ଟ୍ରମ୍ପଙ୍କୁ ୨ ବର୍ଷ ପାଇଁ ବହିଷ୍କାର କଲା ଫେସବୁକ୍

The Sakala Picture
Published On

ୱାଶିଂଟନ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୨ ବର୍ଷ ପାଇଁ ନିଲମ୍ବନ କରିଦେଇଛି ଫେସବୁକ୍। ଚଳିତ ବର୍ଷ ଜାନୁଆରୀ ୭ରୁ ଏହାକୁ ଧରାଯିବ। ସେହି ଦିନ ପ୍ରଥମ ଥର ପାଇଁ ଟ୍ରମ୍ପଙ୍କ ଆକାଉଣ୍ଟ ଉପରେ କଟକଣା ଲଗାଯାଇଥିଲା। ଫେସବୁକର ଉପାଧ୍ୟକ୍ଷ(ବୈଶ୍ବିକ ବ୍ୟାପାର) ନିକ କ୍ଲେକ ବ୍ଲଗପୋଷ୍ଟ ମାଧ୍ୟମରେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ୨୦୨୩ ଜାନୁଆରୀ ୭ ପର୍ଯ୍ୟନ୍ତ ଟ୍ରମ୍ପ ନିଜ ଆକାଉଣ୍ଟରେ ଲଗ ଇନ କରିପାରିବେ ନାହିଁ।

ଆହୁରି ପଢ଼ନ୍ତୁ: ପତ୍ନୀଙ୍କୁ ମାରିବାକୁ ସ୍ୱାମୀର ଭୟଙ୍କର ଷଡ଼ଯନ୍ତ୍ର: ୩ ଥର ବିଷ ଦେଇ ବିଫଳ ହେବା ପରେ ୧ ଲକ୍ଷର ସୁପାରି ଦେଇ ହତ୍ୟା

06 Jun 2021 By The Sakala

ଟ୍ରମ୍ପଙ୍କୁ ୨ ବର୍ଷ ପାଇଁ ବହିଷ୍କାର କଲା ଫେସବୁକ୍

ୱାଶିଂଟନ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୨ ବର୍ଷ ପାଇଁ ନିଲମ୍ବନ କରିଦେଇଛି ଫେସବୁକ୍। ଚଳିତ ବର୍ଷ ଜାନୁଆରୀ ୭ରୁ ଏହାକୁ ଧରାଯିବ। ସେହି ଦିନ ପ୍ରଥମ ଥର ପାଇଁ ଟ୍ରମ୍ପଙ୍କ ଆକାଉଣ୍ଟ ଉପରେ କଟକଣା ଲଗାଯାଇଥିଲା। ଫେସବୁକର ଉପାଧ୍ୟକ୍ଷ(ବୈଶ୍ବିକ ବ୍ୟାପାର) ନିକ କ୍ଲେକ ବ୍ଲଗପୋଷ୍ଟ ମାଧ୍ୟମରେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ୨୦୨୩ ଜାନୁଆରୀ ୭ ପର୍ଯ୍ୟନ୍ତ ଟ୍ରମ୍ପ ନିଜ ଆକାଉଣ୍ଟରେ ଲଗ ଇନ କରିପାରିବେ ନାହିଁ।

https://www.thesakala.in/national-international/facebook-expelled-trump-for-two-years/article-2719
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର