ଚତୁର୍ଥ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ସମନ୍‌‌ ଜାରି କଲା ଇଡି

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସହିତ ଜଡିତ ମନି ଲଣ୍ଡରିଙ୍ଗ୍‌‌ ମାମଲାରେ ଆଜି ଚତୁର୍ଥ ଥର ପାଇଁ ପ୍ରବର୍ତ୍ତନ ର୍ନିେଶାଳୟ (ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ୍‌‌ ଜାରି କରିଛି। ଜାନୁଆରୀ ୧୮ ତାରିଖ ଦିନ ଇଡି କାର୍ଯ୍ୟାଳୟରେ ହାଜର ହେବା ଲାଗି ଏହି ନୋଟିସରେ ତାଙ୍କୁ କୁହାଯାଇଛି। ଇଡି ଜାରି କରିଥିବା ସମନ୍‌‌ ବେଆଇନ୍‌‌ ଓ ତାଙ୍କୁ ଗିରଫ କରିବା ଲାଗି ଉଦ୍ଦିଷ୍ଟ କହି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌‌ ଜାନୁଆରି ୩ ତାରିଖ ସମନ୍‌‌କୁ […]

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସହିତ ଜଡିତ ମନି ଲଣ୍ଡରିଙ୍ଗ୍‌‌ ମାମଲାରେ ଆଜି ଚତୁର୍ଥ ଥର ପାଇଁ ପ୍ରବର୍ତ୍ତନ ର୍ନିେଶାଳୟ (ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ୍‌‌ ଜାରି କରିଛି। ଜାନୁଆରୀ ୧୮ ତାରିଖ ଦିନ ଇଡି କାର୍ଯ୍ୟାଳୟରେ ହାଜର ହେବା ଲାଗି ଏହି ନୋଟିସରେ ତାଙ୍କୁ କୁହାଯାଇଛି। ଇଡି ଜାରି କରିଥିବା ସମନ୍‌‌ ବେଆଇନ୍‌‌ ଓ ତାଙ୍କୁ ଗିରଫ କରିବା ଲାଗି ଉଦ୍ଦିଷ୍ଟ କହି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌‌ ଜାନୁଆରି ୩ ତାରିଖ ସମନ୍‌‌କୁ ଏଡାଇ ଯାଇଥିଲେ। ଏହା ପୂର୍ବରୁ ନଭେମ୍ବର ୨ ଓ ଡିସେମ୍ବର ୨୧ ତାରିଖରେ ହାଜର ହେବାକୁ ଜାରି କରାଯାଇଥିବା ଇଡିର ଦୁଇଟି ସମନ୍‌‌ ମଧ୍ୟ ସେ ଏଡାଇ ଦେଇଥିଲେ।

ଆହୁରି ପଢ଼ନ୍ତୁ: ବେଙ୍ଗାଲୁରୁରେ ବେଆଇନ ପଥର କ୍ୱାରୀ ଠାବ: ବିପୁଳ ପରିମାଣର ବିସ୍ଫୋରକ ଜବତ, ୫ ଜଣଙ୍କ ନାମରେ ମାମଲା

13 Jan 2024 By The Sakala

ଚତୁର୍ଥ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ସମନ୍‌‌ ଜାରି କଲା ଇଡି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସହିତ ଜଡିତ ମନି ଲଣ୍ଡରିଙ୍ଗ୍‌‌ ମାମଲାରେ ଆଜି ଚତୁର୍ଥ ଥର ପାଇଁ ପ୍ରବର୍ତ୍ତନ ର୍ନିେଶାଳୟ (ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ୍‌‌ ଜାରି କରିଛି। ଜାନୁଆରୀ ୧୮ ତାରିଖ ଦିନ ଇଡି କାର୍ଯ୍ୟାଳୟରେ ହାଜର ହେବା ଲାଗି ଏହି ନୋଟିସରେ ତାଙ୍କୁ କୁହାଯାଇଛି। ଇଡି ଜାରି କରିଥିବା ସମନ୍‌‌ ବେଆଇନ୍‌‌ ଓ ତାଙ୍କୁ ଗିରଫ କରିବା ଲାଗି ଉଦ୍ଦିଷ୍ଟ କହି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌‌ ଜାନୁଆରି ୩ ତାରିଖ ସମନ୍‌‌କୁ ଏଡାଇ ଯାଇଥିଲେ। ଏହା ପୂର୍ବରୁ ନଭେମ୍ବର ୨ ଓ ଡିସେମ୍ବର ୨୧ ତାରିଖରେ ହାଜର ହେବାକୁ ଜାରି କରାଯାଇଥିବା ଇଡିର ଦୁଇଟି ସମନ୍‌‌ ମଧ୍ୟ ସେ ଏଡାଇ ଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର