ସମୂଦ୍ର ଭିତରେ ନ୍ୟୁକ୍ଲିୟର ଡ୍ରୋନର ପରୀକ୍ଷଣ କଲା ଉତ୍ତର କୋରିଆ

The Sakala Picture
Published On

ନୂଆଦିଲ୍ଲୀ: ଉତ୍ତର କୋରିଆ ପୁନର୍ବାର ପାଣି ଭିତରେ ନ୍ୟୁକ୍ଲିୟର ଡ୍ରୋନ ଟେଷ୍ଟର ପରୀକ୍ଷଣ କରିଛି । ସେଠାକାର ସରକାରୀ ମିଡିଆ କେସିଏନଏ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ଡ୍ରୋନର ନାମ ହାଇଲ ୫-୨୩ ଦିଆଯାଇଛି । କୋରିଆ ଭାଷାରେ ଏହାର ଅର୍ଥ ସୁନାମୀ । ଏହି ଡ୍ରୋନକୁ ସମୂଦ୍ର ମଧ୍ୟରେ ସମ୍ପୂର୍ଣ୍ଣ ଗୁପ୍ତ ଶୈଳୀରେ ଶତ୍ରୁ ଉପରେ ଆକ୍ରମଣ କରାଯାଇ ପାରିବ । ଖବର ଅନୁଯାୟୀ, ନିକଟରେ ଜାପାନ ଓ ଦକ୍ଷିଣ କୋରିଆ ମିଳିତ […]

ନୂଆଦିଲ୍ଲୀ: ଉତ୍ତର କୋରିଆ ପୁନର୍ବାର ପାଣି ଭିତରେ ନ୍ୟୁକ୍ଲିୟର ଡ୍ରୋନ ଟେଷ୍ଟର ପରୀକ୍ଷଣ କରିଛି । ସେଠାକାର ସରକାରୀ ମିଡିଆ କେସିଏନଏ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ଡ୍ରୋନର ନାମ ହାଇଲ ୫-୨୩ ଦିଆଯାଇଛି । କୋରିଆ ଭାଷାରେ ଏହାର ଅର୍ଥ ସୁନାମୀ । ଏହି ଡ୍ରୋନକୁ ସମୂଦ୍ର ମଧ୍ୟରେ ସମ୍ପୂର୍ଣ୍ଣ ଗୁପ୍ତ ଶୈଳୀରେ ଶତ୍ରୁ ଉପରେ ଆକ୍ରମଣ କରାଯାଇ ପାରିବ ।

ଆହୁରି ପଢ଼ନ୍ତୁ: ନେପାଳ ବନ୍ୟା ବିଭୀଷିକା: ସୁଡ଼ଙ୍ଗରେ ଫସିଛନ୍ତି ଶତାଧିକ ଶ୍ରମିକ, ଜୀବନ ବଞ୍ଚାଇବାକୁ ଚାଲିଛି ଆପ୍ରାଣ ଚେଷ୍ଟା

ଖବର ଅନୁଯାୟୀ, ନିକଟରେ ଜାପାନ ଓ ଦକ୍ଷିଣ କୋରିଆ ମିଳିତ ଭାବେ ନୌ-ସମରାଭ୍ୟାସ କରିଥିଲେ । ଏହାର ଜବାବରେ ଉତ୍ତର କୋରିଆ ଏହି ପରୀକ୍ଷଣ କରିଥିବା ଅନୁମାନ କରାଯାଉଛି । ଗତ ବର୍ଷ ଏପ୍ରିଲ ୭ରେ ହାଇଲ-୨ର ପରୀକ୍ଷଣ କରାଯାଇଥିଲା । ବିଭିନ୍ନ ଦେଶର କଟକଣା ସତ୍ୱେ ଉତର କୋରିଆ ତାର ପରୀକ୍ଷଣ ରୋକୁ ନାହିଁ । ଯାହାକି ଅନ୍ୟ ଦେଶ ପ୍ରତି ବିପଦ ସୃଷ୍ଟି କରୁଛି ।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର