେଇଛନ୍ତି ମହେଶ ବାବୁ । ତେଣୁ ମାମଲାର ଖିଆ ଖୋଜିବାକୁ ମହେଶ ବାବୁଙ୍କୁ ସମନ କରିଛି ଇଡି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର