ସୁପ୍ରିମକୋର୍ଟ : କରୋନା ମୃତକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ବିଚାର କର

The Sakala Picture
Published On

କ୍ରେଟା : ଏକ ଧାର୍ମିକ କାର୍ଯ୍ୟକ୍ରମରୁ ଶ୍ରଦ୍ଧାଳୁଙ୍କୁ ନେଇ ଫେରୁଥିବା ଏକ ଘରୋଇ ବସ୍ ଦକ୍ଷିଣ-ପଶ୍ଚିମ ପାକିସ୍ତାନରେ ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨୦ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବାବେଳେ ୪୦ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି। ଜଣେ ସ୍ଥାନୀୟ ପୁଲିସ ଅଧିକାରୀ ଏବଂ ଡାକ୍ତର ଏହି ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ବଲୋଚିସ୍ତାନ ଖୁବ୍‌ଦାର ଜିଲ୍ଲା କରଖା ଅଞ୍ଚଳରେ ଶୁକ୍ରବାର ବଢି ଭୋରରେ ପ୍ରିମକୋର୍ଟ […]

କ୍ରେଟା : ଏକ ଧାର୍ମିକ କାର୍ଯ୍ୟକ୍ରମରୁ ଶ୍ରଦ୍ଧାଳୁଙ୍କୁ ନେଇ ଫେରୁଥିବା ଏକ ଘରୋଇ ବସ୍ ଦକ୍ଷିଣ-ପଶ୍ଚିମ ପାକିସ୍ତାନରେ ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨୦ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବାବେଳେ ୪୦ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି। ଜଣେ ସ୍ଥାନୀୟ ପୁଲିସ ଅଧିକାରୀ ଏବଂ ଡାକ୍ତର ଏହି ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ବଲୋଚିସ୍ତାନ ଖୁବ୍‌ଦାର ଜିଲ୍ଲା କରଖା ଅଞ୍ଚଳରେ ଶୁକ୍ରବାର ବଢି ଭୋରରେ ପ୍ରିମକୋର୍ଟ

ଆହୁରି ପଢ଼ନ୍ତୁ: ଦିଲ୍ଲୀ ମାଲବୀୟ ନଗରର ଏକ ରେଷ୍ଟୁରାଣ୍ଟରେ ଭୟାବହ ଅଗ୍ନିକାଣ୍ଡ: ୨୦ ମୃତ, ଏକାଧିକ ଆହତ

ଏହି ବସଟି ଭାରସାମ୍ୟ ହରାଇ ଏକ ଖାଇକୁ ଖସି ପଢିଥିଲା । ଏହି ବସରେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ଯାଉଥିଲେ ଏବଂ ବସ ଛାତରେ କିଛି ଲୋକ ବସିଥିଲେ। ଏହି ସୂଚନା ମିଳିବା ପରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲା। ସୂଚନାଯୋଗ୍ୟ ଯେ ଟ୍ରେନ ଏବଂ ଟ୍ରାଫିକ ଦୁର୍ଘଟଣା ପାକିସ୍ତାନରେ ଘଟଣା। ଖରାପ ରାସ୍ତା ଏବଂ ଟ୍ରାକ ଯୋଗୁଁ ସେଠାରେ ବାରମ୍ବାର ଦୁର୍ଘଟଣା ହେଉଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ଅଧିକୃତ କାଶ୍ମୀରରେ ଜଳୁଛି ବିଦ୍ରୋହର ନିଆଁ: ଜେଏଏସି (JAAC)ର ଲଙ୍ଗ୍ ମାର୍ଚ୍ଚ ବେଳେ ହିଂସାତ୍ମକ ସଂଘର୍ଷ

12 Jun 2021 By The Sakala

ସୁପ୍ରିମକୋର୍ଟ : କରୋନା ମୃତକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ବିଚାର କର

କ୍ରେଟା : ଏକ ଧାର୍ମିକ କାର୍ଯ୍ୟକ୍ରମରୁ ଶ୍ରଦ୍ଧାଳୁଙ୍କୁ ନେଇ ଫେରୁଥିବା ଏକ ଘରୋଇ ବସ୍ ଦକ୍ଷିଣ-ପଶ୍ଚିମ ପାକିସ୍ତାନରେ ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨୦ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବାବେଳେ ୪୦ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି। ଜଣେ ସ୍ଥାନୀୟ ପୁଲିସ ଅଧିକାରୀ ଏବଂ ଡାକ୍ତର ଏହି ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ବଲୋଚିସ୍ତାନ ଖୁବ୍‌ଦାର ଜିଲ୍ଲା କରଖା ଅଞ୍ଚଳରେ ଶୁକ୍ରବାର ବଢି ଭୋରରେ ପ୍ରିମକୋର୍ଟ

ଏହି ବସଟି ଭାରସାମ୍ୟ ହରାଇ ଏକ ଖାଇକୁ ଖସି ପଢିଥିଲା । ଏହି ବସରେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ଯାଉଥିଲେ ଏବଂ ବସ ଛାତରେ କିଛି ଲୋକ ବସିଥିଲେ। ଏହି ସୂଚନା ମିଳିବା ପରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲା। ସୂଚନାଯୋଗ୍ୟ ଯେ ଟ୍ରେନ ଏବଂ ଟ୍ରାଫିକ ଦୁର୍ଘଟଣା ପାକିସ୍ତାନରେ ଘଟଣା। ଖରାପ ରାସ୍ତା ଏବଂ ଟ୍ରାକ ଯୋଗୁଁ ସେଠାରେ ବାରମ୍ବାର ଦୁର୍ଘଟଣା ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର