ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନଙ୍କ ବଡ ଘୋଷଣା, ଜନତାଙ୍କ ପାଇଁ ନେଲେ ଏପରି ଏକ ନିଷ୍ପତ୍ତି…

The Sakala Picture
Published On

ଚଣ୍ଡିଗଡ : ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ବିଶାଳ ବିଜୟ ପରେ ଗତକାଲି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ଆପ୍ ନେତା ଭଗୱନ୍ତ ମାନ୍। ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭଗୱନ୍ତ ମାନ୍ ଶପଥ ନେବା ପରେ ଆକ୍ସନକୁ ଆସିଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ଦୁର୍ନୀତିରେ ରୋକ ଲଗାଇବାକୁ ବଡ ପଦକ୍ଷେପ ନେଇଛନ୍ତି ଭଗୱନ୍ତ। अब पंजाब में भ्रष्टाचार नहीं चलेगा!@BhagwantMann Govt to launch Anti-Corruption Helpline Number on Shaheed Diwas, […]

ଚଣ୍ଡିଗଡ : ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ବିଶାଳ ବିଜୟ ପରେ ଗତକାଲି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ଆପ୍ ନେତା ଭଗୱନ୍ତ ମାନ୍। ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭଗୱନ୍ତ ମାନ୍ ଶପଥ ନେବା ପରେ ଆକ୍ସନକୁ ଆସିଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ଦୁର୍ନୀତିରେ ରୋକ ଲଗାଇବାକୁ ବଡ ପଦକ୍ଷେପ ନେଇଛନ୍ତି ଭଗୱନ୍ତ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ଆଜି ଟ୍ୱିଟ କରି ପଞ୍ଜାବ ମୁଖ୍ୟମନ୍ତ୍ରୀ ବଡ କଥା କହିଥିଲେ । ସେ କହିଥିଲେ ପଞ୍ଜାବ ଜନତାଙ୍କ ପାଇଁ ଆଜି ମୁଁ ବଡ ନିଷ୍ପତ୍ତି ନିଆଯିବ । ତାଙ୍କ ପଞ୍ଜାବ ଇତିହାସରେ ଆଜି ପ୍ରଥମ ଘଟଣା ଘଟିବ । ଯାହା ଆଜି ପର୍ଯ୍ୟନ୍ତ କେହି କେବେ ନେଇନଥିବେ । ଏହି ଟ୍ବିଟର କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ଭାବେ ଦୁର୍ନୀତିରେ ରୋକ ଲଗାଇବାକୁ ବଡ ପଦକ୍ଷେପ ନେଇଛନ୍ତି ଭଗୱନ୍ତ । ଭଗତ ସିଂଙ୍କ ଜନ୍ମଦିନ ଅଥାର୍ତ ସହିଦ ଦିବସରେ ପଞ୍ଜାବବାସୀଙ୍କ ପାଇଁ ଦୁର୍ନୀତି ନିବାରଣ ହେଲ୍ପଲାଇନ ଜାରି କରିବେ ଭଗୱନ୍ତ ମାନ୍ । ଯେଉଁ ହ୍ୱାଟସଆପ୍ ନମ୍ବରରେ ଦୁର୍ନୀତି ସମ୍ପର୍କିତ ଅଭିଯୋଗ କରିପାରିବେ ଲୋକେ । ଭଗୱନ୍ତ ଟ୍ୱିଟ କରି କହିଛନ୍ତି, ଏହି ହେଲ୍ପଲାଇନରେ ଦିଆଯିବାକୁ ଥିବା ନମ୍ବର ମୋର ବ୍ୟକ୍ତିଗତ ନମ୍ବର । ଯଦି ଆପଣଙ୍କୁ କେହି ଲାଞ୍ଚ ମାଗୁଥାନ୍ତି ତେବେ ଏହାର ଅଡିଓ ଓ ଭିଡିଓ ରେକର୍ଡିଂ କରି ମୋତେ ପଠାଇପାରିବେ । ଆଉ ଏହା ଦେଖିବା ପରେ ଦୁର୍ନୀତିଖୋର ବାବୁ ଓ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ।

ପଞ୍ଜାବ ଦୁର୍ନୀତିମୁକ୍ତ ହେବ

ଭଗୱନ୍ତ ମାନ୍ କହିଛନ୍ତି ଯେ ପଞ୍ଜାବ ଦୁର୍ନୀତିମୁକ୍ତ କରିବା ମୋର ଲକ୍ଷ୍ୟ। ଏଥି ପାଇଁ  ୨୩ ମାର୍ଚ୍ଚରେ ଏହି ହେଲ୍ପଲାଇନ ନମ୍ବର ଜାରି କରାଯିବ । ଏବେ ସରକାରୀ କର୍ମଚାରୀଙ୍କ ମଧ୍ୟରୁ ୯୯ ପ୍ରତିଶତ ଲୋକ ସଚ୍ଚୋଟ ଥିବା ବେଳେ ମାତ୍ର ୧ ପ୍ରତିଶତ ଦୁର୍ନୀତିଖୋର ବାବୁଙ୍କ ପାଇଁ ପୂରା ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଛିଡା ହେଉଛି । କିନ୍ତୁ ମୁଁ ସବୁବେଳେ ସଚ୍ଚୋଟ ଅଫିସରଙ୍କ ସହ ରହିଛି । କିନ୍ତୁ ଦୁର୍ନୀତି କରୁଥିବାର ପ୍ରମାଣ ମିଳିଲେ କାହାକୁ ବି ଛଡାଯିବନି । ଏବେ ପଞ୍ଜାବରେ ଦାଦାଗିରି ଓ ଚାନ୍ଦା ଆଦାୟ ବନ୍ଦ ହେବ । ଏବେ ପଞ୍ଜାବର କୌଣସି ନେତା ଅଫିସରଙ୍କୁ ଚାନ୍ଦା ମାଗି ହଇରାଣ କରିବେ ନାହିଁ ।

ସୂଚନା ଥାଉକି, ଦିନକ ପୂର୍ବରୁ ଅର୍ଥାତ୍ ବୁଧବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଭଗଓ୍ୱନ୍ତ ସିଂହ ମାନ୍ । ପଞ୍ଜାବର ସହିଦ ଭଗତ ସିଂ ନଗର ଜିଲ୍ଲାର କିମ୍ବଦନ୍ତୀ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂଙ୍କ ପୈତୃକ ଗ୍ରାମ ଖଟକର କାଲାନରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ପଞ୍ଜାବ ରାଜ୍ୟପାଳ ବନୱାରୀଲାଲ ପୁରୋହିତ ମୁଖ୍ୟମନ୍ତ୍ରୀ ଭାବେ ମାନ୍‌ଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଥିଲେ। ଶପଥ ଗ୍ରହଣ ସମାରୋହ ପରେ, ମାନ କହିଥିଲେ ଯେ ତାଙ୍କ ସରକାର ରାଜ୍ୟରୁ ବେରୋଜଗାରୀ, ଦୁର୍ନୀତି ଏବଂ କୃଷକଙ୍କ ଦୁର୍ଦ୍ଦଶା ଭଳି ସମସ୍ୟାର ସମାଧାନ କରିବେ ଯାହା ରାଜ୍ୟକୁ ପ୍ରଭାବିତ କରୁଛି। ଶପଥ ଗ୍ରହଣ ସମାରୋହରେ ଆପ୍‌ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମନ୍ତ୍ରାୀ ସତ୍ୟେନ୍ଦ୍ର ଜୈନ ପ୍ରମୁଖ ଯୋଗ ଦେଇଥିଲେ।

17 Mar 2022 By The Sakala

https://www.thesakala.in/national-international/bhagwant-mann-took-a-big-decision-as-soon-as-he-became-the-cm-of-punjab/article-10038
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର