ଲୋକସଭାରେ ଆଗତ ହେଲା ଏକକ ନିର୍ବାଚନ ବିଲ୍‌: ଚାଲିଛି ବିତର୍କ, କଂଗ୍ରେସର ଜୋରଦାର ବିରୋଧ

The Sakala Picture
Published On

ନୂଆଦିଲ୍ଲୀ: ‘ଏକକ ନିର୍ବାଚନ’ ବିଧେୟକ ମଙ୍ଗଳବାର ଲୋକସଭାରେ ଆଗତ ହୋଇଛି । କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ ଏହାକୁ ଆଗତ କରିଛନ୍ତି। ଏହି ବିଲକୁ ‘୧୨୯ତମ ସମ୍ବିଧାନ ସଂଶୋଧନ ବିଧେୟକ ୨୦୨୪’ ନାଁରେ ନାମିତ କରାଯାଇଛି । ‘ଓ୍ବାନ ନେସନ ଓ୍ବାନ ଇଲେକ୍ସନ’ ବିଲ୍‌କୁ ନେଇ ବିତର୍କ ଆରମ୍ଭ ହୋଇାଯାଇଛି। ଏନଡିଏକୁ ସମର୍ଥନ କରୁଥିବା ନୀତୀଶ କୁମାରଙ୍କ ଜେଡିୟୁ ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଏହି ବିଧେୟକଙ୍କ ସମର୍ଥନ ଜଣାଇଛି । ସେହିପରି ଏକନାଥ ସିନ୍ଦେ […]

ନୂଆଦିଲ୍ଲୀ: ‘ଏକକ ନିର୍ବାଚନ’ ବିଧେୟକ ମଙ୍ଗଳବାର ଲୋକସଭାରେ ଆଗତ ହୋଇଛି । କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ ଏହାକୁ ଆଗତ କରିଛନ୍ତି। ଏହି ବିଲକୁ ‘୧୨୯ତମ ସମ୍ବିଧାନ ସଂଶୋଧନ ବିଧେୟକ ୨୦୨୪’ ନାଁରେ ନାମିତ କରାଯାଇଛି । ‘ଓ୍ବାନ ନେସନ ଓ୍ବାନ ଇଲେକ୍ସନ’ ବିଲ୍‌କୁ ନେଇ ବିତର୍କ ଆରମ୍ଭ ହୋଇାଯାଇଛି।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ଏନଡିଏକୁ ସମର୍ଥନ କରୁଥିବା ନୀତୀଶ କୁମାରଙ୍କ ଜେଡିୟୁ ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଏହି ବିଧେୟକଙ୍କ ସମର୍ଥନ ଜଣାଇଛି । ସେହିପରି ଏକନାଥ ସିନ୍ଦେ (ଶିବସେନା) ଗୋଷ୍ଠୀଙ୍କ ପକ୍ଷରୁ ଏହି ବିଲକୁ ସମର୍ଥନ ଦିଆଯାଇଛି।   YRC କଂଗ୍ରେସ ମଧ୍ୟ ଏକ ଦେଶ-ଏକ ନିର୍ବାଚନ ବିଲକୁ ସମର୍ଥନ କରିଥିବାବେଳେ ବିରୋଧୀ କଂଗ୍ରେସର ଜୋରଦାର ବିରୋଧ କରିଛି। ସମାଜବାଦୀ ପାର୍ଟି ପକ୍ଷରୁ ମଧ୍ୟ ବିଲ୍‌କୁ ବିରୋଧ କରାଯାଇଛି।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

 

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର