ନିଆରା ବରଯାତ୍ରୀ: ବୁଲଡୋଜରରେ ଆସିଲା ବର, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

The Sakala Picture
Published On

ଲକ୍ଷ୍ନୌ: ବୁଲଡୋଜରରେ ଆସିଲା ବର।  ଘୋଡ଼ା କିମ୍ବା ଗାଡ଼ିରେ ନୁହେଁ ବରଂ ବୁଲଡୋଜରରେ ବସିକରି ବରଯାତ୍ରୀ ସହ କନ୍ୟାଘରେ ପହଞ୍ଚିଥିଲା ବର। ଏଭଳି ଘଟଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଲକ୍ଷ୍ମଣପୁର ଗାଁରେ। ଯେଉଁଠି ସଲୀମ ନାମକ ବ୍ୟକ୍ତିର ଝିଅ ରୁବିନାର ବାହାଘର ଆଲା ଗାଁର ଜଣେ ଯୁବକ ସହ ଠିକ ହୋଇଥିଲା। । ଆଉ ବାହାଘର ଦିନ ଡିଜେ ଗୀତ ସହ ସୁସଜ୍ଜିତ ବୁଲଡୋଜରରେ ବସି କନ୍ୟାଘରେ ପହଞ୍ଚିଥିଲା ବର। ଏପରି ଅନନ୍ୟ ବୁଲଡୋଜରେ ବରଯାତ୍ରୀ ଯାଉଥିବା […]

ଲକ୍ଷ୍ନୌ: ବୁଲଡୋଜରରେ ଆସିଲା ବର।  ଘୋଡ଼ା କିମ୍ବା ଗାଡ଼ିରେ ନୁହେଁ ବରଂ ବୁଲଡୋଜରରେ ବସିକରି ବରଯାତ୍ରୀ ସହ କନ୍ୟାଘରେ ପହଞ୍ଚିଥିଲା ବର। ଏଭଳି ଘଟଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଲକ୍ଷ୍ମଣପୁର ଗାଁରେ। ଯେଉଁଠି ସଲୀମ ନାମକ ବ୍ୟକ୍ତିର ଝିଅ ରୁବିନାର ବାହାଘର ଆଲା ଗାଁର ଜଣେ ଯୁବକ ସହ ଠିକ ହୋଇଥିଲା। । ଆଉ ବାହାଘର ଦିନ ଡିଜେ ଗୀତ ସହ ସୁସଜ୍ଜିତ ବୁଲଡୋଜରରେ ବସି କନ୍ୟାଘରେ ପହଞ୍ଚିଥିଲା ବର। ଏପରି ଅନନ୍ୟ ବୁଲଡୋଜରେ ବରଯାତ୍ରୀ ଯାଉଥିବା ଦୃଶ୍ୟ ଦେଖିବାକୁ ପୁରା ଗାଁ ଏକାଠି ହୋଇଯାଇଥିଲେ। ଏହି ବରଯାତ୍ରୀରେ ଗୋଟିଏ ନୁହେଁ ବରଂ ୬ଟି ବୁଲଡୋଜର ସାମିଲ ଥିଲା । ଏପରି ଶୋଭାଯାତ୍ରା ଦୃଶ୍ୟ ଦେଖିବାକୁ ଏକତ୍ରିତ ହୋଇଥିବା ଗାଁ ଲୋକେ  ‘ଜୟ ହୋ ବୁଲଡୋଜର ବାବା କି’ ନାରା ମଧ୍ୟ ଲଗାଇଥିଲେ। ଏହି ଭିଡିଓ ଏବେ ଶୋସିଆଲ ମିଡିଆରେ ଭାଇରା ହେଉଛି। ଯାହା ଏବେ ଚର୍ଚ୍ଛାର ବିଷୟ ପାଲଟିଛି।

ଆହୁରି ପଢ଼ନ୍ତୁ: କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ: IMD

19 Jun 2022 By The Sakala

ନିଆରା ବରଯାତ୍ରୀ: ବୁଲଡୋଜରରେ ଆସିଲା ବର, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ଲକ୍ଷ୍ନୌ: ବୁଲଡୋଜରରେ ଆସିଲା ବର।  ଘୋଡ଼ା କିମ୍ବା ଗାଡ଼ିରେ ନୁହେଁ ବରଂ ବୁଲଡୋଜରରେ ବସିକରି ବରଯାତ୍ରୀ ସହ କନ୍ୟାଘରେ ପହଞ୍ଚିଥିଲା ବର। ଏଭଳି ଘଟଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଲକ୍ଷ୍ମଣପୁର ଗାଁରେ। ଯେଉଁଠି ସଲୀମ ନାମକ ବ୍ୟକ୍ତିର ଝିଅ ରୁବିନାର ବାହାଘର ଆଲା ଗାଁର ଜଣେ ଯୁବକ ସହ ଠିକ ହୋଇଥିଲା। । ଆଉ ବାହାଘର ଦିନ ଡିଜେ ଗୀତ ସହ ସୁସଜ୍ଜିତ ବୁଲଡୋଜରରେ ବସି କନ୍ୟାଘରେ ପହଞ୍ଚିଥିଲା ବର। ଏପରି ଅନନ୍ୟ ବୁଲଡୋଜରେ ବରଯାତ୍ରୀ ଯାଉଥିବା ଦୃଶ୍ୟ ଦେଖିବାକୁ ପୁରା ଗାଁ ଏକାଠି ହୋଇଯାଇଥିଲେ। ଏହି ବରଯାତ୍ରୀରେ ଗୋଟିଏ ନୁହେଁ ବରଂ ୬ଟି ବୁଲଡୋଜର ସାମିଲ ଥିଲା । ଏପରି ଶୋଭାଯାତ୍ରା ଦୃଶ୍ୟ ଦେଖିବାକୁ ଏକତ୍ରିତ ହୋଇଥିବା ଗାଁ ଲୋକେ  ‘ଜୟ ହୋ ବୁଲଡୋଜର ବାବା କି’ ନାରା ମଧ୍ୟ ଲଗାଇଥିଲେ। ଏହି ଭିଡିଓ ଏବେ ଶୋସିଆଲ ମିଡିଆରେ ଭାଇରା ହେଉଛି। ଯାହା ଏବେ ଚର୍ଚ୍ଛାର ବିଷୟ ପାଲଟିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର