କୁନୋ ଜାତୀୟ ଉଦ୍ୟାନରୁ ଆସିଲା ଖୁସି ଖବର, ୪ ଛୁଆଙ୍କୁ ଜନ୍ମ ଦେଲା ନାମିବ୍ୟା ଚିତା
ଭୋପାଳ: ବଢ଼ିଲା ଚିତାଙ୍କ ବଂଶ। ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ନାମିବ୍ୟାରୁ ଆସିଥିବା ଚିତାଙ୍କ ମଧ୍ୟରୁ ସିୟାୟା ନାମକ ଏକ ଚିତା ଜନ୍ମଦେଇଛି ୪ ଛୁଆ । କିଡନି ସଂକ୍ରମଣ କାରଣରୁ ଏକ ଚିତା ମଧ୍ୟରୁ ତିନିଦିନ ତଳେ ସାସା ନାମକ ଏକ ମାଈ ଚିତାର ମୃତ୍ୟୁ ପରେ ଏହି ଖୁସି ଖବର ଆସିଛି । ଏନେଇ ପରିବେଶ ମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି। ସେ ନିଜ ଟ୍ୱିଟରେ ଏକ ଫଟୋ ମଧ୍ୟ ସେୟାର କରିଥିବା […]
ଭୋପାଳ: ବଢ଼ିଲା ଚିତାଙ୍କ ବଂଶ। ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ନାମିବ୍ୟାରୁ ଆସିଥିବା ଚିତାଙ୍କ ମଧ୍ୟରୁ ସିୟାୟା ନାମକ ଏକ ଚିତା ଜନ୍ମଦେଇଛି ୪ ଛୁଆ । କିଡନି ସଂକ୍ରମଣ କାରଣରୁ ଏକ ଚିତା ମଧ୍ୟରୁ ତିନିଦିନ ତଳେ ସାସା ନାମକ ଏକ ମାଈ ଚିତାର ମୃତ୍ୟୁ ପରେ ଏହି ଖୁସି ଖବର ଆସିଛି । ଏନେଇ ପରିବେଶ ମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି। ସେ ନିଜ ଟ୍ୱିଟରେ ଏକ ଫଟୋ ମଧ୍ୟ ସେୟାର କରିଥିବା ଦେଖାଯାଇଛି, ଯେଉଁଥିରେ ବାଘ ଛୁଆ ସ୍ପଷ୍ଟ ଭାବେ ଦେଖାଯାଉଛନ୍ତି।
Congratulations 🇮🇳
A momentous event in our wildlife conservation history during Amrit Kaal!
ଆହୁରି ପଢ଼ନ୍ତୁ: ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ପାୱାର ଉପରେ ଇଡିର ଚଢ଼ଉ: ମୁମ୍ବାଇ ଓ ହାଇଦ୍ରାବାଦର ୧୨ଟି ସ୍ଥାନରେ ଚାଲିଛି ତଲାସିI am delighted to share that four cubs have been born to one of the cheetahs translocated to India on 17th September 2022, under the visionary leadership of PM Shri @narendramodi ji. pic.twitter.com/a1YXqi7kTt
— Bhupender Yadav (@byadavbjp) March 29, 2023
ଗତବର୍ଷ ସେପ୍ଟେମ୍ବର ୧୭ରେ ଚିତା ପ୍ରୋଜେକ୍ଟ ଜରିଆରେ ୮ଟି ଚିତାଙ୍କୁ କୁନୋ ନ୍ୟାସନାଲ ପାର୍କକୁ ଅଣାଯାଇଥିଲା । ସେମାନଙ୍କ ମଧ୍ୟରେ ଥିଲେ ୫ଟି ମାଈ ଓ ୩ଟି ଅଣ୍ଡିରା । ପାର୍କର ପ୍ରିନିସିପାଲ ଚିଫ କଞ୍ଜରଭେଟର ଜେ.ଏସ. ଚୌହ୍ବାନ କହିଛନ୍ତି ୮ଟି ଚିତା ମଧ୍ୟରୁ ଜଣକର ମୃତ୍ୟୁ ହେବା ପରେ ରହିଥିବା ଅନ୍ୟ ୭ଟି ଚିତା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଗତମାସରେ ଦ୍ବିତୀୟ ପର୍ଯ୍ଯାୟରେ ସାଉଥ ଆଫ୍ରିକାରୁ ଅଣାଯାଇଥିବା ଅନ୍ୟ ୧୨ଟି ଚିତା ଥିବା ଠିକଠାକ୍ ଥିବା ସୂଚନା ମିଳିଛି ।
କୁନୋ ଜାତୀୟ ଉଦ୍ୟାନରୁ ଆସିଲା ଖୁସି ଖବର, ୪ ଛୁଆଙ୍କୁ ଜନ୍ମ ଦେଲା ନାମିବ୍ୟା ଚିତା
ଭୋପାଳ: ବଢ଼ିଲା ଚିତାଙ୍କ ବଂଶ। ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ନାମିବ୍ୟାରୁ ଆସିଥିବା ଚିତାଙ୍କ ମଧ୍ୟରୁ ସିୟାୟା ନାମକ ଏକ ଚିତା ଜନ୍ମଦେଇଛି ୪ ଛୁଆ । କିଡନି ସଂକ୍ରମଣ କାରଣରୁ ଏକ ଚିତା ମଧ୍ୟରୁ ତିନିଦିନ ତଳେ ସାସା ନାମକ ଏକ ମାଈ ଚିତାର ମୃତ୍ୟୁ ପରେ ଏହି ଖୁସି ଖବର ଆସିଛି । ଏନେଇ ପରିବେଶ ମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି। ସେ ନିଜ ଟ୍ୱିଟରେ ଏକ ଫଟୋ ମଧ୍ୟ ସେୟାର କରିଥିବା ଦେଖାଯାଇଛି, ଯେଉଁଥିରେ ବାଘ ଛୁଆ ସ୍ପଷ୍ଟ ଭାବେ ଦେଖାଯାଉଛନ୍ତି।
Congratulations 🇮🇳
A momentous event in our wildlife conservation history during Amrit Kaal!
I am delighted to share that four cubs have been born to one of the cheetahs translocated to India on 17th September 2022, under the visionary leadership of PM Shri @narendramodi ji. pic.twitter.com/a1YXqi7kTt