ପୁଣି ଡରାଇଲାଣି କରୋନା: ମାସ୍କ ବ୍ୟବହାର କରିବାକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ୍
ନୂଆଦିଲ୍ଲୀ: ପୁଣି ଡରାଇବା ଆରମ୍ଭ କରିଛି କରୋନା। ବିଭିନ୍ନ ଦେଶରେ କରୋନା ବିସ୍ଫୋରଣ ପରେ ଭାରତ ସରକାର ସତର୍କ ହୋଇଛନ୍ତି । ଯେମିତି ସଂକ୍ରମଣ ଦ୍ରୁତ ଗତିରେ ମାଡିନଯିବ ସେନେଇ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚସ୍ତରୀୟ ବୈଠକ କରି ଦେଶରେ କରୋନା ସ୍ଥିତି ସମୀକ୍ଷା କରିଛନ୍ତି । ବୈଠକରେ ଗୃହମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀ ସାମିଲ ହୋଇଥିଲେ । ସରକାରଙ୍କ ପକ୍ଷରୁ ଲୋକଙ୍କୁ ମାସ୍କ ପିନ୍ଧିବା, କରୋନା ଟିକା ନେବାକୁ […]
ନୂଆଦିଲ୍ଲୀ: ପୁଣି ଡରାଇବା ଆରମ୍ଭ କରିଛି କରୋନା। ବିଭିନ୍ନ ଦେଶରେ କରୋନା ବିସ୍ଫୋରଣ ପରେ ଭାରତ ସରକାର ସତର୍କ ହୋଇଛନ୍ତି । ଯେମିତି ସଂକ୍ରମଣ ଦ୍ରୁତ ଗତିରେ ମାଡିନଯିବ ସେନେଇ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚସ୍ତରୀୟ ବୈଠକ କରି ଦେଶରେ କରୋନା ସ୍ଥିତି ସମୀକ୍ଷା କରିଛନ୍ତି । ବୈଠକରେ ଗୃହମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀ ସାମିଲ ହୋଇଥିଲେ । ସରକାରଙ୍କ ପକ୍ଷରୁ ଲୋକଙ୍କୁ ମାସ୍କ ପିନ୍ଧିବା, କରୋନା ଟିକା ନେବାକୁ ଅପିଲ କରାଯାଇଛି। ଟେଷ୍ଟିଙ୍ଗ ବଢାଇବାକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି। ଆଗକୁ କେନ୍ଦ୍ର ସରକାର ନୂଆ ଗାଇଡଲାଇନ ମଧ୍ୟ ଜାରି କରିପାରନ୍ତି ବୋଲି ଜଣାପଡିଛି। ସେପଟେ ସଂସଦରେ ବିବୃତି ଦେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଦେଶରେ ସ୍ଥିତି ନିୟନ୍ତ୍ରଣରେ ରହିଛି ।