ଟ୍ରେନ୍ ଆଗକୁ ଡେଇଁ ୫ ଝିଅଙ୍କ ସହ ମାଆର ଆତ୍ମହତ୍ୟା

The Sakala Picture
Published On

ରାୟପୁର : ପାରିବାରିକ କଳହକୁ ନେଇ ନିଜର ୫ କନ୍ୟା ସନ୍ତାନଙ୍କ ସହ ମାଆ ଆତ୍ମହତ୍ୟା କରିବା ଭଳି ଏକ ଦୁଃଖଦ ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି । ଏଭଳି ଘଟଣା ଘଟିଛି ଛତିଶଗଡ ମହାସମୁନ୍ଦ ଜିଲ୍ଲାରେ । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଜିଲ୍ଲାର ବେମଚା ଗ୍ରାମରେ ରହୁଥିବା ଉମା ସାହୁ ସ୍ବାମୀଙ୍କ ମଦ ପିଇବା ଅଭ୍ୟାସକୁ ନେଇ ସବୁବେଳେ ଅଶାନ୍ତି ମଧ୍ୟରେ ରହି ଆସୁଥିବା ବେଳେ ଉଭୟଙ୍କ ମଧ୍ୟରେ ସର୍ବଦା […]

ରାୟପୁର : ପାରିବାରିକ କଳହକୁ ନେଇ ନିଜର ୫ କନ୍ୟା ସନ୍ତାନଙ୍କ ସହ ମାଆ ଆତ୍ମହତ୍ୟା କରିବା ଭଳି ଏକ ଦୁଃଖଦ ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି । ଏଭଳି ଘଟଣା ଘଟିଛି ଛତିଶଗଡ ମହାସମୁନ୍ଦ ଜିଲ୍ଲାରେ । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଜିଲ୍ଲାର ବେମଚା ଗ୍ରାମରେ ରହୁଥିବା ଉମା ସାହୁ ସ୍ବାମୀଙ୍କ ମଦ ପିଇବା ଅଭ୍ୟାସକୁ ନେଇ ସବୁବେଳେ ଅଶାନ୍ତି ମଧ୍ୟରେ ରହି ଆସୁଥିବା ବେଳେ ଉଭୟଙ୍କ ମଧ୍ୟରେ ସର୍ବଦା କଳହ ଲାଗି ରହୁଥିଲା । ତେବେ ଏହା ତୀବ୍ର ରୂପ ନେବାରୁ ଗତକାଲି ମଧ୍ୟ ରାତିରେ ଉମା ନିଜର ୫ ଖିଅଙ୍କ ସହ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି।

ଆହୁରି ପଢ଼ନ୍ତୁ: ଇରାନରେ ଏହି ୮ ମହିଳାଙ୍କ ଫାଶୀ ଦଣ୍ଡାଦେଶକୁ ରୋକିବାକୁ ଟ୍ରମ୍ପଙ୍କ ଅପିଲ: ଜାଣନ୍ତୁ କିଏ ଏହି ମହିଳା...

11 Jun 2021 By The Sakala

ଟ୍ରେନ୍ ଆଗକୁ ଡେଇଁ ୫ ଝିଅଙ୍କ ସହ ମାଆର ଆତ୍ମହତ୍ୟା

ରାୟପୁର : ପାରିବାରିକ କଳହକୁ ନେଇ ନିଜର ୫ କନ୍ୟା ସନ୍ତାନଙ୍କ ସହ ମାଆ ଆତ୍ମହତ୍ୟା କରିବା ଭଳି ଏକ ଦୁଃଖଦ ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି । ଏଭଳି ଘଟଣା ଘଟିଛି ଛତିଶଗଡ ମହାସମୁନ୍ଦ ଜିଲ୍ଲାରେ । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଜିଲ୍ଲାର ବେମଚା ଗ୍ରାମରେ ରହୁଥିବା ଉମା ସାହୁ ସ୍ବାମୀଙ୍କ ମଦ ପିଇବା ଅଭ୍ୟାସକୁ ନେଇ ସବୁବେଳେ ଅଶାନ୍ତି ମଧ୍ୟରେ ରହି ଆସୁଥିବା ବେଳେ ଉଭୟଙ୍କ ମଧ୍ୟରେ ସର୍ବଦା କଳହ ଲାଗି ରହୁଥିଲା । ତେବେ ଏହା ତୀବ୍ର ରୂପ ନେବାରୁ ଗତକାଲି ମଧ୍ୟ ରାତିରେ ଉମା ନିଜର ୫ ଖିଅଙ୍କ ସହ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର