ଗାଁ ଗୁଡ଼ିକରେ କରୋନା ବ୍ୟାପିବାକୁ ରୋକିବା ନେଇ ଯତ୍ନବାନ ହେବା -ପ୍ରଧାନମନ୍ତ୍ରୀ

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗାଁ ଗୁଡ଼ିକରେ କରୋନା ବ୍ୟାପିବାରୁ ରୋକିବାକୁ ନେଇ ସମସ୍ତେ ଯତ୍ନବାନ ହେବାକୁ ଆହ୍ୱାନ ଦେଇଛନ୍ତି । ସେ ଆହୁରୀ କହିଛନ୍ତି ଯେ, ଗତ ବର୍ଷ ଆମେ ଯେତେବେଳେ ପଞ୍ଚାୟତିରାଜ ଦିବସ କଥା ହେଉଥିଲେ ପୂରା ଦେଶ କରୋନା ସହ ଲଢ଼ୁଥିଲା । ବର୍ତ୍ତମାନ ମଧ୍ୟ ଆମେ କରୋନା ବିରୋଧରେ ଲଢ଼ୁଛେ ଏବଂ ଏବେ ଗାଁକୁ କରୋନା ପହଞ୍ଚି ପୂର୍ବରୁ […]

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗାଁ ଗୁଡ଼ିକରେ କରୋନା ବ୍ୟାପିବାରୁ ରୋକିବାକୁ ନେଇ ସମସ୍ତେ ଯତ୍ନବାନ ହେବାକୁ ଆହ୍ୱାନ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ସେ ଆହୁରୀ କହିଛନ୍ତି ଯେ, ଗତ ବର୍ଷ ଆମେ ଯେତେବେଳେ ପଞ୍ଚାୟତିରାଜ ଦିବସ କଥା ହେଉଥିଲେ ପୂରା ଦେଶ କରୋନା ସହ ଲଢ଼ୁଥିଲା । ବର୍ତ୍ତମାନ ମଧ୍ୟ ଆମେ କରୋନା ବିରୋଧରେ ଲଢ଼ୁଛେ ଏବଂ ଏବେ ଗାଁକୁ କରୋନା ପହଞ୍ଚି ପୂର୍ବରୁ ରୋକିବା ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଏଣୁ ଆମକୁ ସମସ୍ତ ଗାଇଡଲାଇନକୁ ମାନିବାକୁ ପଡ଼ିବ। ପୂରା ଗାଁ ଯେଭଳି ଏହି ଗାଇଡଲାଇନ୍‌ର ପାଳନ କରିବା ଏ ନେଇ ଯତ୍ନବାନ ହେବା ଜରୁରୀ । ଏଥର ଆମ ପାଖରେ ଭ୍ୟାକ୍ସିନ୍ ରହିଛି । ଏଣୁ ଆମକୁ ସୁନିଶ୍ଚିତ କରିବାକୁ ପଡ଼ିବ ଯେଭଳି ଗାଁର ସମସ୍ତ ଲୋକେ କରୋନା ଟିକା ନେବେ ।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ଗତକାଲି ହିଁ ଭାରତ ସରକାର ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ଅନୁଯାୟୀ, ମାଗଣା ରାସନ୍ ବଣ୍ଟନ ଯୋଜନାର ଶୁଭାରମ୍ଭ କରାଯାଇଛି । ମଇ ଏବଂ ଜୁନ୍ ମାସ ପାଇଁ ଦେଶର ଗରିବ ଲୋକଙ୍କୁ ମାଗଣା ରାସନ ଯୋଗାଇ ଦିଆଯିବ ।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର