ଅଖିଳେଶ ଯାଦବଙ୍କୁ ସିବିଆଇ ସମନ

The Sakala Picture
Published On

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ନୋଟିସ୍‌ ଜାରି କରିଛି ସିବିଆଇ। ବେଆଇନ ଖନନ ମାମଲାରେ ଫେବ୍ରୁଆରୀ ୨୯ରେ ତାଙ୍କୁ ଦିଲ୍ଲୀସ୍ଥିତ ସିିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ଡକାଯାଇଛି। ଅଖିଳେଶ ଯାଦବଙ୍କୁ ସାକ୍ଷୀ ଭାବରେ ହାଜର ହେବାକୁ କୁହାଯାଇଛି। ଏନେଇ ସେ ନିଜେ ରାଜଧାନୀରେ ଏକ ନ୍ୟୁଜ୍ ଚ୍ୟାନେଲର କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି। ଅଖିଳେଶ କହିଛନ୍ତି ଯେ, ଗତ ନିର୍ବାଚନ ପୂର୍ବରୁ ମଧ୍ୟ ଏକ ନୋଟିସ୍‌ ଆସିଥିଲା ଏବଂ […]

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ନୋଟିସ୍‌ ଜାରି କରିଛି ସିବିଆଇ। ବେଆଇନ ଖନନ ମାମଲାରେ ଫେବ୍ରୁଆରୀ ୨୯ରେ ତାଙ୍କୁ ଦିଲ୍ଲୀସ୍ଥିତ ସିିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ଡକାଯାଇଛି। ଅଖିଳେଶ ଯାଦବଙ୍କୁ ସାକ୍ଷୀ ଭାବରେ ହାଜର ହେବାକୁ କୁହାଯାଇଛି। ଏନେଇ ସେ ନିଜେ ରାଜଧାନୀରେ ଏକ ନ୍ୟୁଜ୍ ଚ୍ୟାନେଲର କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ଅଖିଳେଶ କହିଛନ୍ତି ଯେ, ଗତ ନିର୍ବାଚନ ପୂର୍ବରୁ ମଧ୍ୟ ଏକ ନୋଟିସ୍‌ ଆସିଥିଲା ଏବଂ ଏହି ନିର୍ବାଚନ ସମୟରେ ​​ମଧ୍ୟ ଏକ ନୋଟିସ୍‌ ଆସିଛି। ସିବିଆଇର ଏହି ନୋଟିସ୍‌କୁ ଲୋକସଭା ନିର୍ବାଚନ ସହିତ ମଧ୍ୟ ଯୋଡ଼ାଯାଉଛି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର