“ମୋର ଆଉ କାହାକୁ ବିଶ୍ବାସ ନାହିଁ”- ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି

The Sakala Picture
Published On

ନୂଆଦିଲ୍ଲୀ: ରୁଷ ବିରୋଧରେ ବାରମ୍ବାର ସହାୟତା ପାଇଁ ବିଶ୍ବ ସମୁଦାୟକୁ ନିବେଦନ କରି ଶେଷରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ନିରାଶ ହୋଇଛନ୍ତି । ଯୁଦ୍ଧଗ୍ରସ୍ତ ୟୁକ୍ରେନକୁ ଏବେ ସୁଦ୍ଧା ଯାହା କିଛି ମିଳିଛି ତାହା ଆଶାନୁରୂପକ ନୁହଁ । ବିଶେଷକରି ନାଟୋ ଉପରେ ଜେଲେନସ୍କିଙ୍କ ଯେଉଁ ଭରସା ଥିଲା ତାହା ତୁଟିଯିବା ପରେ ସେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ଏବେ ତାଙ୍କର ଆଉ କୌଣସି ରାଷ୍ଟ୍ରପତିଙ୍କ ଉପରେ ବିଶ୍ଵାସ ନାହିଁ ବୋଲି ଜେଲେନସ୍କି କହିଛନ୍ତି […]

ନୂଆଦିଲ୍ଲୀ: ରୁଷ ବିରୋଧରେ ବାରମ୍ବାର ସହାୟତା ପାଇଁ ବିଶ୍ବ ସମୁଦାୟକୁ ନିବେଦନ କରି ଶେଷରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ନିରାଶ ହୋଇଛନ୍ତି । ଯୁଦ୍ଧଗ୍ରସ୍ତ ୟୁକ୍ରେନକୁ ଏବେ ସୁଦ୍ଧା ଯାହା କିଛି ମିଳିଛି ତାହା ଆଶାନୁରୂପକ ନୁହଁ । ବିଶେଷକରି ନାଟୋ ଉପରେ ଜେଲେନସ୍କିଙ୍କ ଯେଉଁ ଭରସା ଥିଲା ତାହା ତୁଟିଯିବା ପରେ ସେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ଏବେ ତାଙ୍କର ଆଉ କୌଣସି ରାଷ୍ଟ୍ରପତିଙ୍କ ଉପରେ ବିଶ୍ଵାସ ନାହିଁ ବୋଲି ଜେଲେନସ୍କି କହିଛନ୍ତି । ନିଜେ ଏବଂ କେବଳ ନିଜ ଦେଶବସୀଙ୍କ ସହ ସେନା ଉପରେ ତାଙ୍କର ବିଶ୍ବାସ ରହିଥିବା ଜେଲେନସ୍କି କହିଥିବା ବେଳେ ଯୁଦ୍ଧ ବିରତି ପାଇଁ କୌଣସି ସ୍ଥିତିରେ ଆମେ ଆମ ଦେଶର ପୂର୍ବ ଭାଗକୁ ରୁଷ ହାତରେ ଟେକି ଦେଇପାରିବୁ ନାହିଁ ବୋଲି ଆମେରିକା ଗଣମାଧ୍ୟମ ସିଏନଏନକୁ ସାକ୍ଷାତକାର ଦେଇ ଜେଲେନସ୍କି କହିଛନ୍ତି। ସେହିପରି ମାରିଉପୋଲରେ ଯଦି ରୁଷ ସେନା ୟୁକ୍ରେନ ସେନାକୁ ହତ୍ୟା କରେ ତେବେ ଆଉ କଦାଚିତ ଆଲୋଚନା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ସ୍ୱାମୀଙ୍କୁ ଭେଟିବା ପାଇଁ ମୋବାଇଲ୍ ଟାୱାରରେ ଚଢ଼ିଲେ ସ୍ତ୍ରୀ: ବିହାରର ବଗହାରେ ହାଇଭୋଲଟେଜ୍ ଡ୍ରାମା

19 Apr 2022 By The Sakala

“ମୋର ଆଉ କାହାକୁ ବିଶ୍ବାସ ନାହିଁ”- ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି

ନୂଆଦିଲ୍ଲୀ: ରୁଷ ବିରୋଧରେ ବାରମ୍ବାର ସହାୟତା ପାଇଁ ବିଶ୍ବ ସମୁଦାୟକୁ ନିବେଦନ କରି ଶେଷରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ନିରାଶ ହୋଇଛନ୍ତି । ଯୁଦ୍ଧଗ୍ରସ୍ତ ୟୁକ୍ରେନକୁ ଏବେ ସୁଦ୍ଧା ଯାହା କିଛି ମିଳିଛି ତାହା ଆଶାନୁରୂପକ ନୁହଁ । ବିଶେଷକରି ନାଟୋ ଉପରେ ଜେଲେନସ୍କିଙ୍କ ଯେଉଁ ଭରସା ଥିଲା ତାହା ତୁଟିଯିବା ପରେ ସେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ଏବେ ତାଙ୍କର ଆଉ କୌଣସି ରାଷ୍ଟ୍ରପତିଙ୍କ ଉପରେ ବିଶ୍ଵାସ ନାହିଁ ବୋଲି ଜେଲେନସ୍କି କହିଛନ୍ତି । ନିଜେ ଏବଂ କେବଳ ନିଜ ଦେଶବସୀଙ୍କ ସହ ସେନା ଉପରେ ତାଙ୍କର ବିଶ୍ବାସ ରହିଥିବା ଜେଲେନସ୍କି କହିଥିବା ବେଳେ ଯୁଦ୍ଧ ବିରତି ପାଇଁ କୌଣସି ସ୍ଥିତିରେ ଆମେ ଆମ ଦେଶର ପୂର୍ବ ଭାଗକୁ ରୁଷ ହାତରେ ଟେକି ଦେଇପାରିବୁ ନାହିଁ ବୋଲି ଆମେରିକା ଗଣମାଧ୍ୟମ ସିଏନଏନକୁ ସାକ୍ଷାତକାର ଦେଇ ଜେଲେନସ୍କି କହିଛନ୍ତି। ସେହିପରି ମାରିଉପୋଲରେ ଯଦି ରୁଷ ସେନା ୟୁକ୍ରେନ ସେନାକୁ ହତ୍ୟା କରେ ତେବେ ଆଉ କଦାଚିତ ଆଲୋଚନା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର