ମହାରାଷ୍ଟ୍ରରେ ରାଜନୈତିକ ମହାଡ୍ରାମା: ବୈଠକରେ ଅନୁପସ୍ଥିତ ରହିଲେ ରଦ୍ଦ ହେବ ସଦସ୍ୟତା- ଉଦ୍ଧବ ଠାକରେ

The Sakala Picture
Published On

ମୁମ୍ବାଇ: ରୋଚକ ମୋଡ ନେବାରେ ଲାଗିଛି ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ମହାଡ୍ରାମା । ଆଜି ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦଳୀୟ ବିଧାୟକଙ୍କୁ ଚରମ ଚେତାବନୀ ଦେଇଛନ୍ତି । ଆଜି ସନ୍ଧ୍ଯାରେ ହେବାକୁ ଥିବା ବୈଠକରେ ସମସ୍ତ ଦଳୀୟ ବିଧାୟକଙ୍କୁ ଉପସ୍ଥିତ ରହିବାକୁ କଡା ନିର୍ଦ୍ଦେଶ ରହିଛି। ବୈଠକରେ ଅନୁପସ୍ଥିତ ରହିଲେ ଦଳ ସଦସ୍ୟ ନୁହନ୍ତି ବୋଲି ବିଚାର କରାଯିବା ନେଇ ନିର୍ଦ୍ଦେଶନାମାର ସ୍ପଷ୍ଟ କରାଯାଇଛି । ବୈଠକ ପରେ ଉଦ୍ଧବ ଠାକରେ ରାଜ୍ୟବାସୀଙ୍କୁ […]

ମୁମ୍ବାଇ: ରୋଚକ ମୋଡ ନେବାରେ ଲାଗିଛି ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ମହାଡ୍ରାମା । ଆଜି ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦଳୀୟ ବିଧାୟକଙ୍କୁ ଚରମ ଚେତାବନୀ ଦେଇଛନ୍ତି । ଆଜି ସନ୍ଧ୍ଯାରେ ହେବାକୁ ଥିବା ବୈଠକରେ ସମସ୍ତ ଦଳୀୟ ବିଧାୟକଙ୍କୁ ଉପସ୍ଥିତ ରହିବାକୁ କଡା ନିର୍ଦ୍ଦେଶ ରହିଛି। ବୈଠକରେ ଅନୁପସ୍ଥିତ ରହିଲେ ଦଳ ସଦସ୍ୟ ନୁହନ୍ତି ବୋଲି ବିଚାର କରାଯିବା ନେଇ ନିର୍ଦ୍ଦେଶନାମାର ସ୍ପଷ୍ଟ କରାଯାଇଛି । ବୈଠକ ପରେ ଉଦ୍ଧବ ଠାକରେ ରାଜ୍ୟବାସୀଙ୍କୁ ସମ୍ବୋଧିତ ମଧ୍ୟ କରିବେ । ଏହି ସମ୍ବୋଧନରେ ସେ ନିଜ ଇସ୍ତଫା ଘୋଷଣା କରିବା ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି ।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ଜୀବନ ହାରିଲେ ନବବଧୂ, ଶାଶୁ ଓ ଶ୍ୱଶୁର ଗିରଫ, ସ୍ୱାମୀ ଫେରାର୍

ଅନ୍ୟପକ୍ଷରେ, ଦଳର ବିଦ୍ରୋହୀ ବିଧାୟକମାନେ ସରକାରରେ ଦୁର୍ନୀତିକୁ ନେଇ ଅସନ୍ତୋଷ ଜାହିର କରିବା ସହ ସେନାର ଆଦର୍ଶରେ ଆପୋଷ ବୁଝାମଣା କରାଯାଇ ପାରିବ ନାହିଁ ବୋଲି ବିଦ୍ରୋହୀ ବିଧାୟକମାନେ ଏକ ସଂକଳ୍ପ ପାରିତ କରିଛନ୍ତି।

ଆହୁରି ପଢ଼ନ୍ତୁ: ବିଚାରପତିଙ୍କ ଟେବୁଲ୍ ଉପରେ ମୃତ ଭ୍ରୂଣ ରଖିଲେ ବ୍ୟକ୍ତି: ମଧ୍ୟପ୍ରଦେଶ ହାଇକୋର୍ଟରେ ଚାଞ୍ଚଲ୍ୟ, ମାଗିଲେ ଇଚ୍ଛାମୃତ୍ୟୁ

22 Jun 2022 By The Sakala

ମହାରାଷ୍ଟ୍ରରେ ରାଜନୈତିକ ମହାଡ୍ରାମା: ବୈଠକରେ ଅନୁପସ୍ଥିତ ରହିଲେ ରଦ୍ଦ ହେବ ସଦସ୍ୟତା- ଉଦ୍ଧବ ଠାକରେ

ମୁମ୍ବାଇ: ରୋଚକ ମୋଡ ନେବାରେ ଲାଗିଛି ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ମହାଡ୍ରାମା । ଆଜି ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦଳୀୟ ବିଧାୟକଙ୍କୁ ଚରମ ଚେତାବନୀ ଦେଇଛନ୍ତି । ଆଜି ସନ୍ଧ୍ଯାରେ ହେବାକୁ ଥିବା ବୈଠକରେ ସମସ୍ତ ଦଳୀୟ ବିଧାୟକଙ୍କୁ ଉପସ୍ଥିତ ରହିବାକୁ କଡା ନିର୍ଦ୍ଦେଶ ରହିଛି। ବୈଠକରେ ଅନୁପସ୍ଥିତ ରହିଲେ ଦଳ ସଦସ୍ୟ ନୁହନ୍ତି ବୋଲି ବିଚାର କରାଯିବା ନେଇ ନିର୍ଦ୍ଦେଶନାମାର ସ୍ପଷ୍ଟ କରାଯାଇଛି । ବୈଠକ ପରେ ଉଦ୍ଧବ ଠାକରେ ରାଜ୍ୟବାସୀଙ୍କୁ ସମ୍ବୋଧିତ ମଧ୍ୟ କରିବେ । ଏହି ସମ୍ବୋଧନରେ ସେ ନିଜ ଇସ୍ତଫା ଘୋଷଣା କରିବା ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି ।

ଅନ୍ୟପକ୍ଷରେ, ଦଳର ବିଦ୍ରୋହୀ ବିଧାୟକମାନେ ସରକାରରେ ଦୁର୍ନୀତିକୁ ନେଇ ଅସନ୍ତୋଷ ଜାହିର କରିବା ସହ ସେନାର ଆଦର୍ଶରେ ଆପୋଷ ବୁଝାମଣା କରାଯାଇ ପାରିବ ନାହିଁ ବୋଲି ବିଦ୍ରୋହୀ ବିଧାୟକମାନେ ଏକ ସଂକଳ୍ପ ପାରିତ କରିଛନ୍ତି।

https://www.thesakala.in/national-international/maharashtra-political-crisis-update/article-12691
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର