ସୁରକ୍ଷା ବାହିନୀର ଏନକାଉଣ୍ଟରରେ ୧୧ ଉଗ୍ରବାଦୀ ନିହତ

The Sakala Picture
Published On

ମଣିପୁର: ମଣିପୁରରେ ସୁରକ୍ଷା ବାହିନୀ ୧୧ ସନ୍ଦିଗ୍ଧ ଉଗ୍ରବାଦୀଙ୍କୁ ମାରିଛନ୍ତି। ସୁରକ୍ଷା ବାହିନୀର ଏନକାଉଣ୍ଟରରେ ୧୧ ସଶସ୍ତ୍ର ଉଗ୍ରବାଦୀ ନିହତ ହୋଇଛନ୍ତି । ଏହି ଉଗ୍ରବାଦୀମାନେ ଜିରିବାମ୍ ଜିଲ୍ଲାର ବୋରୋବେକରାରେ ଏକ ଥାନା ଉପରେ ଆକ୍ରମଣ କରିବାକୁ ଆସିଥିଲେ । ସୂତ୍ରରୁ ଜଣାପଡ଼ିଛି, ସୋମବାର ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ କୁକି ଉଗ୍ରବାଦୀମାନେ ଜିରିବାମର ବୋରୋବେକରାସ୍ଥିତ ସିଆରପିଏଫ୍ କ୍ୟାମ୍ପ୍ ଉପରେ ଆକ୍ରମଣ କରିଥିଲେ । ସିଆରପିଏଫ୍ ମଧ୍ୟ ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ସୁରକ୍ଷା ବାହିନୀର […]

ମଣିପୁର: ମଣିପୁରରେ ସୁରକ୍ଷା ବାହିନୀ ୧୧ ସନ୍ଦିଗ୍ଧ ଉଗ୍ରବାଦୀଙ୍କୁ ମାରିଛନ୍ତି। ସୁରକ୍ଷା ବାହିନୀର ଏନକାଉଣ୍ଟରରେ ୧୧ ସଶସ୍ତ୍ର ଉଗ୍ରବାଦୀ ନିହତ ହୋଇଛନ୍ତି । ଏହି ଉଗ୍ରବାଦୀମାନେ ଜିରିବାମ୍ ଜିଲ୍ଲାର ବୋରୋବେକରାରେ ଏକ ଥାନା ଉପରେ ଆକ୍ରମଣ କରିବାକୁ ଆସିଥିଲେ ।

ଆହୁରି ପଢ଼ନ୍ତୁ: ଆଟଲାଣ୍ଟିକ୍ ମହାସାଗରର ନାମ ବଦଳାଇବାକୁ ଦାବି କଲେ ଡୋନାଲ୍ଡ ଟ୍ରମ୍ପ, ମନା କରିଦେଇଥିଲେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ

ସୂତ୍ରରୁ ଜଣାପଡ଼ିଛି, ସୋମବାର ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ କୁକି ଉଗ୍ରବାଦୀମାନେ ଜିରିବାମର ବୋରୋବେକରାସ୍ଥିତ ସିଆରପିଏଫ୍ କ୍ୟାମ୍ପ୍ ଉପରେ ଆକ୍ରମଣ କରିଥିଲେ । ସିଆରପିଏଫ୍ ମଧ୍ୟ ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ସୁରକ୍ଷା ବାହିନୀର ଏନକାଉଣ୍ଟରରେ ୧୧ କୁକି ଉଗ୍ରବାଦୀ ନିହତ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଆମେରିକାରେ ଭାରତୀୟ ବଂଶୋଦ୍ଭବ ଲ୍ୟାବ୍ ମାଲିକଙ୍କ ବିରୋଧରେ ୬୬ ନିୟୁତ ଡଲାରର କୋଭିଡ୍ ଟେଷ୍ଟ୍ ଜାଲିଆତି ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର