ଦ୍ରୌପଦୀ, ଯଶୋବନ୍ତଙ୍କ ଭାଗ୍ୟ ପରୀକ୍ଷା ଫଳ ଆଜି

The Sakala Picture
Published On

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ସକାଳେ ଭୋଟ ଗଣତି ସହ ମଧ୍ୟାହ୍ନ ସୁଦ୍ଧା ଫଳାଫଳ ପ୍ରକାଶ କରାଯିବ ବୋଲି ଆଶା କରାଯାଉଥିବା ବେଳେ ଦୁଇ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ବିରୋଧୀ ମେଣ୍ଟ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କ ମଧ୍ୟରୁ କିଏ ରାଇସିନା ହିଲ୍‌ରେ ଅଭିଷିକ୍ତ ହେବେ ତାହା ସ୍ପଷ୍ଟ ହୋଇଯିବ। ମିଳିଥିବା ସୂଚନା ଅନୁସାରେ ପ୍ରଥମେ ରିଟର୍ଣ୍ଣିଂ ଅଧିକାରୀଙ୍କ ଦ୍ୱାରା ଭୋଟ୍‌ ସର୍ଟିଂ ଓ ଯାଞ୍ଚ କରାଯିବ। ସାଂସଦ […]

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ସକାଳେ ଭୋଟ ଗଣତି ସହ ମଧ୍ୟାହ୍ନ ସୁଦ୍ଧା ଫଳାଫଳ ପ୍ରକାଶ କରାଯିବ ବୋଲି ଆଶା କରାଯାଉଥିବା ବେଳେ ଦୁଇ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ବିରୋଧୀ ମେଣ୍ଟ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କ ମଧ୍ୟରୁ କିଏ ରାଇସିନା ହିଲ୍‌ରେ ଅଭିଷିକ୍ତ ହେବେ ତାହା ସ୍ପଷ୍ଟ ହୋଇଯିବ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ମିଳିଥିବା ସୂଚନା ଅନୁସାରେ ପ୍ରଥମେ ରିଟର୍ଣ୍ଣିଂ ଅଧିକାରୀଙ୍କ ଦ୍ୱାରା ଭୋଟ୍‌ ସର୍ଟିଂ ଓ ଯାଞ୍ଚ କରାଯିବ। ସାଂସଦ ଏବଂ ବିଧାୟକମାନେ ଭିନ୍ନ ରଙ୍ଗର କଲମ ବ୍ୟବହାର କରି ସେମାନଙ୍କ ମତଦାନ କରିଥିଲେ। ତେଣୁ ପ୍ରଥମେ ଏଗୁଡିକର ସର୍ଟିଂ କରାଯିବ। ସର୍ଟିଂ ଶେଷ ହେବା ପରେ ଭୋଟ ଗଣତି ଆରମ୍ଭ ହେବ। ସଂସଦ ଭବନର ୭୩ ନମ୍ବର ପ୍ରକୋଷ୍ଠ ବାହାରେ ଏକ ମିଡିଆ ଷ୍ଟାଣ୍ଡ ସ୍ଥାପନ କରାଯାଇଛି। ଭୋଟ ଗଣନା ଆରମ୍ଭ ହେବା ପରେ ସେଠାରେ ପ୍ରାର୍ଥୀଙ୍କ ବିଜୟ କିମ୍ବା ପରାଜୟ ଟ୍ରେଣ୍ଡ ସମ୍ପର୍କରେ ସୂଚନା ଦିଆଯିବ।

ଆହୁରି ପଢ଼ନ୍ତୁ: ଶତ୍ରୁ ଶିବିରରେ ହାହାକାର ସୃଷ୍ଟି କରିବ ‘ପ୍ରୋଜେକ୍ଟ କାଲ୍’: ଭାରତ ପ୍ରସ୍ତୁତ କରୁଛି ୧୦୦୦ କିମି ରେଞ୍ଜର ଘାତକ ଡ୍ରୋନ୍

21 Jul 2022 By The Sakala

ଦ୍ରୌପଦୀ, ଯଶୋବନ୍ତଙ୍କ ଭାଗ୍ୟ ପରୀକ୍ଷା ଫଳ ଆଜି

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ସକାଳେ ଭୋଟ ଗଣତି ସହ ମଧ୍ୟାହ୍ନ ସୁଦ୍ଧା ଫଳାଫଳ ପ୍ରକାଶ କରାଯିବ ବୋଲି ଆଶା କରାଯାଉଥିବା ବେଳେ ଦୁଇ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ବିରୋଧୀ ମେଣ୍ଟ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କ ମଧ୍ୟରୁ କିଏ ରାଇସିନା ହିଲ୍‌ରେ ଅଭିଷିକ୍ତ ହେବେ ତାହା ସ୍ପଷ୍ଟ ହୋଇଯିବ।

ମିଳିଥିବା ସୂଚନା ଅନୁସାରେ ପ୍ରଥମେ ରିଟର୍ଣ୍ଣିଂ ଅଧିକାରୀଙ୍କ ଦ୍ୱାରା ଭୋଟ୍‌ ସର୍ଟିଂ ଓ ଯାଞ୍ଚ କରାଯିବ। ସାଂସଦ ଏବଂ ବିଧାୟକମାନେ ଭିନ୍ନ ରଙ୍ଗର କଲମ ବ୍ୟବହାର କରି ସେମାନଙ୍କ ମତଦାନ କରିଥିଲେ। ତେଣୁ ପ୍ରଥମେ ଏଗୁଡିକର ସର୍ଟିଂ କରାଯିବ। ସର୍ଟିଂ ଶେଷ ହେବା ପରେ ଭୋଟ ଗଣତି ଆରମ୍ଭ ହେବ। ସଂସଦ ଭବନର ୭୩ ନମ୍ବର ପ୍ରକୋଷ୍ଠ ବାହାରେ ଏକ ମିଡିଆ ଷ୍ଟାଣ୍ଡ ସ୍ଥାପନ କରାଯାଇଛି। ଭୋଟ ଗଣନା ଆରମ୍ଭ ହେବା ପରେ ସେଠାରେ ପ୍ରାର୍ଥୀଙ୍କ ବିଜୟ କିମ୍ବା ପରାଜୟ ଟ୍ରେଣ୍ଡ ସମ୍ପର୍କରେ ସୂଚନା ଦିଆଯିବ।

https://www.thesakala.in/national-international/president-election-2022-result-who-will-be-indias-15th-president/article-13480
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର