ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଦିଲ୍ଲୀ ଶ୍ରଦ୍ଧା ଓ୍ବାକର ମର୍ଡର ମାମଲାରେ ଆସିଲା ଡିଏନଏ ରିପୋର୍ଟ; ମେହେରୁଲିର ଜଙ୍ଗଲରୁ ମିଳିଥିବା ହାଡ଼ ଶ୍ରଦ୍ଧାଙ୍କର

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ ଶ୍ରଦ୍ଧା ଓ୍ବାକର ହତ୍ୟା ମାମଲାରେ ପୁଲିସକୁ ବଡ ସଫଳତା । ମେହେରୁଲି ଜଙ୍ଗଲରୁ ମିଳିଥିବା ହାଡ଼ ଶ୍ରଦ୍ଧାଙ୍କର ବୋଲି ଡିଏନଏ ଟେଷ୍ଟରୁ ଏହା ସ୍ପଷ୍ଟ ହୋଇଛି । ଡିଏନଏ ଟେଷ୍ଟ ରିପୋର୍ଟ ଆସିବା ପରେ ଜବତ ହାଡ଼ ଶ୍ରଦ୍ଧାଙ୍କର ବୋଲି ପୋଲିସ କହିଛି । ଜଙ୍ଗଲରୁ ମିଳିଥିବା ହାଡ଼ ଓ ଶ୍ରଦ୍ଧା ବାପାଙ୍କର ନମୁନା ସହ ଡିଏନଏ ମ୍ୟାଚ୍ କରିଛି । ମେହେରୁଲି ଜଙ୍ଗଲରୁ ମିଳିଥିବା ଶ୍ରଦ୍ଧାଙ୍କ ହାଡ଼କୁ CFSLକୁ ଟେଷ୍ଟ ପାଇଁ ପଠାଯାଇଥିଲା […]

ନୂଆଦିଲ୍ଲୀ: ଦିଲ୍ଲୀ ଶ୍ରଦ୍ଧା ଓ୍ବାକର ହତ୍ୟା ମାମଲାରେ ପୁଲିସକୁ ବଡ ସଫଳତା । ମେହେରୁଲି ଜଙ୍ଗଲରୁ ମିଳିଥିବା ହାଡ଼ ଶ୍ରଦ୍ଧାଙ୍କର ବୋଲି ଡିଏନଏ ଟେଷ୍ଟରୁ ଏହା ସ୍ପଷ୍ଟ ହୋଇଛି । ଡିଏନଏ ଟେଷ୍ଟ ରିପୋର୍ଟ ଆସିବା ପରେ ଜବତ ହାଡ଼ ଶ୍ରଦ୍ଧାଙ୍କର ବୋଲି ପୋଲିସ କହିଛି । ଜଙ୍ଗଲରୁ ମିଳିଥିବା ହାଡ଼ ଓ ଶ୍ରଦ୍ଧା ବାପାଙ୍କର ନମୁନା ସହ ଡିଏନଏ ମ୍ୟାଚ୍ କରିଛି । ମେହେରୁଲି ଜଙ୍ଗଲରୁ ମିଳିଥିବା ଶ୍ରଦ୍ଧାଙ୍କ ହାଡ଼କୁ CFSLକୁ ଟେଷ୍ଟ ପାଇଁ ପଠାଯାଇଥିଲା । ଆଜି ଡିଏନଏ ରିପୋର୍ଟ ଦିଲ୍ଲୀ ପୋଲିସର ହସ୍ତଗତ ହୋଇଛି ।

ଆହୁରି ପଢ଼ନ୍ତୁ: ଜରୁରୀକାଳୀନ ଅବତରଣ ବେଳେ ରନୱେରେ ବିସ୍ଫୋରଣ: ଆମେରିକୀୟ ବ୍ୟବସାୟିକ ଜେଟ୍ ଦୁର୍ଘଟଣାରେ ୨ ମୃତ

ଶ୍ରଦ୍ଧା ହତ୍ୟା ଘଟଣାରେ ଦିଲ୍ଲୀ ପୋଲିସ ଅଭିଯୁକ୍ତ ଅଫତାବ ପୁନେୱାଲଙ୍କୁ ଗିରଫ କରି ପଚରାଉଚରା କରିଥିଲା । ଜେରା ବେଳେ ମେହେରୁଲି ଜଙ୍ଗଲରେ ଶ୍ରଦ୍ଧାଙ୍କୁ ହତ୍ୟା ପରେ ୩୫ ଖଣ୍ଡ କରି ଫୋପାଡିଥିବା କଥା ପୋଲିସ ଆଗରେ କହିଥିଲା ଅଫତାବ । ଡିଏନଏ ମେଳ ଖାଇଥିବାରୁ ପିଶାଚ ପ୍ରେମିକ ଅଫତାବକୁ ଦୋଷୀ ପ୍ରମାଣିତ କରିବା ପାଇଁ ପୋଲିସକୁ ବଡ ଅସ୍ତ୍ର ମିଳିଛି । ତାକୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବା ଓ କଡ଼ା ଦଣ୍ଡବିଧାନ କରିବାରେ ଡିଏନଏ ରିପୋର୍ଟ ପୋଲିସ ପାଇଁ ବଡ଼ ପ୍ରମାଣ ହେବ ।

ଆହୁରି ପଢ଼ନ୍ତୁ: ରାମ ମନ୍ଦିର ଦାନ ଅର୍ଥ ଚୋରି ଅଭିଯୋଗ: ନିରପେକ୍ଷ ତଦନ୍ତ ପାଇଁ SIT ଯାଞ୍ଚ ଦାବି କଲା ଟ୍ରଷ୍ଟ

ଉଲ୍ଲେଖଯୋଗ୍ୟ, ଗତ ମେ ୧୮ ତାରିଖରେ ଗର୍ଲଫ୍ରେଣ୍ଡ ଶ୍ରଦ୍ଧା ଓ୍ବାକରକୁ ଦିଲ୍ଲୀର ଭଡ଼ା ଘରେ ହତ୍ୟା କରି ପିସ୍ ପିସ୍ କରି କାଟିଥିଲା ବୟଫ୍ରେଣ୍ଡ ଜହ୍ଲାଦ । ମାସ ମାସ ଧରି କଟା ଶରୀର ଫ୍ରିଜରେ ରଖି ଦିଲ୍ଲୀର ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲା ଅଫତାବ । ଶ୍ରଦ୍ଧାଙ୍କ ବାପାଙ୍କ ଅଭିଯୋଗ ପରେ ପୋଲିସ ତାଙ୍କ ହତ୍ୟା ସମ୍ପର୍କରେ ଜାଣିଥିଲା ।

ଆହୁରି ପଢ଼ନ୍ତୁ: ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍ ହେବେ ଭାରତର ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ

15 Dec 2022 By The Sakala

ଦିଲ୍ଲୀ ଶ୍ରଦ୍ଧା ଓ୍ବାକର ମର୍ଡର ମାମଲାରେ ଆସିଲା ଡିଏନଏ ରିପୋର୍ଟ; ମେହେରୁଲିର ଜଙ୍ଗଲରୁ ମିଳିଥିବା ହାଡ଼ ଶ୍ରଦ୍ଧାଙ୍କର

ନୂଆଦିଲ୍ଲୀ: ଦିଲ୍ଲୀ ଶ୍ରଦ୍ଧା ଓ୍ବାକର ହତ୍ୟା ମାମଲାରେ ପୁଲିସକୁ ବଡ ସଫଳତା । ମେହେରୁଲି ଜଙ୍ଗଲରୁ ମିଳିଥିବା ହାଡ଼ ଶ୍ରଦ୍ଧାଙ୍କର ବୋଲି ଡିଏନଏ ଟେଷ୍ଟରୁ ଏହା ସ୍ପଷ୍ଟ ହୋଇଛି । ଡିଏନଏ ଟେଷ୍ଟ ରିପୋର୍ଟ ଆସିବା ପରେ ଜବତ ହାଡ଼ ଶ୍ରଦ୍ଧାଙ୍କର ବୋଲି ପୋଲିସ କହିଛି । ଜଙ୍ଗଲରୁ ମିଳିଥିବା ହାଡ଼ ଓ ଶ୍ରଦ୍ଧା ବାପାଙ୍କର ନମୁନା ସହ ଡିଏନଏ ମ୍ୟାଚ୍ କରିଛି । ମେହେରୁଲି ଜଙ୍ଗଲରୁ ମିଳିଥିବା ଶ୍ରଦ୍ଧାଙ୍କ ହାଡ଼କୁ CFSLକୁ ଟେଷ୍ଟ ପାଇଁ ପଠାଯାଇଥିଲା । ଆଜି ଡିଏନଏ ରିପୋର୍ଟ ଦିଲ୍ଲୀ ପୋଲିସର ହସ୍ତଗତ ହୋଇଛି ।

ଶ୍ରଦ୍ଧା ହତ୍ୟା ଘଟଣାରେ ଦିଲ୍ଲୀ ପୋଲିସ ଅଭିଯୁକ୍ତ ଅଫତାବ ପୁନେୱାଲଙ୍କୁ ଗିରଫ କରି ପଚରାଉଚରା କରିଥିଲା । ଜେରା ବେଳେ ମେହେରୁଲି ଜଙ୍ଗଲରେ ଶ୍ରଦ୍ଧାଙ୍କୁ ହତ୍ୟା ପରେ ୩୫ ଖଣ୍ଡ କରି ଫୋପାଡିଥିବା କଥା ପୋଲିସ ଆଗରେ କହିଥିଲା ଅଫତାବ । ଡିଏନଏ ମେଳ ଖାଇଥିବାରୁ ପିଶାଚ ପ୍ରେମିକ ଅଫତାବକୁ ଦୋଷୀ ପ୍ରମାଣିତ କରିବା ପାଇଁ ପୋଲିସକୁ ବଡ ଅସ୍ତ୍ର ମିଳିଛି । ତାକୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବା ଓ କଡ଼ା ଦଣ୍ଡବିଧାନ କରିବାରେ ଡିଏନଏ ରିପୋର୍ଟ ପୋଲିସ ପାଇଁ ବଡ଼ ପ୍ରମାଣ ହେବ ।

ଉଲ୍ଲେଖଯୋଗ୍ୟ, ଗତ ମେ ୧୮ ତାରିଖରେ ଗର୍ଲଫ୍ରେଣ୍ଡ ଶ୍ରଦ୍ଧା ଓ୍ବାକରକୁ ଦିଲ୍ଲୀର ଭଡ଼ା ଘରେ ହତ୍ୟା କରି ପିସ୍ ପିସ୍ କରି କାଟିଥିଲା ବୟଫ୍ରେଣ୍ଡ ଜହ୍ଲାଦ । ମାସ ମାସ ଧରି କଟା ଶରୀର ଫ୍ରିଜରେ ରଖି ଦିଲ୍ଲୀର ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲା ଅଫତାବ । ଶ୍ରଦ୍ଧାଙ୍କ ବାପାଙ୍କ ଅଭିଯୋଗ ପରେ ପୋଲିସ ତାଙ୍କ ହତ୍ୟା ସମ୍ପର୍କରେ ଜାଣିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର