ଭାରତରେ ଖୁବ୍ ଶୀଘ୍ର ଉପଲବ୍ଧ ହୋଇପାରେ ମଡର୍ଣ୍ଣା ଟିକା, DCGI ରୁ ମିଳିଲା ଅନୁମତି

The Sakala Picture
Published On

ନୂଆଦିଲ୍ଲୀ:ମହାମାରୀ କରୋନାକୁ ମାତ୍‌ ଦେବା ପାଇଁ ଖୁବଶୀଘ୍ର ଭାରତରେ ମିଳିବ ଚତୁର୍ଥ ଟିକା। ଆମେରିକୀୟ କମ୍ପାନୀ ମଡର୍ଣ୍ଣା ପ୍ରସ୍ତୁତ କରିଥିବା କରୋନା ଟିକା ଆମଦାନୀ ସହିତ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଲା । ଏଥିପାଇଁ କମ୍ପାନୀ ପକ୍ଷରୁ ଭାରତ ସରକାରଙ୍କ ନିକଟରେ ଆବେଦନ କରାଯାଇଥିଲା। ଡିସିଜିଆଇ ପକ୍ଷରୁ ମୁମ୍ବାଇ ସ୍ଥିତ ସିପଲା କମ୍ପାନୀକୁ ମଡର୍ଣ୍ଣା କରୋନା ଟିକା ଭାରତକୁ ଆମଦାନୀ କରିବାକୁ ଅନୁମତି ଦିଆଯାଇଛି। କୋଭିଶିଲ୍ଡ, କୋଭାକ୍ସିନ୍ ଏବଂ ସ୍ପୁଟ୍ନିକ୍ ଭି ଭଳି ମଡେର୍ଣ୍ଣା ହେଉଛି […]

ନୂଆଦିଲ୍ଲୀ:ମହାମାରୀ କରୋନାକୁ ମାତ୍‌ ଦେବା ପାଇଁ ଖୁବଶୀଘ୍ର ଭାରତରେ ମିଳିବ ଚତୁର୍ଥ ଟିକା। ଆମେରିକୀୟ କମ୍ପାନୀ ମଡର୍ଣ୍ଣା ପ୍ରସ୍ତୁତ କରିଥିବା କରୋନା ଟିକା ଆମଦାନୀ ସହିତ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଲା । ଏଥିପାଇଁ କମ୍ପାନୀ ପକ୍ଷରୁ ଭାରତ ସରକାରଙ୍କ ନିକଟରେ ଆବେଦନ କରାଯାଇଥିଲା। ଡିସିଜିଆଇ ପକ୍ଷରୁ ମୁମ୍ବାଇ ସ୍ଥିତ ସିପଲା କମ୍ପାନୀକୁ ମଡର୍ଣ୍ଣା କରୋନା ଟିକା ଭାରତକୁ ଆମଦାନୀ କରିବାକୁ ଅନୁମତି ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ନବବିବାହିତାଙ୍କୁ ହତ୍ୟା: ବିବାହର ୪ ମାସ ନ ପୂରୁଣୁ କମ୍ବଳରେ ମୁହଁ ଚାପି ମାରିଦେଲା

କୋଭିଶିଲ୍ଡ, କୋଭାକ୍ସିନ୍ ଏବଂ ସ୍ପୁଟ୍ନିକ୍ ଭି ଭଳି ମଡେର୍ଣ୍ଣା ହେଉଛି ଚତୁର୍ଥ ଟିକା ଯାହାକୁ ଭାରତରେ ବ୍ୟବହାର ପାଇଁ ମଞ୍ଜୁରି ମିଳିଛି। ଏହି ଟିକା ଆମଦାନି କରିବାକୁ ଅନୁମତି ମାଗି ସିପଲା ସୋମବାର ଏକ ଆବେଦନ ଦାଖଲ କରିଥିଲା। DCGI ନିଜେ ବିଦେଶୀ ଟିକା ପାଇଁ ନିୟମକୁ ୧ ଜୁନ୍ ରେ ଘୋଷଣା କରିଥିଲା। DCGI କହିଥିଲା ଯେ ଯଦି ଆମେରିକା, ୟୁରୋପ, ବ୍ରିଟେନ, ଜାପାନ କିମ୍ବା WHO ଦ୍ୱାରା ଏକ ଟିକା ଅନୁମୋଦନ ହୋଇଛି, ତେବେ ଏହା ଭାରତରେ ପରୀକ୍ଷା କରିବାର ଆବଶ୍ୟକ ନାହିଁ।

ଆହୁରି ପଢ଼ନ୍ତୁ: ରଣକ୍ଷେତ୍ର ପାଲଟିଲା ୟୁପିର ଶାହଜାହାନପୁର; ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ପଥରମାଡ଼ ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ

29 Jun 2021 By The Sakala

ଭାରତରେ ଖୁବ୍ ଶୀଘ୍ର ଉପଲବ୍ଧ ହୋଇପାରେ ମଡର୍ଣ୍ଣା ଟିକା, DCGI ରୁ ମିଳିଲା ଅନୁମତି

ନୂଆଦିଲ୍ଲୀ:ମହାମାରୀ କରୋନାକୁ ମାତ୍‌ ଦେବା ପାଇଁ ଖୁବଶୀଘ୍ର ଭାରତରେ ମିଳିବ ଚତୁର୍ଥ ଟିକା। ଆମେରିକୀୟ କମ୍ପାନୀ ମଡର୍ଣ୍ଣା ପ୍ରସ୍ତୁତ କରିଥିବା କରୋନା ଟିକା ଆମଦାନୀ ସହିତ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଲା । ଏଥିପାଇଁ କମ୍ପାନୀ ପକ୍ଷରୁ ଭାରତ ସରକାରଙ୍କ ନିକଟରେ ଆବେଦନ କରାଯାଇଥିଲା। ଡିସିଜିଆଇ ପକ୍ଷରୁ ମୁମ୍ବାଇ ସ୍ଥିତ ସିପଲା କମ୍ପାନୀକୁ ମଡର୍ଣ୍ଣା କରୋନା ଟିକା ଭାରତକୁ ଆମଦାନୀ କରିବାକୁ ଅନୁମତି ଦିଆଯାଇଛି।

କୋଭିଶିଲ୍ଡ, କୋଭାକ୍ସିନ୍ ଏବଂ ସ୍ପୁଟ୍ନିକ୍ ଭି ଭଳି ମଡେର୍ଣ୍ଣା ହେଉଛି ଚତୁର୍ଥ ଟିକା ଯାହାକୁ ଭାରତରେ ବ୍ୟବହାର ପାଇଁ ମଞ୍ଜୁରି ମିଳିଛି। ଏହି ଟିକା ଆମଦାନି କରିବାକୁ ଅନୁମତି ମାଗି ସିପଲା ସୋମବାର ଏକ ଆବେଦନ ଦାଖଲ କରିଥିଲା। DCGI ନିଜେ ବିଦେଶୀ ଟିକା ପାଇଁ ନିୟମକୁ ୧ ଜୁନ୍ ରେ ଘୋଷଣା କରିଥିଲା। DCGI କହିଥିଲା ଯେ ଯଦି ଆମେରିକା, ୟୁରୋପ, ବ୍ରିଟେନ, ଜାପାନ କିମ୍ବା WHO ଦ୍ୱାରା ଏକ ଟିକା ଅନୁମୋଦନ ହୋଇଛି, ତେବେ ଏହା ଭାରତରେ ପରୀକ୍ଷା କରିବାର ଆବଶ୍ୟକ ନାହିଁ।

https://www.thesakala.in/national-international/moderna-vaccine-may-be-available-soon-in-india/article-3333
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର