ଏଣିକି ଏଟିଏମରୁ ବାହାରିବ କଏନ, ପାଇଲଟ ପ୍ରୋଜେକ୍ଟରେ ଯୋଡି ହେବ ୧୨ ସହର
ନୂଆଦିଲ୍ଲୀ: ଏଣିକି ଏଟିଏମରୁ କଏନ ବାହାରିବ। ଏ ନେଇ ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ଦେଶର ୧୨ଟି ସହରରେ କ୍ୟୁଆର କୋଡ୍ ଆଧାରିତ ମୁଦ୍ରା ଭେଣ୍ଡିଂ ମେସିନ୍ ଆରମ୍ଭ କରାଯିବ। ତେବେ ଦେଶର ଏହି ୧୨ଟି ସହର କେଉଁଗୁଡିକ ହେବ ତାହା ବର୍ତ୍ତମାନ ଯାଏ ସ୍ଥିକ କରାଯାଇ ନାହିଁ। ଏହି ଭେଣ୍ଡିଂ ମେସିନ୍ଗୁଡ଼ିକରେ ୟୁପିଆଇ ଦ୍ୱାରା ଗ୍ରାହକମାନେ କଏନ ବାହାର କରିପାରିବେ। ପାଇଲଟ ପ୍ରୋଜେକ୍ଟରୁ ମିଳିଥିବା ସୂଚନାକୁ ଆଧାର କରି ଏହି ମେସିନ […]
ନୂଆଦିଲ୍ଲୀ: ଏଣିକି ଏଟିଏମରୁ କଏନ ବାହାରିବ। ଏ ନେଇ ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ଦେଶର ୧୨ଟି ସହରରେ କ୍ୟୁଆର କୋଡ୍ ଆଧାରିତ ମୁଦ୍ରା ଭେଣ୍ଡିଂ ମେସିନ୍ ଆରମ୍ଭ କରାଯିବ। ତେବେ ଦେଶର ଏହି ୧୨ଟି ସହର କେଉଁଗୁଡିକ ହେବ ତାହା ବର୍ତ୍ତମାନ ଯାଏ ସ୍ଥିକ କରାଯାଇ ନାହିଁ। ଏହି ଭେଣ୍ଡିଂ ମେସିନ୍ଗୁଡ଼ିକରେ ୟୁପିଆଇ ଦ୍ୱାରା ଗ୍ରାହକମାନେ କଏନ ବାହାର କରିପାରିବେ। ପାଇଲଟ ପ୍ରୋଜେକ୍ଟରୁ ମିଳିଥିବା ସୂଚନାକୁ ଆଧାର କରି ଏହି ମେସିନ ବ୍ୟବହାର କରି ମୁଦ୍ରା ବଣ୍ଟନକୁ ପ୍ରୋତ୍ସାହନ ଦେବା ପାଇଁ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶନାମା ଦିଆଯିବ ବୋଲି ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର୍ କହିଛନ୍ତି।