ନିଜକୁ ଗୁଳିକରି ସିଆଇଏସଏଫ୍ ଯବାନଙ୍କ ଆତ୍ମହତ୍ୟା !

The Sakala Picture
Published On

କୋଲକାତା: ନିଜ ବନ୍ଧୁକରୁ ଗୁଳିକରି ସିଆଇଏସଏଫ୍ ଯବାନଙ୍କ ଆତ୍ମହତ୍ୟା । କୋଲକାତା ବିମାନ ବନ୍ଦରରେ ଗୁରୁବାର ସକାଳେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ସିଆଇଏସଏଫ୍ ଯବାନ ଶ୍ରୀବିଷ୍ଣୁ। ବିମାନ ବନ୍ଦର ୫ ନମ୍ବର ଗେଟ ସୁରକ୍ଷା ଦାୟିତ୍ବରେ ଥିଲେ ବିଷ୍ଣୁ । ୫ ନମ୍ବର ଗେଟରୁ ହଠାତ୍ ଗୁଳି ଶବ୍ଦ ଶୁଣି ପାଖରେ କାର୍ଯ୍ୟରତ ଥିବା ଅନ୍ୟ ସିଆଇଏସଏଫ୍ ଯବାନ ପହଞ୍ଚି ବିଷ୍ଣୁଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ତାଙ୍କୁ ଚିକିତ୍ସା […]

କୋଲକାତା: ନିଜ ବନ୍ଧୁକରୁ ଗୁଳିକରି ସିଆଇଏସଏଫ୍ ଯବାନଙ୍କ ଆତ୍ମହତ୍ୟା । କୋଲକାତା ବିମାନ ବନ୍ଦରରେ ଗୁରୁବାର ସକାଳେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ସିଆଇଏସଏଫ୍ ଯବାନ ଶ୍ରୀବିଷ୍ଣୁ। ବିମାନ ବନ୍ଦର ୫ ନମ୍ବର ଗେଟ ସୁରକ୍ଷା ଦାୟିତ୍ବରେ ଥିଲେ ବିଷ୍ଣୁ । ୫ ନମ୍ବର ଗେଟରୁ ହଠାତ୍ ଗୁଳି ଶବ୍ଦ ଶୁଣି ପାଖରେ କାର୍ଯ୍ୟରତ ଥିବା ଅନ୍ୟ ସିଆଇଏସଏଫ୍ ଯବାନ ପହଞ୍ଚି ବିଷ୍ଣୁଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିବା ବେଳେ ଯବାନଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି। ଘଟଣାସ୍ଥଳରେ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଯବାନ ଜଣକ ନିଜକୁ କାହିଁକି ଗୁଳି କଲେ ବା କୌଣସି ଶତ୍ରୁତା ଯୋଗୁଁ କେହି ତାଙ୍କୁ ଗୁଳି କରି ଆତ୍ମହତ୍ୟା ରୂପ ଦେଇଛି ସେ ସବୁ ଦିଗକୁ ନେଇ ଜାରି ରହିଛି ତଦନ୍ତ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ 'ଆତଙ୍କବାଦୀ' କହିଲେ ଖଡ଼ଗେ, ବିବାଦ ପରେ ଦେଲେ ସ୍ପଷ୍ଟୀକରଣ

28 Mar 2024 By The Sakala

ନିଜକୁ ଗୁଳିକରି ସିଆଇଏସଏଫ୍ ଯବାନଙ୍କ ଆତ୍ମହତ୍ୟା !

କୋଲକାତା: ନିଜ ବନ୍ଧୁକରୁ ଗୁଳିକରି ସିଆଇଏସଏଫ୍ ଯବାନଙ୍କ ଆତ୍ମହତ୍ୟା । କୋଲକାତା ବିମାନ ବନ୍ଦରରେ ଗୁରୁବାର ସକାଳେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ସିଆଇଏସଏଫ୍ ଯବାନ ଶ୍ରୀବିଷ୍ଣୁ। ବିମାନ ବନ୍ଦର ୫ ନମ୍ବର ଗେଟ ସୁରକ୍ଷା ଦାୟିତ୍ବରେ ଥିଲେ ବିଷ୍ଣୁ । ୫ ନମ୍ବର ଗେଟରୁ ହଠାତ୍ ଗୁଳି ଶବ୍ଦ ଶୁଣି ପାଖରେ କାର୍ଯ୍ୟରତ ଥିବା ଅନ୍ୟ ସିଆଇଏସଏଫ୍ ଯବାନ ପହଞ୍ଚି ବିଷ୍ଣୁଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିବା ବେଳେ ଯବାନଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି। ଘଟଣାସ୍ଥଳରେ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଯବାନ ଜଣକ ନିଜକୁ କାହିଁକି ଗୁଳି କଲେ ବା କୌଣସି ଶତ୍ରୁତା ଯୋଗୁଁ କେହି ତାଙ୍କୁ ଗୁଳି କରି ଆତ୍ମହତ୍ୟା ରୂପ ଦେଇଛି ସେ ସବୁ ଦିଗକୁ ନେଇ ଜାରି ରହିଛି ତଦନ୍ତ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର