ସାବଧାନ! ଖସୁଛି ଚୀନ ନିର୍ମିତ ରକେଟ; ପୃଥିବୀର ଯେ କୌଣସି ସ୍ଥାନରେ କରିପାରେ କ୍ରାସ

The Sakala Picture
Published On

ନୂଆଦିଲ୍ଲୀ: ଖସୁଛି ଚୀନ ନିର୍ମିତ ରକେଟ । ପୃଥିବୀର ଯେ କୌଣସି ସ୍ଥାନରେ କରିପାରେ କ୍ରାସ । ବାୟୁମଣ୍ଡଳରେ ଏହା ଘୂରିବା ସହ କୌଣସି ମୁହୂର୍ତ୍ତରେ ଏହା ଖସିବା ଆଶଙ୍କା ରହିଛି । ଗତ ୨ ବର୍ଷ ମଧ୍ଯରେ ଚତୁର୍ଥ ଥର ଲାଗି ଏହି ଧରଣର ଘଟଣା ଘଟିବାକୁ ଯାଉଛି । ଏହି ରକେଟ ଏବେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ସୂଚନା ମିଳିଛି । ଏହି ରକେଟ ଖସିପଡ଼ିବା ଘଟଣାରେ ଚୀନକୁ ସମାଲୋଚନା କରିଛନ୍ତି ଆମେରିକା ଓ […]

ନୂଆଦିଲ୍ଲୀ: ଖସୁଛି ଚୀନ ନିର୍ମିତ ରକେଟ । ପୃଥିବୀର ଯେ କୌଣସି ସ୍ଥାନରେ କରିପାରେ କ୍ରାସ । ବାୟୁମଣ୍ଡଳରେ ଏହା ଘୂରିବା ସହ କୌଣସି ମୁହୂର୍ତ୍ତରେ ଏହା ଖସିବା ଆଶଙ୍କା ରହିଛି ।

ଆହୁରି ପଢ଼ନ୍ତୁ: ୟେମେନ୍ ସରକାରୀ ସେନା ଶିବିର ଉପରେ ହୁଥି ବିଦ୍ରୋହୀଙ୍କ ବଡ଼ ଆକ୍ରମଣ, ୧୮ ନିହତ

ଗତ ୨ ବର୍ଷ ମଧ୍ଯରେ ଚତୁର୍ଥ ଥର ଲାଗି ଏହି ଧରଣର ଘଟଣା ଘଟିବାକୁ ଯାଉଛି । ଏହି ରକେଟ ଏବେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ସୂଚନା ମିଳିଛି । ଏହି ରକେଟ ଖସିପଡ଼ିବା ଘଟଣାରେ ଚୀନକୁ ସମାଲୋଚନା କରିଛନ୍ତି ଆମେରିକା ଓ ୟୁରୋପ ।

ଆହୁରି ପଢ଼ନ୍ତୁ: ପାକିସ୍ତାନରେ କ୍ଷମତା ଯୁଦ୍ଧ: ଇମ୍ରାନ ବନାମ ସରକାରଙ୍କ ଲଢ଼େଇରେ ଭୁସୁଡ଼ୁଛି ଦେଶର ଅର୍ଥନୀତି

ରକେଟ ଖସିପଡିବା ଘଟଣା ପ୍ରତି ୧୦ ହଜାରରେ ଗୋଟିଏ ହୋଇଥିବାବେଳେ ଚୀନ କ୍ଷେତ୍ରରେ ଏହା କାହିଁକି ଘଟୁଛି ବୋଲି ଦୁଇ ରାଷ୍ଟ୍ର ପ୍ରଶ୍ନ କରିଛନ୍ତି । ଲଙ୍ଗ ମାର୍ଚ୍ଚ ୫-ବି ରକେଟକୁ ଗତ ଅକ୍ବୋବର ୩୧ ତାରିଖରେ ଲଞ୍ଚ କରାଯାଇଥିଲା । ଚୀନର ସ୍ପେସ୍ ଷ୍ଟେସନ ତିଆଙ୍ଗଗଙ୍ଗରେ ଏହା ରହିବାର ଥିଲା । ମାତ୍ର ଲଞ୍ଚ ହେବା ପରେ ପରେ ଏହା କକ୍ଷଚ୍ୟୁତ ହୋଇଥିଲା ।

ଆହୁରି ପଢ଼ନ୍ତୁ: ଆଇଟିବିପି ମୁଖ୍ୟଙ୍କ ଅରୁଣାଚଳ ସୀମା ବୟାନ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କଲେ ଅଭିଜିତ ଡିପକେ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର