ମେ’ ୨୦୨୧ ନିଟ୍- ପିଜିରେ ଖାଲିପଡ଼ିଥିବା ସିଟକୁ ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ

The Sakala Picture
Published On

ନୂଆଦିଲ୍ଲୀ: ମେ ୨୦୨୧ ର ନିଟ୍ – ପିଜିରେ ୧୪୫୬ଟି ସିଟ୍ ଖାଲି ରହିଛି। ଯାହା ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ । ସିଟ୍ ଖାଲିପଡ଼ିବକୁ ନେଇ ୭ଜଣ ଡାକ୍ତର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଯାହାର ଶୁଣାଣି ବୁଧବାର ସୁପ୍ରିମକୋର୍ଟ କରିଛନ୍ତି। ଶୁଣାଣି ସମୟରେ ସୁପ୍ରିମକୋର୍ଟ କେନ୍ଦ୍ର ଓ ମେଡିକାଲ କାଉନସେଲିଂ କମିଟି (MCC)କୁ କଡ଼ା ଭର୍ତ୍ସନା କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଆପଣ ଡାକ୍ତରଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି। ଜଷ୍ଟିସ ଏମଆର ଶାହା ଏବଂ […]

ନୂଆଦିଲ୍ଲୀ: ମେ ୨୦୨୧ ର ନିଟ୍ – ପିଜିରେ ୧୪୫୬ଟି ସିଟ୍ ଖାଲି ରହିଛି। ଯାହା ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ । ସିଟ୍ ଖାଲିପଡ଼ିବକୁ ନେଇ ୭ଜଣ ଡାକ୍ତର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଯାହାର ଶୁଣାଣି ବୁଧବାର ସୁପ୍ରିମକୋର୍ଟ କରିଛନ୍ତି। ଶୁଣାଣି ସମୟରେ ସୁପ୍ରିମକୋର୍ଟ କେନ୍ଦ୍ର ଓ ମେଡିକାଲ କାଉନସେଲିଂ କମିଟି (MCC)କୁ କଡ଼ା ଭର୍ତ୍ସନା କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଆପଣ ଡାକ୍ତରଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ ବିରୋଧରେ ଯୁଦ୍ଧ ମଇଦାନକୁ ଓହ୍ଲାଇଲା ଇସ୍ରାଏଲର ନୌସେନା, ଭୂମଧ୍ୟସାଗରରୁ ମାଡ଼ ହେଉଛି ମିସାଇଲ

ଜଷ୍ଟିସ ଏମଆର ଶାହା ଏବଂ ଜଷ୍ଟିସ ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ସେ ମେଡିକାଲ କାଉନସେଲିଂ କମିଟି ଏବଂ କେନ୍ଦ୍ର ସରକାରଙ୍କୁ ନିନ୍ଦା କରି କହିଛନ୍ତି ଯେ, ମେ ୨୦୨୧ ରୁ ୧୪୫୬ଟି ସିଟ୍ ଖାଲି ଅଛି। କାହିଁକି ଏପର୍ଯ୍ୟନ୍ତ କାଉନସେଲିଂ ରାଉଣ୍ଡ କରାଯାଇନାହିଁ। ଖାଲି ସିଟ୍ ରଖିବା ଦ୍ବାରା  ତୁମେ କ’ଣ ପାଉଛ ? ଏଭଳି ପ୍ରଶ୍ନବାଣର ଛନ୍ଦି ହେଇଥିଲେ ମେଡିକାଲ କାଉନସେଲିଂ କମିଟି ଓ କେନ୍ଦ୍ର ସରକାର। ଡାକ୍ତରଙ୍କ କେତେ ଜରୁରୀ ରହିଛି ଜାଣି ସୁଦ୍ଧା ଖାଲିଥିବା ସିଟରେ ଅନୁମତି କାହିଁକି ଦିଆଯାଇ ନାହିଁ। ଏଥିସହ ସୁପ୍ରିମକୋର୍ଟ କହିଛନ୍ତି ଯେ, ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକଙ୍କୁ କୋର୍ଟକୁ ଡକାଯିବ ଏବଂ ଏହି ନିର୍ଦ୍ଦେଶ ପାସ କରାଯିବ।  ଯଦି ଗୋଟିଏ ପାଠ୍ୟକ୍ରମ ସିଟ୍ ମଧ୍ୟ ଖାଲି ରହିଥାଏ, ତେବେ ଏହା ଖାଲି ରହିବ ନାହିଁ । ଏହା ତୁମର କର୍ତ୍ତବ୍ୟ ଯେ ସିଟ୍ ଯେପରି ଫାଙ୍କା ନପଡ଼େ। ଆପଣ ଛାତ୍ରମାନଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି ବୋଲି କହି କଡ଼ା ନିନ୍ଦା କରିଛନ୍ତି ସୁପ୍ରିମକୋର୍ଟ।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ସରକାରଙ୍କ ବଡ଼ ନିଷ୍ପତ୍ତି: ସିବିଆଇ ତଦନ୍ତ ପାଇଁ ମିଳିଲା ସମ୍ପୂର୍ଣ୍ଣ ଅନୁମତି

08 Jun 2022 By The Sakala

ମେ’ ୨୦୨୧ ନିଟ୍- ପିଜିରେ ଖାଲିପଡ଼ିଥିବା ସିଟକୁ ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ

ନୂଆଦିଲ୍ଲୀ: ମେ ୨୦୨୧ ର ନିଟ୍ – ପିଜିରେ ୧୪୫୬ଟି ସିଟ୍ ଖାଲି ରହିଛି। ଯାହା ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ । ସିଟ୍ ଖାଲିପଡ଼ିବକୁ ନେଇ ୭ଜଣ ଡାକ୍ତର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଯାହାର ଶୁଣାଣି ବୁଧବାର ସୁପ୍ରିମକୋର୍ଟ କରିଛନ୍ତି। ଶୁଣାଣି ସମୟରେ ସୁପ୍ରିମକୋର୍ଟ କେନ୍ଦ୍ର ଓ ମେଡିକାଲ କାଉନସେଲିଂ କମିଟି (MCC)କୁ କଡ଼ା ଭର୍ତ୍ସନା କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଆପଣ ଡାକ୍ତରଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି।

ଜଷ୍ଟିସ ଏମଆର ଶାହା ଏବଂ ଜଷ୍ଟିସ ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ସେ ମେଡିକାଲ କାଉନସେଲିଂ କମିଟି ଏବଂ କେନ୍ଦ୍ର ସରକାରଙ୍କୁ ନିନ୍ଦା କରି କହିଛନ୍ତି ଯେ, ମେ ୨୦୨୧ ରୁ ୧୪୫୬ଟି ସିଟ୍ ଖାଲି ଅଛି। କାହିଁକି ଏପର୍ଯ୍ୟନ୍ତ କାଉନସେଲିଂ ରାଉଣ୍ଡ କରାଯାଇନାହିଁ। ଖାଲି ସିଟ୍ ରଖିବା ଦ୍ବାରା  ତୁମେ କ’ଣ ପାଉଛ ? ଏଭଳି ପ୍ରଶ୍ନବାଣର ଛନ୍ଦି ହେଇଥିଲେ ମେଡିକାଲ କାଉନସେଲିଂ କମିଟି ଓ କେନ୍ଦ୍ର ସରକାର। ଡାକ୍ତରଙ୍କ କେତେ ଜରୁରୀ ରହିଛି ଜାଣି ସୁଦ୍ଧା ଖାଲିଥିବା ସିଟରେ ଅନୁମତି କାହିଁକି ଦିଆଯାଇ ନାହିଁ। ଏଥିସହ ସୁପ୍ରିମକୋର୍ଟ କହିଛନ୍ତି ଯେ, ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକଙ୍କୁ କୋର୍ଟକୁ ଡକାଯିବ ଏବଂ ଏହି ନିର୍ଦ୍ଦେଶ ପାସ କରାଯିବ।  ଯଦି ଗୋଟିଏ ପାଠ୍ୟକ୍ରମ ସିଟ୍ ମଧ୍ୟ ଖାଲି ରହିଥାଏ, ତେବେ ଏହା ଖାଲି ରହିବ ନାହିଁ । ଏହା ତୁମର କର୍ତ୍ତବ୍ୟ ଯେ ସିଟ୍ ଯେପରି ଫାଙ୍କା ନପଡ଼େ। ଆପଣ ଛାତ୍ରମାନଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି ବୋଲି କହି କଡ଼ା ନିନ୍ଦା କରିଛନ୍ତି ସୁପ୍ରିମକୋର୍ଟ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର