୧୦ ବର୍ଷରୁ ଅଧିକ ପୁରୁଣା ଆଧାରକାର୍ଡର ଅପଡେଟ୍‌ ପାଇଁ ପରାମର୍ଶ

The Sakala Picture
Published On

ନୂଆଦିଲ୍ଲୀ: ୧୦ ବର୍ଷରୁ ଅଧିକ ପୁରୁଣା ଆଧାରକାର୍ଡର ଅପଡେଟ୍‌ କରିବା ଲାଗି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଜାରି କରି କୁହାଯାଇଛି। ଜଣଙ୍କର ଡାଟାବେସ୍‌ରେ ଦିଆଯାଇଥିବା ସୂଚନାର ସଠିକତା ଏବଂ ସର୍ବଶେଷ ତଥ୍ୟ ଉଲ୍ଲେଖ କରିବା ଉଦ୍ଦେଶ୍ୟରେ ଏହାକୁ ଅପଡେଟ୍‌ କରାଯିବା ଦରକାର ବୋଲି ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ପରାମର୍ଶ ଦେଇଛନ୍ତି। ଅନଲାଇନରେ ‘ମାଇଁ ଆଧାର ପୋର୍ଟାଲ’ରେ ଆବଶ୍ୟକ ଦସ୍ତାବିଜ୍‌ (ପରିଚୟ ପ୍ରମାଣପତ୍ର ଏବଂ ଠିକଣା ପ୍ରମାଣପତ୍ର) ଅ‌ପଲୋଡ କରି […]

ନୂଆଦିଲ୍ଲୀ: ୧୦ ବର୍ଷରୁ ଅଧିକ ପୁରୁଣା ଆଧାରକାର୍ଡର ଅପଡେଟ୍‌ କରିବା ଲାଗି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଜାରି କରି କୁହାଯାଇଛି। ଜଣଙ୍କର ଡାଟାବେସ୍‌ରେ ଦିଆଯାଇଥିବା ସୂଚନାର ସଠିକତା ଏବଂ ସର୍ବଶେଷ ତଥ୍ୟ ଉଲ୍ଲେଖ କରିବା ଉଦ୍ଦେଶ୍ୟରେ ଏହାକୁ ଅପଡେଟ୍‌ କରାଯିବା ଦରକାର ବୋଲି ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ପରାମର୍ଶ ଦେଇଛନ୍ତି। ଅନଲାଇନରେ ‘ମାଇଁ ଆଧାର ପୋର୍ଟାଲ’ରେ ଆବଶ୍ୟକ ଦସ୍ତାବିଜ୍‌ (ପରିଚୟ ପ୍ରମାଣପତ୍ର ଏବଂ ଠିକଣା ପ୍ରମାଣପତ୍ର) ଅ‌ପଲୋଡ କରି କିମ୍ବା ନିକଟସ୍ଥ ଆଧାର କେନ୍ଦ୍ରକୁ ଯାଇ ଲୋକମାନେ ଏହି କାର୍ଯ୍ୟ କରିପାରିବେ।

ଆହୁରି ପଢ଼ନ୍ତୁ: କୁକୁର ପରିସ୍ରା କରିବାକୁ ନେଇ ତୁମୁଳକାଣ୍ଡ; ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ବରିଷ୍ଠ ନାଗରିକ

27 Dec 2022 By The Sakala

୧୦ ବର୍ଷରୁ ଅଧିକ ପୁରୁଣା ଆଧାରକାର୍ଡର ଅପଡେଟ୍‌ ପାଇଁ ପରାମର୍ଶ

ନୂଆଦିଲ୍ଲୀ: ୧୦ ବର୍ଷରୁ ଅଧିକ ପୁରୁଣା ଆଧାରକାର୍ଡର ଅପଡେଟ୍‌ କରିବା ଲାଗି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଜାରି କରି କୁହାଯାଇଛି। ଜଣଙ୍କର ଡାଟାବେସ୍‌ରେ ଦିଆଯାଇଥିବା ସୂଚନାର ସଠିକତା ଏବଂ ସର୍ବଶେଷ ତଥ୍ୟ ଉଲ୍ଲେଖ କରିବା ଉଦ୍ଦେଶ୍ୟରେ ଏହାକୁ ଅପଡେଟ୍‌ କରାଯିବା ଦରକାର ବୋଲି ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ପରାମର୍ଶ ଦେଇଛନ୍ତି। ଅନଲାଇନରେ ‘ମାଇଁ ଆଧାର ପୋର୍ଟାଲ’ରେ ଆବଶ୍ୟକ ଦସ୍ତାବିଜ୍‌ (ପରିଚୟ ପ୍ରମାଣପତ୍ର ଏବଂ ଠିକଣା ପ୍ରମାଣପତ୍ର) ଅ‌ପଲୋଡ କରି କିମ୍ବା ନିକଟସ୍ଥ ଆଧାର କେନ୍ଦ୍ରକୁ ଯାଇ ଲୋକମାନେ ଏହି କାର୍ଯ୍ୟ କରିପାରିବେ।

https://www.thesakala.in/national-international/updating-aadhaar-which-is-more-than-10-years-old/article-17674
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର