ଅସୁସ୍ଥ ହାତୀ ପାଇଁ ଦେବଦୂତ ସାଜିଲା ଅନନ୍ତ ଅମ୍ବାନୀଙ୍କ ‘ବନ୍‌ତାରା’ ଟିମ୍‌, ୩୫୦୦ କିମି ତ୍ରିପୁରା ଯାଇ କଲେ ଚିକିତ୍ସା

The Sakala Picture
Published On

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କର ଜୀବଜନ୍ତୁଙ୍କ ପ୍ରତି ପ୍ରେମ କାହାକୁ ଅଛପା ନାହିଁ। ଏହି ବନ୍ୟପ୍ରାଣୀମାନଙ୍କୁ ନେଇ ସେ ଏକ ଡ୍ରିମ୍‌ ପ୍ରୋଜେକ୍ଟ ଚଳାଇଛନ୍ତି, ଯାହାର ନାମ ‘ବନ୍‌ତାରା’। ଏହା ସାହାଯ୍ୟରେ ସେ ସମସ୍ୟାରେ ପଡ଼ିଥିବା ବନ୍ୟପ୍ରାଣୀମାନଙ୍କୁ ସାହାଯ୍ୟ କରୁଛନ୍ତି। ତାହାର ଏକ ସଦ୍ୟ ଉଦାହରଣ ହେଉଛି ଜାମନଗରଠାରୁ ୩୫ଶହ କିମି ଦୂରରେ ଏକ ଅସୁସ୍ଥ ହାତୀକୁ ‘ବନତାରା’ ଟିମ୍‌ର ଡାକ୍ତରମାନେ ଚିକିତ୍ସା ସେବା ଯୋଗାଇଛନ୍ତି। […]

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କର ଜୀବଜନ୍ତୁଙ୍କ ପ୍ରତି ପ୍ରେମ କାହାକୁ ଅଛପା ନାହିଁ। ଏହି ବନ୍ୟପ୍ରାଣୀମାନଙ୍କୁ ନେଇ ସେ ଏକ ଡ୍ରିମ୍‌ ପ୍ରୋଜେକ୍ଟ ଚଳାଇଛନ୍ତି, ଯାହାର ନାମ ‘ବନ୍‌ତାରା’। ଏହା ସାହାଯ୍ୟରେ ସେ ସମସ୍ୟାରେ ପଡ଼ିଥିବା ବନ୍ୟପ୍ରାଣୀମାନଙ୍କୁ ସାହାଯ୍ୟ କରୁଛନ୍ତି। ତାହାର ଏକ ସଦ୍ୟ ଉଦାହରଣ ହେଉଛି ଜାମନଗରଠାରୁ ୩୫ଶହ କିମି ଦୂରରେ ଏକ ଅସୁସ୍ଥ ହାତୀକୁ ‘ବନତାରା’ ଟିମ୍‌ର ଡାକ୍ତରମାନେ ଚିକିତ୍ସା ସେବା ଯୋଗାଇଛନ୍ତି। ଏହି ସମ୍ପର୍କିତ ଏକ ଭିଡ଼ିଓ ସମ୍ପ୍ରତି ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଘଟଣାଟି ହେଉଛି ଏକ ଅସୁସ୍ଥ ହାତୀର ଚିକିତ୍ସା ପାଇଁ ଅନନ୍ତଙ୍କୁ ସାହାଯ୍ୟ ମଗାଯାଇଥିଲା। ତେବେ ୨୪ଘଣ୍ଟା ମଧ୍ୟରେ ସେ ତ୍ରିପୁରାର କେଲା ସହରକୁ ହାତୀର ଚିକିତ୍ସା ପାଇଁ ଏକ ଟିମ୍‌ ପଠାଇଥିଲେ। ସେଠାରେ ଡାକ୍ତରମାନେ ଅସୁସ୍ଥ ହାତୀ ସହ ତା’ର ଶାବକକୁ ଚିକିତ୍ସା କରିଥିଲେ।

ଆହୁରି ପଢ଼ନ୍ତୁ: ଲଣ୍ଡନରେ ସିଜେଆଇ ସୂର୍ଯ୍ୟକାନ୍ତଙ୍କ କାର୍ଯ୍ୟକ୍ରମରେ ବିଶୃଙ୍ଖଳା: 'ଅଶୋଭନୀୟ ଆଚରଣ' କହି ନିନ୍ଦା କଲା ଭାରତୀୟ ହାଇକମିଶନ

ଏଠାରେ ସୂଚନାଯୋଗ୍ୟ ଯେ, ‘ବନତାରା’ ପ୍ରକଳ୍ପ ଗୁଜରାଟର ଜାମନଗରସ୍ଥିତ ରିଲାଏନ୍ସ କମ୍ପ୍ଲେକ୍ସ ନିକଟରେ ପାଖାପାଖି ୬ଶହ ଏକର ଜମିରେ ନିର୍ମାଣ କରାଯାଇଛି।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ମଧ୍ୟରେ ହୋରମୁଜ୍ ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା: ଜାହାଜଗୁଡ଼ିକ ଉପରେ ଲାଗିବ ଟ୍ରାଞ୍ଜିଟ୍ ଫି’

14 May 2024 By The Sakala

ଅସୁସ୍ଥ ହାତୀ ପାଇଁ ଦେବଦୂତ ସାଜିଲା ଅନନ୍ତ ଅମ୍ବାନୀଙ୍କ ‘ବନ୍‌ତାରା’ ଟିମ୍‌, ୩୫୦୦ କିମି ତ୍ରିପୁରା ଯାଇ କଲେ ଚିକିତ୍ସା

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କର ଜୀବଜନ୍ତୁଙ୍କ ପ୍ରତି ପ୍ରେମ କାହାକୁ ଅଛପା ନାହିଁ। ଏହି ବନ୍ୟପ୍ରାଣୀମାନଙ୍କୁ ନେଇ ସେ ଏକ ଡ୍ରିମ୍‌ ପ୍ରୋଜେକ୍ଟ ଚଳାଇଛନ୍ତି, ଯାହାର ନାମ ‘ବନ୍‌ତାରା’। ଏହା ସାହାଯ୍ୟରେ ସେ ସମସ୍ୟାରେ ପଡ଼ିଥିବା ବନ୍ୟପ୍ରାଣୀମାନଙ୍କୁ ସାହାଯ୍ୟ କରୁଛନ୍ତି। ତାହାର ଏକ ସଦ୍ୟ ଉଦାହରଣ ହେଉଛି ଜାମନଗରଠାରୁ ୩୫ଶହ କିମି ଦୂରରେ ଏକ ଅସୁସ୍ଥ ହାତୀକୁ ‘ବନତାରା’ ଟିମ୍‌ର ଡାକ୍ତରମାନେ ଚିକିତ୍ସା ସେବା ଯୋଗାଇଛନ୍ତି। ଏହି ସମ୍ପର୍କିତ ଏକ ଭିଡ଼ିଓ ସମ୍ପ୍ରତି ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଘଟଣାଟି ହେଉଛି ଏକ ଅସୁସ୍ଥ ହାତୀର ଚିକିତ୍ସା ପାଇଁ ଅନନ୍ତଙ୍କୁ ସାହାଯ୍ୟ ମଗାଯାଇଥିଲା। ତେବେ ୨୪ଘଣ୍ଟା ମଧ୍ୟରେ ସେ ତ୍ରିପୁରାର କେଲା ସହରକୁ ହାତୀର ଚିକିତ୍ସା ପାଇଁ ଏକ ଟିମ୍‌ ପଠାଇଥିଲେ। ସେଠାରେ ଡାକ୍ତରମାନେ ଅସୁସ୍ଥ ହାତୀ ସହ ତା’ର ଶାବକକୁ ଚିକିତ୍ସା କରିଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ, ‘ବନତାରା’ ପ୍ରକଳ୍ପ ଗୁଜରାଟର ଜାମନଗରସ୍ଥିତ ରିଲାଏନ୍ସ କମ୍ପ୍ଲେକ୍ସ ନିକଟରେ ପାଖାପାଖି ୬ଶହ ଏକର ଜମିରେ ନିର୍ମାଣ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର