ନେପାଳରେ ବର୍ଷାର ତାଣ୍ଡବ: ଭୂସ୍ଖଳନ ଘଟି ୧୭ ମୃତ, ୧୦ରୁ ଅଧିକ ନିଖୋଜ

The Sakala Picture
Published On

କାଠମାଣ୍ଡୁ: ପଶ୍ଚିମ ନେପାଳର ପ୍ରବଳ ବର୍ଷା ଲାଗି ରହିଛି। ଏଥିଯୋଗୁଁ ଅଚ୍ଛାମ ଜିଲ୍ଲାର ଅନେକ ସ୍ଥାନରେ ଭୂସ୍ଖଳନ ହୋଇଛି। ଏଥିରେ ୧୭ ଜଣ ଲୋକ ପ୍ରାଣ ହରାଇଛନ୍ତି। ୧୦ ଜଣ ଏବେ ବି ମଧ୍ୟ ନିଖୋଜ ଅଛନ୍ତି। ଜଣେ ଅଧିକାରୀଙ୍କ ଅନୁଯାୟୀ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ନିଖୋଜ ଲୋକଙ୍କୁ ଠାବ କରିବାକୁ ପ୍ରୟାସ କରାଯାଉଛି। କ୍ରମାଗତ ବର୍ଷା ଜାରି ରହିଥିବାରୁ ଉଦ୍ଧାରକାର୍ଯ୍ୟର ସମସ୍ୟା ଦେଖାଦେଇଛି। ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସରବରାହ ମଧ୍ୟ ପ୍ରଭାବିତ ହୋଇଛି। ବିଭିନ୍ନ ଅଞ୍ଚଳକୁ […]

କାଠମାଣ୍ଡୁ: ପଶ୍ଚିମ ନେପାଳର ପ୍ରବଳ ବର୍ଷା ଲାଗି ରହିଛି। ଏଥିଯୋଗୁଁ ଅଚ୍ଛାମ ଜିଲ୍ଲାର ଅନେକ ସ୍ଥାନରେ ଭୂସ୍ଖଳନ ହୋଇଛି। ଏଥିରେ ୧୭ ଜଣ ଲୋକ ପ୍ରାଣ ହରାଇଛନ୍ତି। ୧୦ ଜଣ ଏବେ ବି ମଧ୍ୟ ନିଖୋଜ ଅଛନ୍ତି। ଜଣେ ଅଧିକାରୀଙ୍କ ଅନୁଯାୟୀ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ନିଖୋଜ ଲୋକଙ୍କୁ ଠାବ କରିବାକୁ ପ୍ରୟାସ କରାଯାଉଛି। କ୍ରମାଗତ ବର୍ଷା ଜାରି ରହିଥିବାରୁ ଉଦ୍ଧାରକାର୍ଯ୍ୟର ସମସ୍ୟା ଦେଖାଦେଇଛି। ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସରବରାହ ମଧ୍ୟ ପ୍ରଭାବିତ ହୋଇଛି। ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏଥିଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି।

ଆହୁରି ପଢ଼ନ୍ତୁ: ମୁମ୍ବାଇ ATSର ବଡ଼ କାର୍ଯ୍ୟାନୁଷ୍ଠାନ: ଜୈଶ-ଇ-ମହମ୍ମଦ ଓ ISIS ସହ ଲିଙ୍କ୍ ଥିବା ଇଞ୍ଜିନିୟରିଂ ଛାତ୍ର ଗିରଫ

18 Sep 2022 By The Sakala

ନେପାଳରେ ବର୍ଷାର ତାଣ୍ଡବ: ଭୂସ୍ଖଳନ ଘଟି ୧୭ ମୃତ, ୧୦ରୁ ଅଧିକ ନିଖୋଜ

କାଠମାଣ୍ଡୁ: ପଶ୍ଚିମ ନେପାଳର ପ୍ରବଳ ବର୍ଷା ଲାଗି ରହିଛି। ଏଥିଯୋଗୁଁ ଅଚ୍ଛାମ ଜିଲ୍ଲାର ଅନେକ ସ୍ଥାନରେ ଭୂସ୍ଖଳନ ହୋଇଛି। ଏଥିରେ ୧୭ ଜଣ ଲୋକ ପ୍ରାଣ ହରାଇଛନ୍ତି। ୧୦ ଜଣ ଏବେ ବି ମଧ୍ୟ ନିଖୋଜ ଅଛନ୍ତି। ଜଣେ ଅଧିକାରୀଙ୍କ ଅନୁଯାୟୀ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ନିଖୋଜ ଲୋକଙ୍କୁ ଠାବ କରିବାକୁ ପ୍ରୟାସ କରାଯାଉଛି। କ୍ରମାଗତ ବର୍ଷା ଜାରି ରହିଥିବାରୁ ଉଦ୍ଧାରକାର୍ଯ୍ୟର ସମସ୍ୟା ଦେଖାଦେଇଛି। ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସରବରାହ ମଧ୍ୟ ପ୍ରଭାବିତ ହୋଇଛି। ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏଥିଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି।

https://www.thesakala.in/national-international/17-killed-and-10-missing-in-nepal-after-heavy-rain-triggers-landslides/article-15057
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର