ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁଟାନର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନୀତ

The Sakala Picture
Published On

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୁଟାନର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନୀତ କରାଯାଇଛି। ଆଜି ତାଙ୍କୁ ଭୁଟାନ ସରକାର ‘Order of the Druk Gyalpo’ ପ୍ରଦାନ କରିଛନ୍ତି। ସେ ପ୍ରଥମ ବିଦେଶ ରାଷ୍ଟ୍ର ମୁଖ୍ୟ ଯିଏ ଭୁଟାନର ସର୍ବୋଚ୍ଚ ସମ୍ମାନ ପାଇଛନ୍ତି। ଭାରତ-ଭୁଟାନ ସମ୍ପର୍କକୁ ଅଧିକ ମଜବୁତ କରିବା ଓ ଭୁଟାନବାସୀଙ୍କ ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେଇଥିବାରୁ ମୋଦୀଙ୍କୁ ଏହି ସମ୍ମାନ ମିଳିଛି। ଏଥିପାଇଁ ମୋଦୀ ଭୁଟାନ ସରକାରଙ୍କୁ କୃତଜ୍ଞତା ଜଣାଇବା ସହ […]

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୁଟାନର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନୀତ କରାଯାଇଛି। ଆଜି ତାଙ୍କୁ ଭୁଟାନ ସରକାର ‘Order of the Druk Gyalpo’ ପ୍ରଦାନ କରିଛନ୍ତି। ସେ ପ୍ରଥମ ବିଦେଶ ରାଷ୍ଟ୍ର ମୁଖ୍ୟ ଯିଏ ଭୁଟାନର ସର୍ବୋଚ୍ଚ ସମ୍ମାନ ପାଇଛନ୍ତି। ଭାରତ-ଭୁଟାନ ସମ୍ପର୍କକୁ ଅଧିକ ମଜବୁତ କରିବା ଓ ଭୁଟାନବାସୀଙ୍କ ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେଇଥିବାରୁ ମୋଦୀଙ୍କୁ ଏହି ସମ୍ମାନ ମିଳିଛି। ଏଥିପାଇଁ ମୋଦୀ ଭୁଟାନ ସରକାରଙ୍କୁ କୃତଜ୍ଞତା ଜଣାଇବା ସହ ଉପରୋକ୍ତ ସମ୍ମାନକୁ ୧୪୦ କୋଟି ଭାରତବାସୀଙ୍କୁ ଉତ୍ସର୍ଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ନିକଟରେ ମୋଦୀ ଦୁଇ ଦିନିଆ ଭୁଟାନ ଗସ୍ତରେ ଯାଇଛନ୍ତି। ଏହି ସମୟରେ ଭୁଟାନ ରାଜା ଜିଗମେ ଖେସର ନାମଗୟଲ ୱାଙ୍ଗଚୁକ ତାଙ୍କୁ ‘Order of the Druk Gyalpo’ ସମ୍ମାନରେ ସମ୍ମାନୀତ କରିଛନ୍ତି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର