ନ୍ୟୁଜିଲାଣ୍ଡରେ ବଡ଼ ଧରଣର ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୭.୨ ରେକର୍ଡ

The Sakala Picture
Published On

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡରେ ବଡ଼ ଧରଣର ଭୂମିକମ୍ପ । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୭.୨ ରେକର୍ଡ କରାଯାଇଛି । ଖବର ଅନୁଯାୟୀ, ଭାରତୀୟ ସମୟ ୬ଟା ୧୧ ସମୟରେ କେରାମାଡେକ୍ ଦ୍ବୀପରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଏନେଇ ନ୍ୟୁଜିଲାଣ୍ଡ ନାସନାଲ୍ ସେଣ୍ଟର ଫର୍ ସେସମୋଲୋଜି ସୂଚନା ଦେଇଛି । ଭୂପୃଷ୍ଠର ୧୦ କିଲୋମିଟର ତଳେ ଏହାର ଉତ୍ପତ୍ତି ସ୍ଥଳ ରହିଥିଲା । ଭୂକମ୍ପ ନେଇ ମୃତାହତ କିମ୍ବା କ୍ଷୟକ୍ଷତିର ସୂଚନା ଆସିନାହିଁ ।

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡରେ ବଡ଼ ଧରଣର ଭୂମିକମ୍ପ । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୭.୨ ରେକର୍ଡ କରାଯାଇଛି ।

ଆହୁରି ପଢ଼ନ୍ତୁ: ତ୍ରିପୁରା ଡିଜିପି ଅନୁରାଗ ଧନଖରଙ୍କ ସନ୍ଦେହଜନକ ମୃତ୍ୟୁ: ପୋଲିସ ମୁଖ୍ୟାଳୟ ବାଥରୁମରୁ ମୃତଦେହ ଉଦ୍ଧାର

ଖବର ଅନୁଯାୟୀ, ଭାରତୀୟ ସମୟ ୬ଟା ୧୧ ସମୟରେ କେରାମାଡେକ୍ ଦ୍ବୀପରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଏନେଇ ନ୍ୟୁଜିଲାଣ୍ଡ ନାସନାଲ୍ ସେଣ୍ଟର ଫର୍ ସେସମୋଲୋଜି ସୂଚନା ଦେଇଛି । ଭୂପୃଷ୍ଠର ୧୦ କିଲୋମିଟର ତଳେ ଏହାର ଉତ୍ପତ୍ତି ସ୍ଥଳ ରହିଥିଲା । ଭୂକମ୍ପ ନେଇ ମୃତାହତ କିମ୍ବା କ୍ଷୟକ୍ଷତିର ସୂଚନା ଆସିନାହିଁ ।

ଆହୁରି ପଢ଼ନ୍ତୁ: ପେପର ଲିକ୍ ମାମଲା ପାଇଁ ଗଠନ ହେବ ଫାଷ୍ଟଟ୍ରାକ୍ କୋର୍ଟ, ଦେଶବ୍ୟାପୀ ବିକ୍ଷୋଭ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ଼ ଘୋଷଣା

24 Apr 2023 By The Sakala

ନ୍ୟୁଜିଲାଣ୍ଡରେ ବଡ଼ ଧରଣର ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୭.୨ ରେକର୍ଡ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡରେ ବଡ଼ ଧରଣର ଭୂମିକମ୍ପ । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୭.୨ ରେକର୍ଡ କରାଯାଇଛି ।

ଖବର ଅନୁଯାୟୀ, ଭାରତୀୟ ସମୟ ୬ଟା ୧୧ ସମୟରେ କେରାମାଡେକ୍ ଦ୍ବୀପରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଏନେଇ ନ୍ୟୁଜିଲାଣ୍ଡ ନାସନାଲ୍ ସେଣ୍ଟର ଫର୍ ସେସମୋଲୋଜି ସୂଚନା ଦେଇଛି । ଭୂପୃଷ୍ଠର ୧୦ କିଲୋମିଟର ତଳେ ଏହାର ଉତ୍ପତ୍ତି ସ୍ଥଳ ରହିଥିଲା । ଭୂକମ୍ପ ନେଇ ମୃତାହତ କିମ୍ବା କ୍ଷୟକ୍ଷତିର ସୂଚନା ଆସିନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର