କରୋନାରେ ମୃତ୍ଯୁ ଘଟିଥିଲେ ପରିବାରକୁ ମିଳିବ ସହାୟତା- କେଜରିଓ୍ୱାଲ
ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ବଡ ଘୋଷଣା କରିଛନ୍ତି । ଯେଉଁମାନଙ୍କ କରୋନାରେ ମୃତ୍ୟୁ ହୋଇଛି ସେମାନଙ୍କ ପରିଜନଙ୍କୁ ୫୦ ହଜାରର ସହାୟତା ରାଶି ପ୍ରଦାନ କରିବେ ଦିଲ୍ଲୀ ସରକାର । ଏହି ଅବସରରେ କେଜରିଓ୍ୱାଲ ଆଉ ୨ଟି ବଡ ଘୋଷଣା ମଧ୍ଯ କରିଛନ୍ତି । ଯେଉମାନେ ଅନାଥ ଅର୍ଥାତ ବାପା ମାଆ ଛେଉଣ୍ଡ ହୋଇଯାଇଛନ୍ତି ତାଙ୍କୁ ୨୫ ବର୍ଷ ହେବା ଯାଏଁ ପ୍ରତିମାସରେ ସରକାର ୨୫୦୦ ହଜାର ଲେଖାଏଁ ପ୍ରଦାନ କରାଯିବ। कोरोना […]
ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ବଡ ଘୋଷଣା କରିଛନ୍ତି । ଯେଉଁମାନଙ୍କ କରୋନାରେ ମୃତ୍ୟୁ ହୋଇଛି ସେମାନଙ୍କ ପରିଜନଙ୍କୁ ୫୦ ହଜାରର ସହାୟତା ରାଶି ପ୍ରଦାନ କରିବେ ଦିଲ୍ଲୀ ସରକାର । ଏହି ଅବସରରେ କେଜରିଓ୍ୱାଲ ଆଉ ୨ଟି ବଡ ଘୋଷଣା ମଧ୍ଯ କରିଛନ୍ତି । ଯେଉମାନେ ଅନାଥ ଅର୍ଥାତ ବାପା ମାଆ ଛେଉଣ୍ଡ ହୋଇଯାଇଛନ୍ତି ତାଙ୍କୁ ୨୫ ବର୍ଷ ହେବା ଯାଏଁ ପ୍ରତିମାସରେ ସରକାର ୨୫୦୦ ହଜାର ଲେଖାଏଁ ପ୍ରଦାନ କରାଯିବ।
कोरोना से प्रभावित परिवारों की मदद के लिए दिल्ली में आर्थिक सहायता योजना शुरु हो चुकी है, सरकार उन लोगों के घर जाकर आवेदन करने में उनकी मदद करेगी जिन्होंने अपने किसी परिजन को कोरोना की वजह से खोया है। अगर आप भी किसी ऐसे परिवार को जानते हैं तो आवेदन कराने में उनकी मदद ज़रुर करें। pic.twitter.com/UePj71a3E6
ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ— Arvind Kejriwal (@ArvindKejriwal) July 6, 2021
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ କରୋନାରେ ଯେଉଁମାନେ ଟଙ୍କା ରୋଜଗାର କରି ନିଜ ପରିବାର ଚଳାଉଥିଲେ ସେମାନଙ୍କୁ ମଧ୍ୟ ପ୍ରତି ମାସରେ କିଛି ପରିମାଣ ସହାୟତା ଦିଆଯିବ । ତେବେ ଏଭଳି ଲୋକଙ୍କ ପରିବାରକୁ କେତେ ରାଶି ଦିଆଯିବ ବୋଲି ସେ ସ୍ପଷ୍ଟ କରିନାହାଁନ୍ତି । ଏହି ଘୋଷଣା କରିବାବେଳେ ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଯେଉଁମାନେ କାଗଜପତ୍ର ଯାଞ୍ଚ କରିବାକୁ ଯିବେ ସେମାନେ କାଗଜପତ୍ରରେ କୌଣସି ମାର୍କ ରଖିବା ଉଚିତ ନୁହେଁ । କାରଣ କରୋନା ମୃତ୍ୟୁ ହେତୁ ସମ୍ପର୍କୀୟମାନେ ପୂର୍ବରୁ ଦୁଃଖିତ ଅଛନ୍ତି।






