ଭତ୍ତା ପାଇଁ ୯୦୦ କି.ମି ଯାତ୍ରା କରୁଛନ୍ତି ୯୫ ବର୍ଷୀୟା ବୃଦ୍ଧା

The Sakala Picture
Published On

ରାୟପୁର: ଏକବିଂଶ ଶତାଦ୍ଦୀର ଅତ୍ୟାଧୁନିକ ଯୋଗାଯୋଗ ଯୁଗରେ ଜଣେ ୯୫ ବର୍ଷୀୟ ବିଧବା ଲଳିତା ଦେବୀ ଭତ୍ତା ପାଇଁ ୯୦୦ କି.ମି ଯାତ୍ରା କରିବା ଅନେକଙ୍କୁ ବିସ୍ମିତ କରିଛି। ଛତିଶଗଡର ଏହି ବୃଦ୍ଧା ମହିଳାଙ୍କୁ ମାସକୁ ୬ ହଜାର ଟଙ୍କା ଭତ୍ତା ମିଳୁଛି। ଏହି ଭତ୍ତା ଆଣିବା ପାଇଁ ସେ ପ୍ରତି ତିନିମାସରେ ଥରେ ୯୦୦ କି.ମି ଯାତ୍ରା କରୁଛନ୍ତି। ସେ ୨୦ ବର୍ଷ ହେଲା ଉତ୍ତରପ୍ରଦେଶର ବଲିଆ ଯାଇ ଭତ୍ତା ଆଣୁଛନ୍ତି। ଦ୍ଵିତୀୟ ବିଶ୍ବଯୁଦ୍ଧ ସମୟରେ […]

ରାୟପୁର: ଏକବିଂଶ ଶତାଦ୍ଦୀର ଅତ୍ୟାଧୁନିକ ଯୋଗାଯୋଗ ଯୁଗରେ ଜଣେ ୯୫ ବର୍ଷୀୟ ବିଧବା ଲଳିତା ଦେବୀ ଭତ୍ତା ପାଇଁ ୯୦୦ କି.ମି ଯାତ୍ରା କରିବା ଅନେକଙ୍କୁ ବିସ୍ମିତ କରିଛି। ଛତିଶଗଡର ଏହି ବୃଦ୍ଧା ମହିଳାଙ୍କୁ ମାସକୁ ୬ ହଜାର ଟଙ୍କା ଭତ୍ତା ମିଳୁଛି। ଏହି ଭତ୍ତା ଆଣିବା ପାଇଁ ସେ ପ୍ରତି ତିନିମାସରେ ଥରେ ୯୦୦ କି.ମି ଯାତ୍ରା କରୁଛନ୍ତି। ସେ ୨୦ ବର୍ଷ ହେଲା ଉତ୍ତରପ୍ରଦେଶର ବଲିଆ ଯାଇ ଭତ୍ତା ଆଣୁଛନ୍ତି। ଦ୍ଵିତୀୟ ବିଶ୍ବଯୁଦ୍ଧ ସମୟରେ ସୈନିକ ଥିବା ରଞ୍ଜିତ ସିଂହଙ୍କ ପତ୍ନୀ ହେଉଛନ୍ତି ଲଳିତା ଦେବୀ। ସେ ଏବେ ନିଜ ପୁଅ ସହ ବିଳାଶପୁରରେ ରହୁଛନ୍ତି। ସେ ୨୦ ବର୍ଷ ତଳେ ବଲିଆରୁ ବିଳାଶପୁର ଚାଲି ଆସିଥିଲେ। ଏଭଳି ଉପନୀତ ବୟସରେ ଜୀବିତ ଥିବା ପ୍ରମାଣ ଦେବା ପାଇଁ ତାଙ୍କୁ ବଲିଆ ଯିବାକୁ ପଡୁଛି। ତାଙ୍କ ପୁଅକୁ ମଧ୍ୟ ଠିକ୍‌ ସେ ଦେଖାଯାଉନାହିଁ। ସେ ୭୦ ପ୍ରତିଶତ ଦୃଷ୍ଟିଶକ୍ତି ହରାଇ ସାରିଛନ୍ତି। ସେ ଅନେକ ବର୍ଷ ହେଲା ଭତ୍ତାକୁ ବିଳାଶପୁର ସ୍ଥାନାନ୍ତର କରିବାକୁ ଅଧିକାରୀଙ୍କୁ ଅନୁରୋଧ କରି ଆସୁଛନ୍ତି। ଏହା ସତ୍ତ୍ବେ ତାଙ୍କ ସମସ୍ୟା ସମାଧାନ ହୋଇପାରୁନାହିଁ।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ବିମାନ ଦୁର୍ଘଟଣା: ପାହାଡ଼ ସହ ପିଟିହେଲା ଘରୋଇ ବିମାନ, ପାଇଲଟ୍ ଓ କୋ-ପାଇଲଟଙ୍କ ମୃତ୍ୟୁ ଆଶଙ୍କା

20 May 2022 By The Sakala

ଭତ୍ତା ପାଇଁ ୯୦୦ କି.ମି ଯାତ୍ରା କରୁଛନ୍ତି ୯୫ ବର୍ଷୀୟା ବୃଦ୍ଧା

ରାୟପୁର: ଏକବିଂଶ ଶତାଦ୍ଦୀର ଅତ୍ୟାଧୁନିକ ଯୋଗାଯୋଗ ଯୁଗରେ ଜଣେ ୯୫ ବର୍ଷୀୟ ବିଧବା ଲଳିତା ଦେବୀ ଭତ୍ତା ପାଇଁ ୯୦୦ କି.ମି ଯାତ୍ରା କରିବା ଅନେକଙ୍କୁ ବିସ୍ମିତ କରିଛି। ଛତିଶଗଡର ଏହି ବୃଦ୍ଧା ମହିଳାଙ୍କୁ ମାସକୁ ୬ ହଜାର ଟଙ୍କା ଭତ୍ତା ମିଳୁଛି। ଏହି ଭତ୍ତା ଆଣିବା ପାଇଁ ସେ ପ୍ରତି ତିନିମାସରେ ଥରେ ୯୦୦ କି.ମି ଯାତ୍ରା କରୁଛନ୍ତି। ସେ ୨୦ ବର୍ଷ ହେଲା ଉତ୍ତରପ୍ରଦେଶର ବଲିଆ ଯାଇ ଭତ୍ତା ଆଣୁଛନ୍ତି। ଦ୍ଵିତୀୟ ବିଶ୍ବଯୁଦ୍ଧ ସମୟରେ ସୈନିକ ଥିବା ରଞ୍ଜିତ ସିଂହଙ୍କ ପତ୍ନୀ ହେଉଛନ୍ତି ଲଳିତା ଦେବୀ। ସେ ଏବେ ନିଜ ପୁଅ ସହ ବିଳାଶପୁରରେ ରହୁଛନ୍ତି। ସେ ୨୦ ବର୍ଷ ତଳେ ବଲିଆରୁ ବିଳାଶପୁର ଚାଲି ଆସିଥିଲେ। ଏଭଳି ଉପନୀତ ବୟସରେ ଜୀବିତ ଥିବା ପ୍ରମାଣ ଦେବା ପାଇଁ ତାଙ୍କୁ ବଲିଆ ଯିବାକୁ ପଡୁଛି। ତାଙ୍କ ପୁଅକୁ ମଧ୍ୟ ଠିକ୍‌ ସେ ଦେଖାଯାଉନାହିଁ। ସେ ୭୦ ପ୍ରତିଶତ ଦୃଷ୍ଟିଶକ୍ତି ହରାଇ ସାରିଛନ୍ତି। ସେ ଅନେକ ବର୍ଷ ହେଲା ଭତ୍ତାକୁ ବିଳାଶପୁର ସ୍ଥାନାନ୍ତର କରିବାକୁ ଅଧିକାରୀଙ୍କୁ ଅନୁରୋଧ କରି ଆସୁଛନ୍ତି। ଏହା ସତ୍ତ୍ବେ ତାଙ୍କ ସମସ୍ୟା ସମାଧାନ ହୋଇପାରୁନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର