ଦୋକାନୀମାନେ ୨ ହଜାର ଟଙ୍କିଆ ନୋଟ ନେବାକୁ ମନାକରିପାରିବେ ନାହିଁ: ଆରବିଆଇ ଗଭର୍ଣ୍ଣର

The Sakala Picture
Published On

ନୂଆଦିଲ୍ଲୀ: ବଜାରରୁ ଫେରିବ ୨ ହଜାର ଟଙ୍କିଆ ନୋଟ । କିନ୍ତୁ ବୈଧ ରହିବ ନୋଟ । ଗ୍ରାହକଙ୍କଠାରୁ ୨ହଜାର ଟଙ୍କିଆ ନୋଟ ଗ୍ରହଣ କରିବାକୁ ଦୋକାନୀ ମନା କରିପାରିବେ ନାହିଁ । ଏ ନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ଆମେ ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର କରି ନେଉଛୁ। କିନ୍ତୁ ତା’ମାନେ ନୁହେଁ ଯେ ଏବେ ଏହା ଅବୈଧ। ଏବେ ଏହାର କାରବାର ଚାଲିପାରିବ। କେହି ଏହାକୁ ନେବାକୁ […]

ନୂଆଦିଲ୍ଲୀ: ବଜାରରୁ ଫେରିବ ୨ ହଜାର ଟଙ୍କିଆ ନୋଟ । କିନ୍ତୁ ବୈଧ ରହିବ ନୋଟ । ଗ୍ରାହକଙ୍କଠାରୁ ୨ହଜାର ଟଙ୍କିଆ ନୋଟ ଗ୍ରହଣ କରିବାକୁ ଦୋକାନୀ ମନା କରିପାରିବେ ନାହିଁ । ଏ ନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସ୍ପଷ୍ଟ କରିଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ ବିରୋଧରେ ଯୁଦ୍ଧ ମଇଦାନକୁ ଓହ୍ଲାଇଲା ଇସ୍ରାଏଲର ନୌସେନା, ଭୂମଧ୍ୟସାଗରରୁ ମାଡ଼ ହେଉଛି ମିସାଇଲ

ସେ କହିଛନ୍ତି, ଆମେ ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର କରି ନେଉଛୁ। କିନ୍ତୁ ତା’ମାନେ ନୁହେଁ ଯେ ଏବେ ଏହା ଅବୈଧ। ଏବେ ଏହାର କାରବାର ଚାଲିପାରିବ। କେହି ଏହାକୁ ନେବାକୁ ମନା କରିପାରିବେ ନାହିଁ।

ଆହୁରି ପଢ଼ନ୍ତୁ: ନେପାଳ ସୀମାରୁ ପୋଲିସ ଜାଲରେ ତୃଣମୂଳ ନେତା ଜାହାଙ୍ଗୀର ଖାନ

ନୋଟ ବଦଳାଇବା ପାଇଁ ୪ ମାସ ସମୟ ଅଛି । ବ୍ୟାଙ୍କରେ ଭିଡ଼ ନକରି ନିଜ ସମୟ ହିସାବରେ ନୋଟ ବଦଳାଇବାକୁ ଗଭର୍ଣ୍ଣର ପରାମର୍ଶ ଦେଇଛନ୍ତି । ୨ହଜାର ଟଙ୍କିଆ ନୋଟର ସର୍କୁଲେସନ ୫୦ପ୍ରତିଶତରୁ କମ୍ ହୋଇଯିବା ପରେ ଏହାର ପ୍ରିଣ୍ଟିଂରେ ରୋକ ଲଗାଇ ଦିଆଯାଇଥିଲା ବୋଲି ସେ କହିଛନ୍ତି । ଆଗକୁ ବ୍ୟାଙ୍କ ଗୁଡିକ ଆଉ ଦୁଇ ହଜାର ଟଙ୍କିଆ ନୋଟ ଇସ୍ୟୁ କରିବେ ନାହିଁ । ସେଥିପାଇଁ ଆରବିଆଇ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ ସ୍ବତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି । ମେ ୨୩ ତାରିଖ ଅର୍ଥାତ ଆସନ୍ତାକାଲିଠାରୁ ବ୍ୟାଙ୍କରେ ଟଙ୍କା ଏକ୍ସଚେଞ୍ଜ କରିପାରିବେ ।

ଆହୁରି ପଢ଼ନ୍ତୁ: ଶାଶୁଙ୍କୁ ପ୍ରେମ କରିବସିଲେ ଜ୍ୱାଇଁ: ସବୁ ସମ୍ପର୍କ ଭୁଲି ଘରୁ ଫେରାର୍ ହୋଇଗଲେ, କଲେ କୋର୍ଟ ମ୍ୟାରେଜ

22 May 2023 By The Sakala

ଦୋକାନୀମାନେ ୨ ହଜାର ଟଙ୍କିଆ ନୋଟ ନେବାକୁ ମନାକରିପାରିବେ ନାହିଁ: ଆରବିଆଇ ଗଭର୍ଣ୍ଣର

ନୂଆଦିଲ୍ଲୀ: ବଜାରରୁ ଫେରିବ ୨ ହଜାର ଟଙ୍କିଆ ନୋଟ । କିନ୍ତୁ ବୈଧ ରହିବ ନୋଟ । ଗ୍ରାହକଙ୍କଠାରୁ ୨ହଜାର ଟଙ୍କିଆ ନୋଟ ଗ୍ରହଣ କରିବାକୁ ଦୋକାନୀ ମନା କରିପାରିବେ ନାହିଁ । ଏ ନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି, ଆମେ ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର କରି ନେଉଛୁ। କିନ୍ତୁ ତା’ମାନେ ନୁହେଁ ଯେ ଏବେ ଏହା ଅବୈଧ। ଏବେ ଏହାର କାରବାର ଚାଲିପାରିବ। କେହି ଏହାକୁ ନେବାକୁ ମନା କରିପାରିବେ ନାହିଁ।

ନୋଟ ବଦଳାଇବା ପାଇଁ ୪ ମାସ ସମୟ ଅଛି । ବ୍ୟାଙ୍କରେ ଭିଡ଼ ନକରି ନିଜ ସମୟ ହିସାବରେ ନୋଟ ବଦଳାଇବାକୁ ଗଭର୍ଣ୍ଣର ପରାମର୍ଶ ଦେଇଛନ୍ତି । ୨ହଜାର ଟଙ୍କିଆ ନୋଟର ସର୍କୁଲେସନ ୫୦ପ୍ରତିଶତରୁ କମ୍ ହୋଇଯିବା ପରେ ଏହାର ପ୍ରିଣ୍ଟିଂରେ ରୋକ ଲଗାଇ ଦିଆଯାଇଥିଲା ବୋଲି ସେ କହିଛନ୍ତି । ଆଗକୁ ବ୍ୟାଙ୍କ ଗୁଡିକ ଆଉ ଦୁଇ ହଜାର ଟଙ୍କିଆ ନୋଟ ଇସ୍ୟୁ କରିବେ ନାହିଁ । ସେଥିପାଇଁ ଆରବିଆଇ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ ସ୍ବତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି । ମେ ୨୩ ତାରିଖ ଅର୍ଥାତ ଆସନ୍ତାକାଲିଠାରୁ ବ୍ୟାଙ୍କରେ ଟଙ୍କା ଏକ୍ସଚେଞ୍ଜ କରିପାରିବେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର