ଚନ୍ଦ୍ରଯାନ-୩ର କାୟୋଜେନିକ୍ ଇଞ୍ଜିନର ସଫଳ ପରୀକ୍ଷଣ କଲା ଇସ୍ରୋ

The Sakala Picture
Published On

ନୂଆଦିଲ୍ଲୀ: ଇସ୍ରୋକୁ ମିଳିଛି ବଡ଼ ସଫଳତା। ଚନ୍ଦ୍ରଯାନ-୩ ପାଇଁ ପ୍ରକ୍ଷେପଣ ଯାନର ସିଇ-୨୦ କ୍ରାୟୋଜେନିକ୍ ଇଞ୍ଜିନ୍‌ର ସଫଳତାପୂର୍ବକ ପରୀକ୍ଷଣ କରାଯାଇଛି। ଚନ୍ଦ୍ରଯାନ-୩ ଭାରତର ତୃତୀୟ ଚନ୍ଦ୍ର ଅଭିଯାନ। ଏହାର ଉଦ୍ଦେଶ୍ୟ ଚନ୍ଦ୍ର ପୃଷ୍ଠରେ ସୁରକ୍ଷିତ ଭାବରେ ଲ୍ୟାଣ୍ଡିଂ ଏବଂ ରୋଭର ଦ୍ବାରା ନମୁନା ସଂଗ୍ରହ କରିବା। ଚଳିତ ବର୍ଷ ଜୁନ୍‌ ମାସରେ ଏହାକୁ ମହାକାଶକୁ ପଠାଇବା ନେଇ ଯୋଜନା ରହିଛି। ସୂଚନା ଅନୁଯାୟୀ.  ଚନ୍ଦ୍ରଯାନ-୩ କୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧବନ ଅନ୍ତରୀକ୍ଷ କେନ୍ଦ୍ରରୁ ଲଞ୍ଚ […]

ନୂଆଦିଲ୍ଲୀ: ଇସ୍ରୋକୁ ମିଳିଛି ବଡ଼ ସଫଳତା। ଚନ୍ଦ୍ରଯାନ-୩ ପାଇଁ ପ୍ରକ୍ଷେପଣ ଯାନର ସିଇ-୨୦ କ୍ରାୟୋଜେନିକ୍ ଇଞ୍ଜିନ୍‌ର ସଫଳତାପୂର୍ବକ ପରୀକ୍ଷଣ କରାଯାଇଛି। ଚନ୍ଦ୍ରଯାନ-୩ ଭାରତର ତୃତୀୟ ଚନ୍ଦ୍ର ଅଭିଯାନ। ଏହାର ଉଦ୍ଦେଶ୍ୟ ଚନ୍ଦ୍ର ପୃଷ୍ଠରେ ସୁରକ୍ଷିତ ଭାବରେ ଲ୍ୟାଣ୍ଡିଂ ଏବଂ ରୋଭର ଦ୍ବାରା ନମୁନା ସଂଗ୍ରହ କରିବା। ଚଳିତ ବର୍ଷ ଜୁନ୍‌ ମାସରେ ଏହାକୁ ମହାକାଶକୁ ପଠାଇବା ନେଇ ଯୋଜନା ରହିଛି।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ସୂଚନା ଅନୁଯାୟୀ.  ଚନ୍ଦ୍ରଯାନ-୩ କୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧବନ ଅନ୍ତରୀକ୍ଷ କେନ୍ଦ୍ରରୁ ଲଞ୍ଚ ଯାନ ମାର୍କ-୩ ଦ୍ବାରା ଚନ୍ଦ୍ରକୁ ପଠାଯିବ। ତେବେ ଏହି କ୍ରାୟୋଜେନିକ୍ ଇଞ୍ଜିନ୍‌ ପରୀକ୍ଷଣକୁ ନେଇ ଇସ୍ରୋ ଅଧିକାରୀ କହିଛନ୍ତି ଯେ, ୨୪ ଫେବୃଆରୀରେ ତାମିଲନାଡୁର ମହେନ୍ଦ୍ରଗିରିରେ ଇସ୍ରୋ ପ୍ରୋପଲ୍ସନ କମ୍ପେ୍ଲକ୍ସର ହାଇ ଆଲଟିଟ୍ୟୁଡ୍ ଟେଷ୍ଟ ଫେସିଲିଟିରେ ୨୫ ସେକେଣ୍ଡର ନିର୍ଦ୍ଧାରିତ ସମୟ ପାଇଁ ପରୀକ୍ଷଣ କରାଯାଇଥିଲା। ଯାହାର ପରୀକ୍ଷଣ ସଫଳ ହୋଇଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର