ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଘରେ ଇଡି ଚଢ଼ାଉ

The Sakala Picture
Published On

ମୁମ୍ବାଇ : ପଶ୍ଚିମବଙ୍ଗ ପରେ ଏବେ ମହାରାଷ୍ଟ୍ରରେ ସକ୍ରିୟ ହୋଇଛି ପ୍ରବର୍ତ୍ତନ ନିଦ୍ଦେଶାଳୟ(ଇଡି) । ରବିବାର ସକାଳୁ ଶିବସେନା ନେତା ତଥା ରାଜ୍ୟ ସଭା ଏମପି ସଞ୍ଜୟ ରାଉତଙ୍କ ଘରେ ଇଡି ପକ୍ଷରୁ ଚଢାଉ କରାଯାଇଛି । ପାତ୍ର ଚାୱଲା ଜମି ଦୁର୍ନିତି ମାମଲାରେ ଏହି ଚଢାଉ କରାଯାଉଛି । ଏହାରି ଭିତରେ ସଞ୍ଜୟ ରାଉତ କିଛି ଟୁଇଟ କରିଛନ୍ତି । ସେ ଅଭିଯୋଗ କରିଛନ୍ତି, ମୋ ବିରୋଧରେ ମିଛ ପ୍ରମାଣ ଏକାଠି କରି ଭୁଲ କାର୍ଯ୍ୟାନୁଷ୍ଠାନ […]

ମୁମ୍ବାଇ : ପଶ୍ଚିମବଙ୍ଗ ପରେ ଏବେ ମହାରାଷ୍ଟ୍ରରେ ସକ୍ରିୟ ହୋଇଛି ପ୍ରବର୍ତ୍ତନ ନିଦ୍ଦେଶାଳୟ(ଇଡି) । ରବିବାର ସକାଳୁ ଶିବସେନା ନେତା ତଥା ରାଜ୍ୟ ସଭା ଏମପି ସଞ୍ଜୟ ରାଉତଙ୍କ ଘରେ ଇଡି ପକ୍ଷରୁ ଚଢାଉ କରାଯାଇଛି । ପାତ୍ର ଚାୱଲା ଜମି ଦୁର୍ନିତି ମାମଲାରେ ଏହି ଚଢାଉ କରାଯାଉଛି । ଏହାରି ଭିତରେ ସଞ୍ଜୟ ରାଉତ କିଛି ଟୁଇଟ କରିଛନ୍ତି । ସେ ଅଭିଯୋଗ କରିଛନ୍ତି, ମୋ ବିରୋଧରେ ମିଛ ପ୍ରମାଣ ଏକାଠି କରି ଭୁଲ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ 'ଆତଙ୍କବାଦୀ' କହିଲେ ଖଡ଼ଗେ, ବିବାଦ ପରେ ଦେଲେ ସ୍ପଷ୍ଟୀକରଣ

ସେ ଟୁଇଟରେ ଲେଖିଛନ୍ତି, ଭୁଲ କାର୍ଯ୍ୟାନୁଷ୍ଠାନ, ମିଛ ପ୍ରମାଣ, ମୁଁ ଶିବସେନା ଛାଡିବି ନାହିଁ । ମୁଁ ମରିଗଲେ ବି ସମର୍ପଣ କରିବି ନାହିଁ । ଜୟ ମହାରାଷ୍ଟ୍ର.. ମହାରାଷ୍ଟ୍ର ଓ ଶିବସେନାର ଲଢେଇ ଜାରି ରହିବ । କେବଳ ଏତିକି ନୁହେଁ ଶିବସେନା ନେତାଙ୍କ ପକ୍ଷରୁ ଦଳୀୟ ଚିହ୍ନକୁ ଟୁଇଟ କରାଯାଇ ଲେଖାଯାଇଛି, ଶିବସେନା କେବେ ଛାଡିବି ନାହିଁ ।

ଆହୁରି ପଢ଼ନ୍ତୁ: "ଖେଳାଳିଙ୍କୁ ମାରିଦିଅନି", ବିସିସିଆଇର ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ନେଇ ବର୍ଷିଲେ ଲଳିତ ମୋଦୀ

31 Jul 2022 By The Sakala

ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଘରେ ଇଡି ଚଢ଼ାଉ

ମୁମ୍ବାଇ : ପଶ୍ଚିମବଙ୍ଗ ପରେ ଏବେ ମହାରାଷ୍ଟ୍ରରେ ସକ୍ରିୟ ହୋଇଛି ପ୍ରବର୍ତ୍ତନ ନିଦ୍ଦେଶାଳୟ(ଇଡି) । ରବିବାର ସକାଳୁ ଶିବସେନା ନେତା ତଥା ରାଜ୍ୟ ସଭା ଏମପି ସଞ୍ଜୟ ରାଉତଙ୍କ ଘରେ ଇଡି ପକ୍ଷରୁ ଚଢାଉ କରାଯାଇଛି । ପାତ୍ର ଚାୱଲା ଜମି ଦୁର୍ନିତି ମାମଲାରେ ଏହି ଚଢାଉ କରାଯାଉଛି । ଏହାରି ଭିତରେ ସଞ୍ଜୟ ରାଉତ କିଛି ଟୁଇଟ କରିଛନ୍ତି । ସେ ଅଭିଯୋଗ କରିଛନ୍ତି, ମୋ ବିରୋଧରେ ମିଛ ପ୍ରମାଣ ଏକାଠି କରି ଭୁଲ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

ସେ ଟୁଇଟରେ ଲେଖିଛନ୍ତି, ଭୁଲ କାର୍ଯ୍ୟାନୁଷ୍ଠାନ, ମିଛ ପ୍ରମାଣ, ମୁଁ ଶିବସେନା ଛାଡିବି ନାହିଁ । ମୁଁ ମରିଗଲେ ବି ସମର୍ପଣ କରିବି ନାହିଁ । ଜୟ ମହାରାଷ୍ଟ୍ର.. ମହାରାଷ୍ଟ୍ର ଓ ଶିବସେନାର ଲଢେଇ ଜାରି ରହିବ । କେବଳ ଏତିକି ନୁହେଁ ଶିବସେନା ନେତାଙ୍କ ପକ୍ଷରୁ ଦଳୀୟ ଚିହ୍ନକୁ ଟୁଇଟ କରାଯାଇ ଲେଖାଯାଇଛି, ଶିବସେନା କେବେ ଛାଡିବି ନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର