ଦେଶ ପାଇଁ ଟିକାକୁ ନେଇ ଆମେରିକାକୁ ସାହାଯ୍ୟ ମାଗିଲେ ପ୍ରିୟଙ୍କା

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ କରୋନାର ସଙ୍ଗୀନ ସ୍ଥିତିକୁ ଦେଖି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓରଫ୍‌ ପିସି ଟିକା ପାଇଁ ଆମେରିକା ରାଷ୍ଟ୍ରପତି ଜୋ. ବାଇଡେନ୍‌ଙ୍କୁ ସାହାଯ୍ୟ ମାଗିଛନ୍ତି। ଏ କଥା ସେ ଖୋଦ୍ ଟ୍ବିଟ୍ କରି କହିଛନ୍ତି। ତାଙ୍କର ଏବେ ସେହି ଟ୍ବିଟ୍‌ ବେଶ୍ ଚର୍ଚ୍ଚା ସାଉଁଟୁଛି। ସେ ଟ୍ବିଟ୍ କରି ଲେଖିଛନ୍ତି, ‘‘ଭାରତ ଏବେ କୋଭିଡ୍ ସହ ଲଢ଼ୁଛି। ଆଉ ଆମେରିକା ଆବଶ୍ୟକତାଠାରୁ ଅଧିକ ୫୫ କୋଟିରୁ ଟିକା ଅର୍ଡର କରିଛି।’ ପ୍ରିୟଙ୍କା ଚୋପ୍ରା ରାଷ୍ଟ୍ରପତି ବିଡେନ, […]

ନୂଆଦିଲ୍ଲୀ: ଦେଶରେ କରୋନାର ସଙ୍ଗୀନ ସ୍ଥିତିକୁ ଦେଖି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓରଫ୍‌ ପିସି ଟିକା ପାଇଁ ଆମେରିକା ରାଷ୍ଟ୍ରପତି ଜୋ. ବାଇଡେନ୍‌ଙ୍କୁ ସାହାଯ୍ୟ ମାଗିଛନ୍ତି। ଏ କଥା ସେ ଖୋଦ୍ ଟ୍ବିଟ୍ କରି କହିଛନ୍ତି। ତାଙ୍କର ଏବେ ସେହି ଟ୍ବିଟ୍‌ ବେଶ୍ ଚର୍ଚ୍ଚା ସାଉଁଟୁଛି।

ଆହୁରି ପଢ଼ନ୍ତୁ: ସରି ବାପା-ମା', ଆଉ ଥରେ ନିଟ୍ (NEET) ଦେବାକୁ ସାହସ ନାହିଁ: ପେପର ଲିକ୍ ବିବାଦ ମଧ୍ୟରେ ଛାତ୍ରୀଙ୍କ ଆତ୍ମହତ୍ୟା

ସେ ଟ୍ବିଟ୍ କରି ଲେଖିଛନ୍ତି, ‘‘ଭାରତ ଏବେ କୋଭିଡ୍ ସହ ଲଢ଼ୁଛି। ଆଉ ଆମେରିକା ଆବଶ୍ୟକତାଠାରୁ ଅଧିକ ୫୫ କୋଟିରୁ ଟିକା ଅର୍ଡର କରିଛି।’
ପ୍ରିୟଙ୍କା ଚୋପ୍ରା ରାଷ୍ଟ୍ରପତି ବିଡେନ, ସଚିବ ବ୍ଲିଙ୍କେନ ଓ ଜ୍ୟାକ୍‌ ସୁଲଭିନ୍‌ଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, ‘ଆଷ୍ଟ୍ରାଜେଜେନେକା ଭ୍ୟାକସିନ୍ ପୂରା ଦୁନିଆକୁ ଯୋଗାଇଥିବାରୁ ଧନ୍ୟବାଦ। ମୋ ଦେଶର ଅବସ୍ଥା ଏବେ ଶୋଚନୀୟ। କ’ଣ ଭାରତକୁ ଏବେ ତୁରନ୍ତ ସାହାଯ୍ୟ କରିପାରିବେ?’

ତେବେ ପ୍ରିୟଙ୍କାଙ୍କର ଏହି ଟ୍ବିଟ୍‌କୁ କମେଣ୍ଟ କରି ଭାକସିନ୍ ଦରକାର ନାହିଁ ବରଂ, ଟିକା ଲାଗି କଞ୍ଚାମାଲର ଆବଶ୍ୟକତା ଥିବା ଅଧିକାଂଶ କମେଣ୍ଟ୍ କରୁଛନ୍ତି। ଆମେ ଟିକା ନିଜେ ତିଆରି କରି ନେବୁ’।

ଏହା ପୂର୍ବରୁ ସେ ଦେଶର କରୋନା ସ୍ଥିତିକୁ ନେଇ ଏକ ପୋଷ୍ଟ କରିଥିଲେ। ସେଥିରେ ସେ ଲେଖଥିଲେ, ‘ଭାରତର ଏବେ ଯେଉଁ ଦୃଶ୍ୟ ଦେଖିବାକୁ ମିଳୁଛି ତାହା ଅତି ଭୟାନକ। ଏହା ବାଦ୍ ଦେଶର ବିଭିନ୍ନ କୋଣରୁ ମଧ୍ୟ ଦୁଃଖଦ କାହାଣୀ ଶୁଣିବାକୁ ପଡୁଛି। ତେଣୁ ସମସ୍ତେ ଘରେ ରୁହନ୍ତୁ। ସବୁ କାମ ନିଜେ କରନ୍ତୁ, ନିଜ ପରିବାର, ସାଙ୍ଗ ସାଥୀ, ପଡୋଶୀ ତଥା ସମ୍ମୁଖ ଯୋଦ୍ଧାଙ୍କ ବିଶେଷ ଧ୍ୟାନ ରଖନ୍ତୁ।’

27 Apr 2021 By The Sakala

ଦେଶ ପାଇଁ ଟିକାକୁ ନେଇ ଆମେରିକାକୁ ସାହାଯ୍ୟ ମାଗିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ଦେଶରେ କରୋନାର ସଙ୍ଗୀନ ସ୍ଥିତିକୁ ଦେଖି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓରଫ୍‌ ପିସି ଟିକା ପାଇଁ ଆମେରିକା ରାଷ୍ଟ୍ରପତି ଜୋ. ବାଇଡେନ୍‌ଙ୍କୁ ସାହାଯ୍ୟ ମାଗିଛନ୍ତି। ଏ କଥା ସେ ଖୋଦ୍ ଟ୍ବିଟ୍ କରି କହିଛନ୍ତି। ତାଙ୍କର ଏବେ ସେହି ଟ୍ବିଟ୍‌ ବେଶ୍ ଚର୍ଚ୍ଚା ସାଉଁଟୁଛି।

ସେ ଟ୍ବିଟ୍ କରି ଲେଖିଛନ୍ତି, ‘‘ଭାରତ ଏବେ କୋଭିଡ୍ ସହ ଲଢ଼ୁଛି। ଆଉ ଆମେରିକା ଆବଶ୍ୟକତାଠାରୁ ଅଧିକ ୫୫ କୋଟିରୁ ଟିକା ଅର୍ଡର କରିଛି।’
ପ୍ରିୟଙ୍କା ଚୋପ୍ରା ରାଷ୍ଟ୍ରପତି ବିଡେନ, ସଚିବ ବ୍ଲିଙ୍କେନ ଓ ଜ୍ୟାକ୍‌ ସୁଲଭିନ୍‌ଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, ‘ଆଷ୍ଟ୍ରାଜେଜେନେକା ଭ୍ୟାକସିନ୍ ପୂରା ଦୁନିଆକୁ ଯୋଗାଇଥିବାରୁ ଧନ୍ୟବାଦ। ମୋ ଦେଶର ଅବସ୍ଥା ଏବେ ଶୋଚନୀୟ। କ’ଣ ଭାରତକୁ ଏବେ ତୁରନ୍ତ ସାହାଯ୍ୟ କରିପାରିବେ?’

ତେବେ ପ୍ରିୟଙ୍କାଙ୍କର ଏହି ଟ୍ବିଟ୍‌କୁ କମେଣ୍ଟ କରି ଭାକସିନ୍ ଦରକାର ନାହିଁ ବରଂ, ଟିକା ଲାଗି କଞ୍ଚାମାଲର ଆବଶ୍ୟକତା ଥିବା ଅଧିକାଂଶ କମେଣ୍ଟ୍ କରୁଛନ୍ତି। ଆମେ ଟିକା ନିଜେ ତିଆରି କରି ନେବୁ’।

ଏହା ପୂର୍ବରୁ ସେ ଦେଶର କରୋନା ସ୍ଥିତିକୁ ନେଇ ଏକ ପୋଷ୍ଟ କରିଥିଲେ। ସେଥିରେ ସେ ଲେଖଥିଲେ, ‘ଭାରତର ଏବେ ଯେଉଁ ଦୃଶ୍ୟ ଦେଖିବାକୁ ମିଳୁଛି ତାହା ଅତି ଭୟାନକ। ଏହା ବାଦ୍ ଦେଶର ବିଭିନ୍ନ କୋଣରୁ ମଧ୍ୟ ଦୁଃଖଦ କାହାଣୀ ଶୁଣିବାକୁ ପଡୁଛି। ତେଣୁ ସମସ୍ତେ ଘରେ ରୁହନ୍ତୁ। ସବୁ କାମ ନିଜେ କରନ୍ତୁ, ନିଜ ପରିବାର, ସାଙ୍ଗ ସାଥୀ, ପଡୋଶୀ ତଥା ସମ୍ମୁଖ ଯୋଦ୍ଧାଙ୍କ ବିଶେଷ ଧ୍ୟାନ ରଖନ୍ତୁ।’

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର