ଜାମ୍ମୁ କାଶ୍ମୀର: ନଦୀକୁ ଖସିଲା ବସ୍, ୭ରୁ ଉର୍ଦ୍ଧ୍ବ ଯବାନ ସହିଦ୍

The Sakala Picture
Published On

ଜାମ୍ମୁ କାଶ୍ମୀର: ସେନାର ITBP କର୍ମଚାରୀଙ୍କ ସହ ଫେରୁଥିବା ଏକ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। କାଶ୍ମୀରର ପହଲଗାମରେ ୧୦୦  ଫୁଟ ଗଭୀର ନଦୀରେ ବସଟି ଖସିପଡିଥିଲା। ଦୁର୍ଘଟଣାର କାରଣ ବସର ବ୍ରେକ୍ ଫେଲ ବୋଲି କୁହାଯାଉଛି। ବସ୍‌ରେ ୩୯ ଜଣ ଯବାନ ଥିଲେ। ସମସ୍ତେ ଅମରନାଥ ଯାତ୍ରା କରିବା ପରେ ଡ୍ୟୁଟିରୁ ଫେରୁଥିଲେ। ଖବର ଅନୁଯାୟୀ ୭ ରୁ ଅଧିକ ସୈନିକଙ୍କ ମୃତ୍ୟୁ ଘଟିଛି। ୩୯ ଜଣ ସେନାଙ୍କ ମଧ୍ଯରୁ  ୩୭ଜଣ  ଇଣ୍ଡୋ-ତିବ୍ଦତୀୟ ସୀମା ପୁଲିସ […]

ଜାମ୍ମୁ କାଶ୍ମୀର: ସେନାର ITBP କର୍ମଚାରୀଙ୍କ ସହ ଫେରୁଥିବା ଏକ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। କାଶ୍ମୀରର ପହଲଗାମରେ ୧୦୦  ଫୁଟ ଗଭୀର ନଦୀରେ ବସଟି ଖସିପଡିଥିଲା। ଦୁର୍ଘଟଣାର କାରଣ ବସର ବ୍ରେକ୍ ଫେଲ ବୋଲି କୁହାଯାଉଛି। ବସ୍‌ରେ ୩୯ ଜଣ ଯବାନ ଥିଲେ। ସମସ୍ତେ ଅମରନାଥ ଯାତ୍ରା କରିବା ପରେ ଡ୍ୟୁଟିରୁ ଫେରୁଥିଲେ। ଖବର ଅନୁଯାୟୀ ୭ ରୁ ଅଧିକ ସୈନିକଙ୍କ ମୃତ୍ୟୁ ଘଟିଛି। ୩୯ ଜଣ ସେନାଙ୍କ ମଧ୍ଯରୁ  ୩୭ଜଣ  ଇଣ୍ଡୋ-ତିବ୍ଦତୀୟ ସୀମା ପୁଲିସ ଫୋର୍ସ (ଆଇଟିବିପି) ଏବଂ ବାକି ୨ ଜଣ ଜାମ୍ମୁ ଓ କାଶ୍ମୀର ପୁଲିସ ବିଭାଗରେ କାର୍ଯ୍ଯରତ ଥିଲେ ବୋଲି ଜଣାରଡ଼ିଛି।

ଆହୁରି ପଢ଼ନ୍ତୁ: ଖାଦ୍ୟ ପଦାର୍ଥରେ ଆଉ ବ୍ୟବହାର ହେବନି ଅଶ୍ୱଗନ୍ଧା ପତ୍ର, କେବଳ ଚେର ବ୍ୟବହାର ପାଇଁ ଅନୁମତି

16 Aug 2022 By The Sakala

ଜାମ୍ମୁ କାଶ୍ମୀର: ନଦୀକୁ ଖସିଲା ବସ୍, ୭ରୁ ଉର୍ଦ୍ଧ୍ବ ଯବାନ ସହିଦ୍

ଜାମ୍ମୁ କାଶ୍ମୀର: ସେନାର ITBP କର୍ମଚାରୀଙ୍କ ସହ ଫେରୁଥିବା ଏକ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। କାଶ୍ମୀରର ପହଲଗାମରେ ୧୦୦  ଫୁଟ ଗଭୀର ନଦୀରେ ବସଟି ଖସିପଡିଥିଲା। ଦୁର୍ଘଟଣାର କାରଣ ବସର ବ୍ରେକ୍ ଫେଲ ବୋଲି କୁହାଯାଉଛି। ବସ୍‌ରେ ୩୯ ଜଣ ଯବାନ ଥିଲେ। ସମସ୍ତେ ଅମରନାଥ ଯାତ୍ରା କରିବା ପରେ ଡ୍ୟୁଟିରୁ ଫେରୁଥିଲେ। ଖବର ଅନୁଯାୟୀ ୭ ରୁ ଅଧିକ ସୈନିକଙ୍କ ମୃତ୍ୟୁ ଘଟିଛି। ୩୯ ଜଣ ସେନାଙ୍କ ମଧ୍ଯରୁ  ୩୭ଜଣ  ଇଣ୍ଡୋ-ତିବ୍ଦତୀୟ ସୀମା ପୁଲିସ ଫୋର୍ସ (ଆଇଟିବିପି) ଏବଂ ବାକି ୨ ଜଣ ଜାମ୍ମୁ ଓ କାଶ୍ମୀର ପୁଲିସ ବିଭାଗରେ କାର୍ଯ୍ଯରତ ଥିଲେ ବୋଲି ଜଣାରଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର