ବିହାରରେ ଆଜିଠୁ ଆରମ୍ଭ ହେଲା ଆଣ୍ଟି ରୋମିଓ ସ୍କ୍ୱାର୍ଡ

The Sakala Picture
Published On

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗଠନ କରିଛନ୍ତି ଆଣ୍ଟି ରୋମିଓ ସ୍କ୍ୱାର୍ଡ।  ବିହାରର କିଷାନଗଞ୍ଜରୁ ଆଜିଠାରୁ ଆଣ୍ଟି ରୋମିଓ ସ୍କ୍ୱାର୍ଡ ଯୋଜନା ଆରମ୍ଭ ହେଉଛି। ପ୍ରଥମ ପଦକ୍ଷେପ ସ୍ୱରୂପ କିଶାନଗଞ୍ଜର ଦାୟିତ୍ୱରେ ଥିବା ଏସପିଙ୍କ ସମେତ ଏହା ଅଧୀନରେ ଆସୁଥିବା ସମସ୍ତ ପୁଲିସ ଷ୍ଟେସନର ଅଧିକାରୀଙ୍କୁ ଆଣ୍ଟି ରୋମିଓ ସ୍କ୍ୱାର୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜିଠୁ ଆଣ୍ଟି ରୋମିଓ ସ୍କ୍ୱାର୍ଡ ମଧ୍ୟ ଆଜିଠାରୁ ପଦକ୍ଷେପ ନେବା ଆରମ୍ଭ କରିଛି। ସହରର ସ୍କୁଲ ଏବଂ କଲେଜ ସମ୍ମୁଖରେ […]

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗଠନ କରିଛନ୍ତି ଆଣ୍ଟି ରୋମିଓ ସ୍କ୍ୱାର୍ଡ।  ବିହାରର କିଷାନଗଞ୍ଜରୁ ଆଜିଠାରୁ ଆଣ୍ଟି ରୋମିଓ ସ୍କ୍ୱାର୍ଡ ଯୋଜନା ଆରମ୍ଭ ହେଉଛି। ପ୍ରଥମ ପଦକ୍ଷେପ ସ୍ୱରୂପ କିଶାନଗଞ୍ଜର ଦାୟିତ୍ୱରେ ଥିବା ଏସପିଙ୍କ ସମେତ ଏହା ଅଧୀନରେ ଆସୁଥିବା ସମସ୍ତ ପୁଲିସ ଷ୍ଟେସନର ଅଧିକାରୀଙ୍କୁ ଆଣ୍ଟି ରୋମିଓ ସ୍କ୍ୱାର୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜିଠୁ ଆଣ୍ଟି ରୋମିଓ ସ୍କ୍ୱାର୍ଡ ମଧ୍ୟ ଆଜିଠାରୁ ପଦକ୍ଷେପ ନେବା ଆରମ୍ଭ କରିଛି। ସହରର ସ୍କୁଲ ଏବଂ କଲେଜ ସମ୍ମୁଖରେ ଆଣ୍ଟି ରୋମିଓ ସ୍କ୍ୱାର୍ଡ ପହଞ୍ଚି ରୋମିଓଗିରି କରୁଥିବା ଯୁବକମାନଙ୍କୁ ଚେତାବନୀ ଦେଇଥିଲେ। ଯେଉଁମାନେ ବିନା କାରଣରେ ସେଠାରେ ଠିଆ ହୋଇଥିଲେ, ସେମାନଙ୍କୁ କଠୋର ଚେତାବନୀ ଦେଇ ଘଉଡାଇ ଦିଆଯାଇଥିଲା। ଏଥିସହିତ ଆଣ୍ଟି ରୋମିଓ ଟିମ ମଧ୍ୟ ବିଦ୍ୟାଳୟର ଶିକ୍ଷକ ଏବଂ ଛାତ୍ରୀମାନଙ୍କ ସହ କଥାବାର୍ତ୍ତା କରିଥିଲେ। ବିଦ୍ୟାଳୟ ଓ କଲେଜ ବାହାରେ କେହି ରୋମିଓ କମେଣ୍ଟ ମାରୁଥିଲେ ବା ପିଛା କରୁଥିଲେ ତୁରନ୍ତ ଆଣ୍ଟି ରୋମିଓ ସ୍କ୍ୱାର୍ଡକୁ ଜଣାଇବାକୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: "ଏଠାରୁ ଟ୍ରାଫିକ୍ ହଟାଅ": ରାଲି ଯୋଗୁଁ ରାସ୍ତା ଜାମ୍ ହେବାରୁ ମନ୍ତ୍ରୀ ଗିରୀଶ ମହାଜନଙ୍କ ଉପରେ ବର୍ଷିଲେ ମୁମ୍ବାଇର ମହିଳା

28 Jun 2022 By The Sakala

ବିହାରରେ ଆଜିଠୁ ଆରମ୍ଭ ହେଲା ଆଣ୍ଟି ରୋମିଓ ସ୍କ୍ୱାର୍ଡ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗଠନ କରିଛନ୍ତି ଆଣ୍ଟି ରୋମିଓ ସ୍କ୍ୱାର୍ଡ।  ବିହାରର କିଷାନଗଞ୍ଜରୁ ଆଜିଠାରୁ ଆଣ୍ଟି ରୋମିଓ ସ୍କ୍ୱାର୍ଡ ଯୋଜନା ଆରମ୍ଭ ହେଉଛି। ପ୍ରଥମ ପଦକ୍ଷେପ ସ୍ୱରୂପ କିଶାନଗଞ୍ଜର ଦାୟିତ୍ୱରେ ଥିବା ଏସପିଙ୍କ ସମେତ ଏହା ଅଧୀନରେ ଆସୁଥିବା ସମସ୍ତ ପୁଲିସ ଷ୍ଟେସନର ଅଧିକାରୀଙ୍କୁ ଆଣ୍ଟି ରୋମିଓ ସ୍କ୍ୱାର୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜିଠୁ ଆଣ୍ଟି ରୋମିଓ ସ୍କ୍ୱାର୍ଡ ମଧ୍ୟ ଆଜିଠାରୁ ପଦକ୍ଷେପ ନେବା ଆରମ୍ଭ କରିଛି। ସହରର ସ୍କୁଲ ଏବଂ କଲେଜ ସମ୍ମୁଖରେ ଆଣ୍ଟି ରୋମିଓ ସ୍କ୍ୱାର୍ଡ ପହଞ୍ଚି ରୋମିଓଗିରି କରୁଥିବା ଯୁବକମାନଙ୍କୁ ଚେତାବନୀ ଦେଇଥିଲେ। ଯେଉଁମାନେ ବିନା କାରଣରେ ସେଠାରେ ଠିଆ ହୋଇଥିଲେ, ସେମାନଙ୍କୁ କଠୋର ଚେତାବନୀ ଦେଇ ଘଉଡାଇ ଦିଆଯାଇଥିଲା। ଏଥିସହିତ ଆଣ୍ଟି ରୋମିଓ ଟିମ ମଧ୍ୟ ବିଦ୍ୟାଳୟର ଶିକ୍ଷକ ଏବଂ ଛାତ୍ରୀମାନଙ୍କ ସହ କଥାବାର୍ତ୍ତା କରିଥିଲେ। ବିଦ୍ୟାଳୟ ଓ କଲେଜ ବାହାରେ କେହି ରୋମିଓ କମେଣ୍ଟ ମାରୁଥିଲେ ବା ପିଛା କରୁଥିଲେ ତୁରନ୍ତ ଆଣ୍ଟି ରୋମିଓ ସ୍କ୍ୱାର୍ଡକୁ ଜଣାଇବାକୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର