ଭାରତ ଫେରିବ ପଳାତକ ନିରବ ମୋଦି !

The Sakala Picture
Published On

ନୂଆଦିଲ୍ଲୀ: ନିରବ ମୋଦି ଭାରତ ଫେରିବା ସମ୍ଭାବନା ବଢ଼ିଛି। ନିରବଙ୍କ ଭାରତ ପ୍ରତ୍ୟର୍ପଣକୁ  ବ୍ରିଟେନ ସରକାର ମଂଜୁରୀ ଦେଇଥିବା ଜଣାପଡ଼ିଛି। ବ୍ରିଟେନ ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ମଂଜୁରୀ ମିଳିଛି । ମଂଜୁରୀ ମିଳିବା ନେଇ ସିବିଆଇ ସୂତ୍ରରୁ ସୂଚନା। ସୂଚନାଯୋଗ୍ୟ, ଭାରତରେ ନିରବ ମୋଦି  ଋଣ ଜାଲିଆତି ମାମଲାରେ ଭାରତରୁ ଫେରାର ହୋଇଯାଇଥିଲା । ଏହା ପରେ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ନିରବ ମୋଦିକୁ ଫେରାଇ ଆଣିବାକୁ ଅନେକ ସମୟରେ ପ୍ରକ୍ରିୟା ଜାରି […]

ନୂଆଦିଲ୍ଲୀ: ନିରବ ମୋଦି ଭାରତ ଫେରିବା ସମ୍ଭାବନା ବଢ଼ିଛି। ନିରବଙ୍କ ଭାରତ ପ୍ରତ୍ୟର୍ପଣକୁ  ବ୍ରିଟେନ ସରକାର ମଂଜୁରୀ ଦେଇଥିବା ଜଣାପଡ଼ିଛି। ବ୍ରିଟେନ ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ମଂଜୁରୀ ମିଳିଛି । ମଂଜୁରୀ ମିଳିବା ନେଇ ସିବିଆଇ ସୂତ୍ରରୁ ସୂଚନା।

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆରେ ବଢ଼ିଲା ଉତ୍ତେଜନା: ଇରାନ ଉପରେ ଇସ୍ରାଏଲର ପାଲଟା ମିସାଇଲ ମାଡ଼, ତେହେରାନରେ ଥରିଲା ଛାତି

ସୂଚନାଯୋଗ୍ୟ, ଭାରତରେ ନିରବ ମୋଦି  ଋଣ ଜାଲିଆତି ମାମଲାରେ ଭାରତରୁ ଫେରାର ହୋଇଯାଇଥିଲା । ଏହା ପରେ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ନିରବ ମୋଦିକୁ ଫେରାଇ ଆଣିବାକୁ ଅନେକ ସମୟରେ ପ୍ରକ୍ରିୟା ଜାରି ରହିଥିଲା। ତେବେ ବର୍ତ୍ତମାନ ନିରବ ମୋଦିକୁ ଭାରତ ଆଣିବାକୁ ଅନୁମତି ଦେଇଛନ୍ତି ବ୍ରିଟେନ୍‌ ଗୃହ ମନ୍ତ୍ରାଳୟ। ସିବିଆଇ କହିବା ମୁତାବକ, ବ୍ରିଟେନ୍‌ ଗୃହମନ୍ତ୍ରୀ, ନିରବ ମୋଦିର ଭାରତ ପ୍ରତ୍ୟର୍ପଣକୁ ଅନୁମତି ଦେଇଛନ୍ତି। ପଞ୍ଜାବ ନେସନାଲ ବ୍ୟାଙ୍କରେ ପ୍ରାୟ ୧୨ ହଜାର କୋଟି ଟଙ୍କାର ଠକେଇ କରି ଲଣ୍ଡନ ପଳାଇଯାଇଥିଲା ନିରବ ମୋଦି।

ଆହୁରି ପଢ଼ନ୍ତୁ: ଇରାନ ବିରୋଧରେ ଯୁଦ୍ଧ ମଇଦାନକୁ ଓହ୍ଲାଇଲା ଇସ୍ରାଏଲର ନୌସେନା, ଭୂମଧ୍ୟସାଗରରୁ ମାଡ଼ ହେଉଛି ମିସାଇଲ

16 Apr 2021 By The Sakala

ଭାରତ ଫେରିବ ପଳାତକ ନିରବ ମୋଦି !

ନୂଆଦିଲ୍ଲୀ: ନିରବ ମୋଦି ଭାରତ ଫେରିବା ସମ୍ଭାବନା ବଢ଼ିଛି। ନିରବଙ୍କ ଭାରତ ପ୍ରତ୍ୟର୍ପଣକୁ  ବ୍ରିଟେନ ସରକାର ମଂଜୁରୀ ଦେଇଥିବା ଜଣାପଡ଼ିଛି। ବ୍ରିଟେନ ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ମଂଜୁରୀ ମିଳିଛି । ମଂଜୁରୀ ମିଳିବା ନେଇ ସିବିଆଇ ସୂତ୍ରରୁ ସୂଚନା।

ସୂଚନାଯୋଗ୍ୟ, ଭାରତରେ ନିରବ ମୋଦି  ଋଣ ଜାଲିଆତି ମାମଲାରେ ଭାରତରୁ ଫେରାର ହୋଇଯାଇଥିଲା । ଏହା ପରେ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ନିରବ ମୋଦିକୁ ଫେରାଇ ଆଣିବାକୁ ଅନେକ ସମୟରେ ପ୍ରକ୍ରିୟା ଜାରି ରହିଥିଲା। ତେବେ ବର୍ତ୍ତମାନ ନିରବ ମୋଦିକୁ ଭାରତ ଆଣିବାକୁ ଅନୁମତି ଦେଇଛନ୍ତି ବ୍ରିଟେନ୍‌ ଗୃହ ମନ୍ତ୍ରାଳୟ। ସିବିଆଇ କହିବା ମୁତାବକ, ବ୍ରିଟେନ୍‌ ଗୃହମନ୍ତ୍ରୀ, ନିରବ ମୋଦିର ଭାରତ ପ୍ରତ୍ୟର୍ପଣକୁ ଅନୁମତି ଦେଇଛନ୍ତି। ପଞ୍ଜାବ ନେସନାଲ ବ୍ୟାଙ୍କରେ ପ୍ରାୟ ୧୨ ହଜାର କୋଟି ଟଙ୍କାର ଠକେଇ କରି ଲଣ୍ଡନ ପଳାଇଯାଇଥିଲା ନିରବ ମୋଦି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର