‘ଇଣ୍ଡିଆ’ ବନାମ ‘ଭାରତ’ ବିବାଦ: ଜି-୨୦ରେ ପିଏମ ମୋଦୀଙ୍କ ନାମଫଳକରେ ‘ଇଣ୍ଡିଆ’ ଜାଗାରେ ଲେଖାଗଲା ‘ଭାରତ’

The Sakala Picture
Published On

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ଟେବୁଲ ଉପରେ ଥିବା କଣ୍ଟ୍ରିପ୍ଲେଟରେ ଇଣ୍ଡିଆ ଜାଗାରେ ଭାରତ ଲେଖାଯାଇଛି। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଆଜି ଜି-୨୦ ଶିଖର ସମ୍ମିଳନୀରେ । ଇଣ୍ଡିଆ ବନାମ ଭାରତକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିବାବେଳେ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ମୋଦୀ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ଜି-୨୦ ସମ୍ମିଳନୀର ଆଜି ପ୍ରଥମ ଦିନ । ଆଜି ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱ ନେତାଙ୍କୁ […]

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ଟେବୁଲ ଉପରେ ଥିବା କଣ୍ଟ୍ରିପ୍ଲେଟରେ ଇଣ୍ଡିଆ ଜାଗାରେ ଭାରତ ଲେଖାଯାଇଛି। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଆଜି ଜି-୨୦ ଶିଖର ସମ୍ମିଳନୀରେ । ଇଣ୍ଡିଆ ବନାମ ଭାରତକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିବାବେଳେ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ମୋଦୀ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ଜି-୨୦ ସମ୍ମିଳନୀର ଆଜି ପ୍ରଥମ ଦିନ । ଆଜି ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱ ନେତାଙ୍କୁ ସମ୍ବୋଧନ କରିଥିଲେ । ତାଙ୍କ ଟେବୁଲରେ ରଖା ଯାଇଥିବା କଣ୍ଟ୍ରି ପ୍ଲେଟରେ ଦେଶର ନାମ ଇଣ୍ଡିଆ ବଦଳରେ ଲେଖା ଯାଇଥିଲା ଭାରତ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଯେଉଁସବୁ ଅନ୍ତର୍ଜାତୀୟ ମଞ୍ଚକୁ ସମ୍ବୋଧନ କରିଛନ୍ତି ସେଠାରେ କଣ୍ଟ୍ରିପ୍ଲେଟ ଉପରେ ଇଣ୍ଡିଆ ଲେଖା ଯାଇଥାଏ । ହେଲେ ପ୍ରଥମ ଥର ପାଇଁ ଆଜି ଏପରି ପରିବର୍ତ୍ତନ ଦେଖିବାକୁ ମିଳୁଛି ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ତେବେ ଏହି ନାମକରଣକୁ ନେଇ ପ୍ରଥମେ ବିବାଦ ଆରମ୍ଭ ହୋଇଥିଲା ସେପ୍ଟେମ୍ବର ୫ ତାରିଖରୁ ଯେତେବେଳେ ରାତ୍ରିଭୋଜନ ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ପରିବର୍ତ୍ତେ ପ୍ରେସିଡେଣ୍ଟ ଅଫ ଭାରତ ଲେଖା ଯାଇଥିଲା । ଏହି ନିମନ୍ତ୍ରଣ ପତ୍ର ସାମ୍ନାକୁ ଆସିବା ପରେ ସରକାର ଦେଶର ନାଁ ପରିବର୍ତ୍ତନ କରିବାକୁ ଯାଉଛନ୍ତି ବୋଲି ବିପକ୍ଷ ନାରା ଲଗାଇଥିଲେ । ଏପରିକି କେନ୍ଦ୍ର ସରକାର ଏହି ପରିବର୍ତ୍ତନ ଆଣିବା ପାଇଁ ସଂସଦର ବିଶେଷ ଅଧିବେଶନ ଡକାଇଛନ୍ତି ବୋଲି ବିରୋଧୀ କହିଥିଲେ।

ଆହୁରି ପଢ଼ନ୍ତୁ: ଶତ୍ରୁ ଶିବିରରେ ହାହାକାର ସୃଷ୍ଟି କରିବ ‘ପ୍ରୋଜେକ୍ଟ କାଲ୍’: ଭାରତ ପ୍ରସ୍ତୁତ କରୁଛି ୧୦୦୦ କିମି ରେଞ୍ଜର ଘାତକ ଡ୍ରୋନ୍

09 Sep 2023 By The Sakala

‘ଇଣ୍ଡିଆ’ ବନାମ ‘ଭାରତ’ ବିବାଦ: ଜି-୨୦ରେ ପିଏମ ମୋଦୀଙ୍କ ନାମଫଳକରେ ‘ଇଣ୍ଡିଆ’ ଜାଗାରେ ଲେଖାଗଲା ‘ଭାରତ’

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ଟେବୁଲ ଉପରେ ଥିବା କଣ୍ଟ୍ରିପ୍ଲେଟରେ ଇଣ୍ଡିଆ ଜାଗାରେ ଭାରତ ଲେଖାଯାଇଛି। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଆଜି ଜି-୨୦ ଶିଖର ସମ୍ମିଳନୀରେ । ଇଣ୍ଡିଆ ବନାମ ଭାରତକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିବାବେଳେ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ମୋଦୀ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ଜି-୨୦ ସମ୍ମିଳନୀର ଆଜି ପ୍ରଥମ ଦିନ । ଆଜି ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱ ନେତାଙ୍କୁ ସମ୍ବୋଧନ କରିଥିଲେ । ତାଙ୍କ ଟେବୁଲରେ ରଖା ଯାଇଥିବା କଣ୍ଟ୍ରି ପ୍ଲେଟରେ ଦେଶର ନାମ ଇଣ୍ଡିଆ ବଦଳରେ ଲେଖା ଯାଇଥିଲା ଭାରତ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଯେଉଁସବୁ ଅନ୍ତର୍ଜାତୀୟ ମଞ୍ଚକୁ ସମ୍ବୋଧନ କରିଛନ୍ତି ସେଠାରେ କଣ୍ଟ୍ରିପ୍ଲେଟ ଉପରେ ଇଣ୍ଡିଆ ଲେଖା ଯାଇଥାଏ । ହେଲେ ପ୍ରଥମ ଥର ପାଇଁ ଆଜି ଏପରି ପରିବର୍ତ୍ତନ ଦେଖିବାକୁ ମିଳୁଛି ।

ତେବେ ଏହି ନାମକରଣକୁ ନେଇ ପ୍ରଥମେ ବିବାଦ ଆରମ୍ଭ ହୋଇଥିଲା ସେପ୍ଟେମ୍ବର ୫ ତାରିଖରୁ ଯେତେବେଳେ ରାତ୍ରିଭୋଜନ ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ପରିବର୍ତ୍ତେ ପ୍ରେସିଡେଣ୍ଟ ଅଫ ଭାରତ ଲେଖା ଯାଇଥିଲା । ଏହି ନିମନ୍ତ୍ରଣ ପତ୍ର ସାମ୍ନାକୁ ଆସିବା ପରେ ସରକାର ଦେଶର ନାଁ ପରିବର୍ତ୍ତନ କରିବାକୁ ଯାଉଛନ୍ତି ବୋଲି ବିପକ୍ଷ ନାରା ଲଗାଇଥିଲେ । ଏପରିକି କେନ୍ଦ୍ର ସରକାର ଏହି ପରିବର୍ତ୍ତନ ଆଣିବା ପାଇଁ ସଂସଦର ବିଶେଷ ଅଧିବେଶନ ଡକାଇଛନ୍ତି ବୋଲି ବିରୋଧୀ କହିଥିଲେ।

https://www.thesakala.in/national-international/pm-modis-nameplate-at-g20-summit-opening-shows-bharat/article-25272
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର