ମେଡିସିନରେ ସ୍ୱିଡେନ୍‌ର ସାନ୍ତେ ପାବୋଙ୍କୁ ନୋବେଲ୍‌ ପୁରସ୍କାର

The Sakala Picture
Published On

ନୂଆଦିଲ୍ଲୀ: ଚଳିତ ବର୍ଷ ମେଡିସିନ୍‌ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । ସ୍ୱିଡେନ୍‌ର ସାନ୍ତେ ପାବୋଙ୍କୁ ପିଜିଓଲଜି ତଥା ମେଡିସିନ୍‌ରେ ନୋବଲ୍‌ ପୁରସ୍କାର ପ୍ରଦାନ କରାଯିବ। ମାନବ ବିବର୍ତ୍ତନ ସମ୍ପର୍କିତ ଗବେଷଣା ପାଇଁ ତାଙ୍କୁ ଏହି ପୁରସ୍କାରେ ସମ୍ମାନୀତ କରାଯିବ। ସେ ନିଅଣ୍ଡରଥାନ ମାନବର ଜିନୋମ ସିକ୍ବେନ୍ସ ଆବିଷ୍କାର କରିଥିଲେ । ସେ ମଧ୍ୟ ପୂର୍ବରୁ ଅଜଣା ଥିବା ଏକ ହୋମିନିନ୍ ( ବିବର୍ତ୍ତନ ଅନୁସାରେ ମାନବର ପୂର୍ବ ରୂପ) ଡୋନିସୋଭାର ଆବିଷ୍କାର କରିଥିଲେ ।

ନୂଆଦିଲ୍ଲୀ: ଚଳିତ ବର୍ଷ ମେଡିସିନ୍‌ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । ସ୍ୱିଡେନ୍‌ର ସାନ୍ତେ ପାବୋଙ୍କୁ ପିଜିଓଲଜି ତଥା ମେଡିସିନ୍‌ରେ ନୋବଲ୍‌ ପୁରସ୍କାର ପ୍ରଦାନ କରାଯିବ। ମାନବ ବିବର୍ତ୍ତନ ସମ୍ପର୍କିତ ଗବେଷଣା ପାଇଁ ତାଙ୍କୁ ଏହି ପୁରସ୍କାରେ ସମ୍ମାନୀତ କରାଯିବ।

ଆହୁରି ପଢ଼ନ୍ତୁ: ବାଂଲାଦେଶରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ସାରା ଦେଶରେ ହାଇ ଆଲର୍ଟ ଜାରି

ସେ ନିଅଣ୍ଡରଥାନ ମାନବର ଜିନୋମ ସିକ୍ବେନ୍ସ ଆବିଷ୍କାର କରିଥିଲେ । ସେ ମଧ୍ୟ ପୂର୍ବରୁ ଅଜଣା ଥିବା ଏକ ହୋମିନିନ୍ ( ବିବର୍ତ୍ତନ ଅନୁସାରେ ମାନବର ପୂର୍ବ ରୂପ) ଡୋନିସୋଭାର ଆବିଷ୍କାର କରିଥିଲେ ।

ଆହୁରି ପଢ଼ନ୍ତୁ: ମୁଜାଫରପୁରରେ 'ଡିଜିଟାଲ୍ ଆରେଷ୍ଟ' ସାଇବର ଠକେଇର ପର୍ଦ୍ଦାଫାଶ: ୨୦୦ କୋଟିର ସନ୍ଦିଗ୍ଧ କାରବାର, ଅବସରପ୍ରାପ୍ତ ଅଧିକାରୀ ଓ ପୁଅ ଗିରଫ

03 Oct 2022 By The Sakala

ମେଡିସିନରେ ସ୍ୱିଡେନ୍‌ର ସାନ୍ତେ ପାବୋଙ୍କୁ ନୋବେଲ୍‌ ପୁରସ୍କାର

ନୂଆଦିଲ୍ଲୀ: ଚଳିତ ବର୍ଷ ମେଡିସିନ୍‌ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । ସ୍ୱିଡେନ୍‌ର ସାନ୍ତେ ପାବୋଙ୍କୁ ପିଜିଓଲଜି ତଥା ମେଡିସିନ୍‌ରେ ନୋବଲ୍‌ ପୁରସ୍କାର ପ୍ରଦାନ କରାଯିବ। ମାନବ ବିବର୍ତ୍ତନ ସମ୍ପର୍କିତ ଗବେଷଣା ପାଇଁ ତାଙ୍କୁ ଏହି ପୁରସ୍କାରେ ସମ୍ମାନୀତ କରାଯିବ।

ସେ ନିଅଣ୍ଡରଥାନ ମାନବର ଜିନୋମ ସିକ୍ବେନ୍ସ ଆବିଷ୍କାର କରିଥିଲେ । ସେ ମଧ୍ୟ ପୂର୍ବରୁ ଅଜଣା ଥିବା ଏକ ହୋମିନିନ୍ ( ବିବର୍ତ୍ତନ ଅନୁସାରେ ମାନବର ପୂର୍ବ ରୂପ) ଡୋନିସୋଭାର ଆବିଷ୍କାର କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର