ଚେତୁ ନାହାନ୍ତି ଲୋକେ: ଲକଡାଉନ ଘୋଷଣା ହଉ ହଉ ମଦ ଦୋକାନ ଆଗରେ ଭିଡ, ବୋହି ନେଲେ ପେଟି ପେଟି ମଦ
ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଭୟଙ୍କର ହେଉଥିବା ବେଳେ ହସ୍ପିଟାଲରେ ବେଡ ନ ଥିବା ଭଳି ଚିତ୍ର ମଧ୍ଯ ସାମ୍ନାକୁ ଆସୁଛି। ଏପରି ପରିସ୍ଥିତରେ ଲୋକେ କିନ୍ତୁ ସୁଧୁରିବାର ନାଁ ନେଉନାହାନ୍ତି। କିଛି ଅମନିଆଙ୍କ ପାଇଁ କରୋନା ଚେନରେ ବ୍ରେକ ଲାଗିପାରୁ ନହିଁ। ଦିଲ୍ଲୀରେ କରନା ପରିସ୍ଥିତି ଅଣାୟତ୍ତ ହୋଇପଡିଛି। ଏହି ଚେନରେ ବ୍ରେକ ଲଗାଇବା ପାଇଁ ଦିଲ୍ଲୀ ସରକାର ଆଜି ରାତି ୧୦ଟାରୁ ଆସନ୍ତା ସୋମାବାର ସକାଳ ୫ଟା ଯାଏ ଲକଡାଉନ ଘୋଷଣା କରିଛନ୍ତି। ଏହି […]
ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଭୟଙ୍କର ହେଉଥିବା ବେଳେ ହସ୍ପିଟାଲରେ ବେଡ ନ ଥିବା ଭଳି ଚିତ୍ର ମଧ୍ଯ ସାମ୍ନାକୁ ଆସୁଛି। ଏପରି ପରିସ୍ଥିତରେ ଲୋକେ କିନ୍ତୁ ସୁଧୁରିବାର ନାଁ ନେଉନାହାନ୍ତି। କିଛି ଅମନିଆଙ୍କ ପାଇଁ କରୋନା ଚେନରେ ବ୍ରେକ ଲାଗିପାରୁ ନହିଁ। ଦିଲ୍ଲୀରେ କରନା ପରିସ୍ଥିତି ଅଣାୟତ୍ତ ହୋଇପଡିଛି। ଏହି ଚେନରେ ବ୍ରେକ ଲଗାଇବା ପାଇଁ ଦିଲ୍ଲୀ ସରକାର ଆଜି ରାତି ୧୦ଟାରୁ ଆସନ୍ତା ସୋମାବାର ସକାଳ ୫ଟା ଯାଏ ଲକଡାଉନ ଘୋଷଣା କରିଛନ୍ତି। ଏହି ଲକଡାଉନ ଘୋଷଣା କରିବା ମାତ୍ରେ ଦିଲ୍ଲୀର ବଜାରରେ ପ୍ରବଳ ଭିଡ ବଢିଯାଇଛି।
People queue up outside a liquor shop in Gole Market area.
ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!Delhi govt has decided to impose a lockdown in Delhi, from 10 pm tonight to 6 am next Monday (26th April). pic.twitter.com/DdbSfKaiHT
ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି— ANI (@ANI) April 19, 2021
ଦିଲ୍ଲୀ ଗୋଲ୍ ମାର୍କେଟ ଅଞ୍ଚଳରେ ମଦ ଦୋକାନରେ ଲୋକଙ୍କର ନାହିଁ ନ ଥିବା ଭିଡ ବଢିଯାଇଛି। ଏଠାରେ ଲୋକେ ପେଟି ପେଟି ମଦ ବୋତଲ କିଣି ନେଉଥିବା ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ଦରିୟାଗଞ୍ଜ ଓ ଅନ୍ୟ ବହୁ ଅଞ୍ଚଳରେ ଏଭଳି ସ୍ଥିତି ଜାରି ରହିଛି। ମଦ ଦୋକାନରେ ଲଗାତାର ଭିଡ ବଢୁଛି। ଗୋଲ୍ ମାର୍କେଟର ମଦ ଦୋକାନରେ ଏତେ ଭିଡ ଯେ ପୁଲିସକୁ ସମ୍ଭାଳିବା କଷ୍ଟକର ହୋଇପଡିଥିଲା।






