ତିହାର ଜେଲ୍‌ରେ ପୁଣି ଗୋଷ୍ଠୀ ସଙ୍ଘର୍ଷ, ୧୫ କଏଦୀ ଗୁରୁତର

The Sakala Picture
Published On

ଦିଲ୍ଲୀ: ଦିଲ୍ଲୀର ତିହାର ଜେଲ୍‌ରେ ପୁଣି କଏଦୀଙ୍କ ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ। ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ଘଟି ୧୫ଜଣ କଏଦୀ ଗୁରୁତର ଆହତ ହୋଇଛନ୍ତି । ୮ ନମ୍ଵର ଓ ୯ ନମ୍ଵର ସେଲ୍‌ରେ ଥିବା କଏଦୀଙ୍କ ମଧ୍ୟରେ ହୋଇଥିଲା ଏହି ଗୋଷ୍ଠୀ ସଙ୍ଘର୍ଷଗୁରୁତର କଏଦୀମାନଙ୍କ ଚିକିତ୍ସା ଚାଲିଛି। ତେବେ ଦୁଇ ଦିନ ତଳେ ଏହି ହିଂସାକାଣ୍ଡ ଘଟିଥିବା ତିହାର ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କଏଦୀଙ୍କ ମଧ୍ୟରେ ବଚସାକୁ ନେଇ ହିଂସା କାଣ୍ଡ ଘଟିଥିବା […]

ଦିଲ୍ଲୀ: ଦିଲ୍ଲୀର ତିହାର ଜେଲ୍‌ରେ ପୁଣି କଏଦୀଙ୍କ ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ। ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ଘଟି ୧୫ଜଣ କଏଦୀ ଗୁରୁତର ଆହତ ହୋଇଛନ୍ତି । ୮ ନମ୍ଵର ଓ ୯ ନମ୍ଵର ସେଲ୍‌ରେ ଥିବା କଏଦୀଙ୍କ ମଧ୍ୟରେ ହୋଇଥିଲା ଏହି ଗୋଷ୍ଠୀ ସଙ୍ଘର୍ଷଗୁରୁତର କଏଦୀମାନଙ୍କ ଚିକିତ୍ସା ଚାଲିଛି। ତେବେ ଦୁଇ ଦିନ ତଳେ ଏହି ହିଂସାକାଣ୍ଡ ଘଟିଥିବା ତିହାର ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କଏଦୀଙ୍କ ମଧ୍ୟରେ ବଚସାକୁ ନେଇ ହିଂସା କାଣ୍ଡ ଘଟିଥିବା ଜଣାପଡିଛି । ପୁରା ଘଟଣାକ୍ରମର ଯାଞ୍ଚ ଆରମ୍ଭ କରିଛି ତିହାର ଜେଲ ପ୍ରଶାସନ ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

ତେବେ ତିହାର ଜେଲ୍‌ରେ ଏହା ପ୍ରଥମ ମାମଲା ନୁହେଁ। ଏହା ପୂର୍ବରୁ ଫେବୃଆରୀରେ ୪ ନମ୍ଵର ଜେଲ୍‌ରେ ଗୋଷ୍ଠୀ ସଙ୍ଘର୍ଷ ହୋଇଥିଲା। ଏହି ଘଟଣାରେ ସହାୟକ ଜେଲ୍ ଅଧୀକ୍ଷକ ଏବଂ ୱାର୍ଡର ଆହତ ହୋଇଥିଲେ। ୪ ଜଣ କଏଦୀ ମଧ୍ୟ ଗୁରୁତର ହୋଇଥିଲେ।

ଆହୁରି ପଢ଼ନ୍ତୁ: ଆମେରିକା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ: ରିପବ୍ଲିକାନ୍ ପାର୍ଟି ଜିତିଲେ ପ୍ରତି ନାଗରିକଙ୍କୁ ୫,୦୦୦ ଡଲାର ଦେବାକୁ ଟ୍ରମ୍ପଙ୍କ ଘୋଷଣା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର