ଗୁଜୁରାଟରେ ଭୂ-କମ୍ପ ଝଟକା ଅନୂଭୁତ

The Sakala Picture
Published On

ଅହମ୍ମଦାବାଦ: ଗୁଜୁରାଟରେ ଭୂ-କମ୍ପ ଝଟକା ଅନୂଭୁତ ହୋଇଛି । ନ୍ୟାସନାଲ ସେଣ୍ଟର ସେସମୋଲୋଜି ଅନୁସାରେ ସୌରାଷ୍ଟ୍ରର ତଲାଲା ଠାରୁ ୧୨ କିଲୋମିଟର ଉତ୍ତର-ଉତ୍ତର ପୂର୍ବରେ ଏକ ଭୂକମ୍ପ ଝଟକାରେ ଥରିଉଠିଛି ଅଞ୍ଚଳ । ଏହି ଭୂ-କମ୍ପ ଆଜି ଅପରାହ୍ନ ୩ ଟା ୧୮ ମିନିଟ୍ ରେ ହୋଇଛି । ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୩.୪ ରହିଛି । ଏପର୍ଯ୍ଯନ୍ତ ଭୂ-କମ୍ପ ଜନିତ କ୍ଷୟକ୍ଷତିର କୌଣସି ସୂଚନା ମିଳିପାରିନାହିଁ । ଭୂ-କମ୍ପ ଅନୁଭୂତ ହେବା କ୍ଷଣି ହିଁ […]

ଅହମ୍ମଦାବାଦ: ଗୁଜୁରାଟରେ ଭୂ-କମ୍ପ ଝଟକା ଅନୂଭୁତ ହୋଇଛି । ନ୍ୟାସନାଲ ସେଣ୍ଟର ସେସମୋଲୋଜି ଅନୁସାରେ ସୌରାଷ୍ଟ୍ରର ତଲାଲା ଠାରୁ ୧୨ କିଲୋମିଟର ଉତ୍ତର-ଉତ୍ତର ପୂର୍ବରେ ଏକ ଭୂକମ୍ପ ଝଟକାରେ ଥରିଉଠିଛି ଅଞ୍ଚଳ । ଏହି ଭୂ-କମ୍ପ ଆଜି ଅପରାହ୍ନ ୩ ଟା ୧୮ ମିନିଟ୍ ରେ ହୋଇଛି । ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୩.୪ ରହିଛି । ଏପର୍ଯ୍ଯନ୍ତ ଭୂ-କମ୍ପ ଜନିତ କ୍ଷୟକ୍ଷତିର କୌଣସି ସୂଚନା ମିଳିପାରିନାହିଁ । ଭୂ-କମ୍ପ ଅନୁଭୂତ ହେବା କ୍ଷଣି ହିଁ ଲୋକମାନେ ଘରୁ ବାହାରକୁ ପଳାଇଆସିଥିଲେ ।

ଆହୁରି ପଢ଼ନ୍ତୁ: ବିରଳ ରୋଗରେ ପୀଡ଼ିତ ଶିଶୁକନ୍ୟା ପାଇଁ ଦେବଦୂତ ସାଜିଲେ ହେମନ୍ତ ସରକାର, ମଞ୍ଜୁର କଲେ ୧୫ କୋଟି ଟଙ୍କା

08 May 2024 By The Sakala

ଗୁଜୁରାଟରେ ଭୂ-କମ୍ପ ଝଟକା ଅନୂଭୁତ

ଅହମ୍ମଦାବାଦ: ଗୁଜୁରାଟରେ ଭୂ-କମ୍ପ ଝଟକା ଅନୂଭୁତ ହୋଇଛି । ନ୍ୟାସନାଲ ସେଣ୍ଟର ସେସମୋଲୋଜି ଅନୁସାରେ ସୌରାଷ୍ଟ୍ରର ତଲାଲା ଠାରୁ ୧୨ କିଲୋମିଟର ଉତ୍ତର-ଉତ୍ତର ପୂର୍ବରେ ଏକ ଭୂକମ୍ପ ଝଟକାରେ ଥରିଉଠିଛି ଅଞ୍ଚଳ । ଏହି ଭୂ-କମ୍ପ ଆଜି ଅପରାହ୍ନ ୩ ଟା ୧୮ ମିନିଟ୍ ରେ ହୋଇଛି । ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୩.୪ ରହିଛି । ଏପର୍ଯ୍ଯନ୍ତ ଭୂ-କମ୍ପ ଜନିତ କ୍ଷୟକ୍ଷତିର କୌଣସି ସୂଚନା ମିଳିପାରିନାହିଁ । ଭୂ-କମ୍ପ ଅନୁଭୂତ ହେବା କ୍ଷଣି ହିଁ ଲୋକମାନେ ଘରୁ ବାହାରକୁ ପଳାଇଆସିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର