ମଧ୍ୟପ୍ରଦେଶରେ ଭୂମିକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୦ ରେକର୍ଡ

The Sakala Picture
Published On

ଭୋପାଲ: ମଧ୍ୟପ୍ରଦେଶରେ ଭୂମିକମ୍ପ ଝଟକା । ଏହି ଭୂକମ୍ପର ଗ୍ବାଲିୟର ଓ ଏହାର ଆଖପାଖ ଅଞ୍ଚଳ ଥରିଥିଲା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୦ ରେକର୍ଡ କରାଯାଇଛି । ଭୂକମ୍ପ ଅନୁଭୂତ ହେବା ପରେ ସ୍ଥାନୀୟ ଲୋକ ଭୟଭୀତ ହୋଇଛନ୍ତି। ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ୧୦ଟା ୩୧ ମିନିଟରେ ଗ୍ବାଲିୟରରେ ଭୂମିକମ୍ପ ଝଟକା ଲାଗିଥିଲା । ୪.୦ ତିବ୍ରତା ବିଶିଷ୍ଟ ଶକ୍ତିଶାଳୀ ଭୂମିକମ୍ପରେ ବର୍ତ୍ତମାନ ସୁଧା କୌଣସି କ୍ଷୟକ୍ଷତିର ସୂଚନା […]

ଭୋପାଲ: ମଧ୍ୟପ୍ରଦେଶରେ ଭୂମିକମ୍ପ ଝଟକା । ଏହି ଭୂକମ୍ପର ଗ୍ବାଲିୟର ଓ ଏହାର ଆଖପାଖ ଅଞ୍ଚଳ ଥରିଥିଲା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୦ ରେକର୍ଡ କରାଯାଇଛି । ଭୂକମ୍ପ ଅନୁଭୂତ ହେବା ପରେ ସ୍ଥାନୀୟ ଲୋକ ଭୟଭୀତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ୧୦ଟା ୩୧ ମିନିଟରେ ଗ୍ବାଲିୟରରେ ଭୂମିକମ୍ପ ଝଟକା ଲାଗିଥିଲା । ୪.୦ ତିବ୍ରତା ବିଶିଷ୍ଟ ଶକ୍ତିଶାଳୀ ଭୂମିକମ୍ପରେ ବର୍ତ୍ତମାନ ସୁଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ଏହାର କେନ୍ଦ୍ରସ୍ଥଳି ଗ୍ବାଲିୟର ଠାରୁ ୨୮ କିଲୋମିଟର ଦକ୍ଷିଣ-ପୂର୍ବରେ ରହିଛି । ସେହିପରି ଭୂ-ପୃଷ୍ଠ ଠାରୁ ୧୦ କିଲୋମିଟର ଗଭୀରତାରେ ରହିଛି ।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର