ରେଳ ବିଭାଗରେ ବଡ଼ ନିଯୁକ୍ତି ସୁଯୋଗ: ୮ ହଜାରରୁ ଉର୍ଦ୍ଧ୍ବ ପଦବୀ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି, ଶୀଘ୍ର କରନ୍ତୁ ଆବେଦନ…

The Sakala Picture
Published On

ନୂଆଦିଲ୍ଲୀ: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର। ଭାରତୀୟ ରେଳବାଇ ଆଣିଦେଇଛି ଏହି ଖୁସି ଖବର। (ନନ୍ ଟେକ୍ନିକାଲ ପପୁଲାର କ୍ୟାଟେଗୋରୀ) NTPC ରେ ବାହାରିଛି ଖାଲି ପଦବୀ। ଆବେଦନ କରିବାକୁ ଚାହୁଁଥିଲେ ରେଳବାଇ ୱେବସାଇଟ୍ https://www.rrbapply.gov.in/ ରେ କ୍ଲିକ୍ କରି ଆବେଦନ କରପାରିବେ । ଏକାସହ ୮ ହଜାର ୧୧୩ ଖାଲି ପଦବୀ ବାହାରିଛି। ଯେଉଁଥିରେ ରହିଛି ଚିଫ୍ କମର୍ସିଆଲ କମ୍ ଟିକେଟ୍ ସୁପରଭାଇଜର ପାଇଁ ୧,୭୩୬ ଟି ପଦବୀ ଖାଲି ରହିଛି। ଷ୍ଟେସନ […]

ନୂଆଦିଲ୍ଲୀ: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର। ଭାରତୀୟ ରେଳବାଇ ଆଣିଦେଇଛି ଏହି ଖୁସି ଖବର। (ନନ୍ ଟେକ୍ନିକାଲ ପପୁଲାର କ୍ୟାଟେଗୋରୀ) NTPC ରେ ବାହାରିଛି ଖାଲି ପଦବୀ। ଆବେଦନ କରିବାକୁ ଚାହୁଁଥିଲେ ରେଳବାଇ ୱେବସାଇଟ୍ https://www.rrbapply.gov.in/ ରେ କ୍ଲିକ୍ କରି ଆବେଦନ କରପାରିବେ । ଏକାସହ ୮ ହଜାର ୧୧୩ ଖାଲି ପଦବୀ ବାହାରିଛି। ଯେଉଁଥିରେ ରହିଛି ଚିଫ୍ କମର୍ସିଆଲ କମ୍ ଟିକେଟ୍ ସୁପରଭାଇଜର ପାଇଁ ୧,୭୩୬ ଟି ପଦବୀ ଖାଲି ରହିଛି। ଷ୍ଟେସନ ମାଷ୍ଟର ପାଇଁ ରହିଛି ୯୯୪ଟି ପହ । ଗୁଡସ ଟ୍ରେନ ମ୍ୟାନେଜର ପାଇଁ ୩ ହଜାର ୧୪୪, ଜୁନିୟର ଆକାଉଣ୍ଟ ଆସିଷ୍ଟାଣ୍ଟ କମ୍ ଟାଇପିଷ୍ଟର ୧ ହଜାର ୫୦୭ ଏବଂ ସିନିୟର କ୍ଲର୍କ କମ୍ ଟାଇପିଷ୍ଟ ପାଇଁ ବାହାରିଛି ୭୩୨ ଟି ପଦବୀ ରହିଛି।

ଆହୁରି ପଢ଼ନ୍ତୁ: ସୋନମ ରଘୁବଂଶୀଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା: ଜାମିନ ଖାରଜ, ୩ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ

[wp-embedder-pack width=”100%” height=”400px” download=”all” download-text=”” attachment_id=”135292″ /]

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନୀଭୂତ ହେଉଛି ସଂଘର୍ଷ: ଇରାନର ସାମରିକ ଘାଟି ଉପରେ ଆମେରିକାର ବି-୧ ଲାନ୍ସର ଆକ୍ରମଣ

କେମିତି କରିବେ ଆବେଦନ ?

ଆହୁରି ପଢ଼ନ୍ତୁ: E20 ଲାଭକୁ ନେଇ ଅପପ୍ରଚାର: ନକଲି ପୋଷ୍ଟ ଓ ଡିପ୍‌ଫେକ୍ ବିରୋଧରେ ବମ୍ବେ ହାଇକୋର୍ଟରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ

ଏହି ଚାକିରି ପାଇଁ ଆପଣଙ୍କୁ ଅନଲାଇନ ଆବେଦନ କରିବାକୁ ପଡ଼ିବ। ଆବେଦନ ଗ୍ରହଣର ଶେଷ ତାରିଖ ୧୩ ଅକ୍ଟୋବର ୨୦୨୪ ରହିଛି। ଅନୁସୂଚିତ ଜାତି, ଜନଜାତି, ଭିନ୍ନକ୍ଷମ, ମହିଳା, ପୂର୍ବତନ ସେନା ଅଧିକାରୀ, ସଂଖ୍ୟାଲଘୁ ଏବଂ ତୃତୀୟ ଲିଙ୍ଗୀଙ୍କ ପାଇଁ ଆବେଦନ ରାଶି ୨୫୦ ଟଙ୍କା ଧାର୍ଯ୍ୟ ହୋଇଛି । ସେହିପରି ଅନ୍ୟାନ୍ୟ ବର୍ଗଙ୍କୁ ୫୦୦ ଟଙ୍କା ଦେଇ ଆବେଦନ କରିବାକୁ ହେବ ।ବର୍ତ୍ତମାନ ସୁଦ୍ଧା ପରୀକ୍ଷା ତାରିଖ ଘୋଷଣା ହୋଇନଥିଲେ ବି ଏହା ଖୁବଶୀଘ୍ର ଜଣାପଡ଼ିବ।

25 Sep 2024 By The Sakala

ରେଳ ବିଭାଗରେ ବଡ଼ ନିଯୁକ୍ତି ସୁଯୋଗ: ୮ ହଜାରରୁ ଉର୍ଦ୍ଧ୍ବ ପଦବୀ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି, ଶୀଘ୍ର କରନ୍ତୁ ଆବେଦନ…

ନୂଆଦିଲ୍ଲୀ: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର। ଭାରତୀୟ ରେଳବାଇ ଆଣିଦେଇଛି ଏହି ଖୁସି ଖବର। (ନନ୍ ଟେକ୍ନିକାଲ ପପୁଲାର କ୍ୟାଟେଗୋରୀ) NTPC ରେ ବାହାରିଛି ଖାଲି ପଦବୀ। ଆବେଦନ କରିବାକୁ ଚାହୁଁଥିଲେ ରେଳବାଇ ୱେବସାଇଟ୍ https://www.rrbapply.gov.in/ ରେ କ୍ଲିକ୍ କରି ଆବେଦନ କରପାରିବେ । ଏକାସହ ୮ ହଜାର ୧୧୩ ଖାଲି ପଦବୀ ବାହାରିଛି। ଯେଉଁଥିରେ ରହିଛି ଚିଫ୍ କମର୍ସିଆଲ କମ୍ ଟିକେଟ୍ ସୁପରଭାଇଜର ପାଇଁ ୧,୭୩୬ ଟି ପଦବୀ ଖାଲି ରହିଛି। ଷ୍ଟେସନ ମାଷ୍ଟର ପାଇଁ ରହିଛି ୯୯୪ଟି ପହ । ଗୁଡସ ଟ୍ରେନ ମ୍ୟାନେଜର ପାଇଁ ୩ ହଜାର ୧୪୪, ଜୁନିୟର ଆକାଉଣ୍ଟ ଆସିଷ୍ଟାଣ୍ଟ କମ୍ ଟାଇପିଷ୍ଟର ୧ ହଜାର ୫୦୭ ଏବଂ ସିନିୟର କ୍ଲର୍କ କମ୍ ଟାଇପିଷ୍ଟ ପାଇଁ ବାହାରିଛି ୭୩୨ ଟି ପଦବୀ ରହିଛି।

କେମିତି କରିବେ ଆବେଦନ ?

ଏହି ଚାକିରି ପାଇଁ ଆପଣଙ୍କୁ ଅନଲାଇନ ଆବେଦନ କରିବାକୁ ପଡ଼ିବ। ଆବେଦନ ଗ୍ରହଣର ଶେଷ ତାରିଖ ୧୩ ଅକ୍ଟୋବର ୨୦୨୪ ରହିଛି। ଅନୁସୂଚିତ ଜାତି, ଜନଜାତି, ଭିନ୍ନକ୍ଷମ, ମହିଳା, ପୂର୍ବତନ ସେନା ଅଧିକାରୀ, ସଂଖ୍ୟାଲଘୁ ଏବଂ ତୃତୀୟ ଲିଙ୍ଗୀଙ୍କ ପାଇଁ ଆବେଦନ ରାଶି ୨୫୦ ଟଙ୍କା ଧାର୍ଯ୍ୟ ହୋଇଛି । ସେହିପରି ଅନ୍ୟାନ୍ୟ ବର୍ଗଙ୍କୁ ୫୦୦ ଟଙ୍କା ଦେଇ ଆବେଦନ କରିବାକୁ ହେବ ।ବର୍ତ୍ତମାନ ସୁଦ୍ଧା ପରୀକ୍ଷା ତାରିଖ ଘୋଷଣା ହୋଇନଥିଲେ ବି ଏହା ଖୁବଶୀଘ୍ର ଜଣାପଡ଼ିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର