ଆଜି ଟାଟା ହାତକୁ ଯିବ ଏୟାର ଇଣ୍ଡିଆ

The Sakala Picture
Published On

ନୂଆଦିଲ୍ଲୀ: ଆଜି ଟାଟା ଗ୍ରୁପକୁ ହସ୍ତାନ୍ତର ହେବ ଏୟାର ଇଣ୍ଡିଆ ମାଲିକାନା । ଫଳରେ ମହାରାଜା ବ୍ରାଣ୍ଡ ଭାବେ ବିଶ୍ୱରେ ପରିଚିତ ଏୟାର ଇଣ୍ଡିଆ ଉପରୁ କର୍ତ୍ତୃତ୍ୱ ହରାଇବେ ସରକାର । ଗତବର୍ଷ ଅକ୍ଟୋବର ୮ରେ ଟାଟା ଗ୍ରୁପର ଅନ୍ୟତମ ସବସିଡାରୀ ଟେଲେସ ପ୍ରାଇଭେଟ ଲିମିଟେଡ ୧୮ ହଜାର କୋଟି ଟଙ୍କାରେ ଏୟାର ଇଣ୍ଡିଆକୁ ନିଲାମ ନେବାକୁ ସମ୍ମତ ହୋଇଥିଲା । ସେପଟେ ସମସ୍ତ ବକେୟା ଅର୍ଥ ପ୍ରଦାନ ନକଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି […]

ନୂଆଦିଲ୍ଲୀ: ଆଜି ଟାଟା ଗ୍ରୁପକୁ ହସ୍ତାନ୍ତର ହେବ ଏୟାର ଇଣ୍ଡିଆ ମାଲିକାନା । ଫଳରେ ମହାରାଜା ବ୍ରାଣ୍ଡ ଭାବେ ବିଶ୍ୱରେ ପରିଚିତ ଏୟାର ଇଣ୍ଡିଆ ଉପରୁ କର୍ତ୍ତୃତ୍ୱ ହରାଇବେ ସରକାର । ଗତବର୍ଷ ଅକ୍ଟୋବର ୮ରେ ଟାଟା ଗ୍ରୁପର ଅନ୍ୟତମ ସବସିଡାରୀ ଟେଲେସ ପ୍ରାଇଭେଟ ଲିମିଟେଡ ୧୮ ହଜାର କୋଟି ଟଙ୍କାରେ ଏୟାର ଇଣ୍ଡିଆକୁ ନିଲାମ ନେବାକୁ ସମ୍ମତ ହୋଇଥିଲା । ସେପଟେ ସମସ୍ତ ବକେୟା ଅର୍ଥ ପ୍ରଦାନ ନକଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧମକ ଦେଇଛନ୍ତି ଇଣ୍ଡିଆନ ପାଇଲଟସ ଗିଲଡ ବା ଆଇପିଜି ଏବଂ ଇଣ୍ଡିଆନ କମର୍ସିଆଲ ପାଇଲଟସ ଆସୋସିଏସନ ବା ଆଇସିପିଏ । ଏନେଇ ଦୁଇ ସଂଗଠନ ପକ୍ଷରୁ ଏୟାର ଇଣ୍ଡିଆ ସିଏମଡି ବିକ୍ରମ ଦେବ ଦତ୍ତଙ୍କୁ ସୂଚନା ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ଦୁବାଇରେ କାହିଁକି ରାସ୍ତାରେ କୁକୁର ଛାଡି ପଳାଉଛନ୍ତି ଲୋକେ? ସାମ୍ନାକୁ ଆସିଲା ଚିନ୍ତାଜନକ ସତ୍ୟ

ସେହିପରି ଡିଜିସିଏଙ୍କ ପକ୍ଷରୁ ଜାରି ନିୟାମକର ଯଦି ଉଲ୍ଲଂଘନ କରାଯାଏ ତେବେ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି ଭାରତୀୟ ଏୟାର ଇଣ୍ଡିଆ କର୍ମଚାରୀ ସଂଘ ବା ଏଆଇଇୟୁ ଏବଂ ସର୍ବଭାରତୀୟ କ୍ୟାବିନ କ୍ରିଉ ମହାସଂଘ ବା ଏଆଇସିସିଏ । ଏୟାର ଇଣ୍ଡିଆକୁ ବିକ୍ରି କରିଦିଆଯିବ ବୋଲି ସରକାର ଘୋଷଣା କରିବା ପରେ ଗତବର୍ଷ ଅକ୍ଟୋବର ୮ରେ ଟାଟା ଗ୍ରୁପ ଏହାକୁ କିଣିବା ଲାଗି ଆଗ୍ରହ ପ୍ରକାଶ କରିଥିଲା । ଏହି ଚୁକ୍ତି ଅନୁସାରେ ଏୟାର ଇଣ୍ଡିଆ ସମେତ ଏୟାର ଇଣ୍ଡିଆ ଏକ୍ସପ୍ରେସକୁ କରାୟତ୍ତ କରିବ ଟାଟାଗ୍ରୁପ । ସ୍ପାଇସ ଜେଟ ପ୍ରମୋଟର ଅଜୟ ସିଂ ଏୟାର ଇଣ୍ଡିଆ ଲାଗି ୧୫ ହଜାର ୧୦୦ କୋଟି ଟଙ୍କା ନିଲାମ ଧାର୍ଯ୍ୟ କରିଥିବାବେଳେ ଟାଟା ଗ୍ରୁପ ୧୮ ହଜାର କୋଟି ଟଙ୍କା ନିଲାମ ଧାର୍ଯ୍ୟ କରିଥିଲା ।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ଜୀବନ ହାରିଲେ ନବବଧୂ, ଶାଶୁ ଓ ଶ୍ୱଶୁର ଗିରଫ, ସ୍ୱାମୀ ଫେରାର୍

27 Jan 2022 By The Sakala

ଆଜି ଟାଟା ହାତକୁ ଯିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଆଜି ଟାଟା ଗ୍ରୁପକୁ ହସ୍ତାନ୍ତର ହେବ ଏୟାର ଇଣ୍ଡିଆ ମାଲିକାନା । ଫଳରେ ମହାରାଜା ବ୍ରାଣ୍ଡ ଭାବେ ବିଶ୍ୱରେ ପରିଚିତ ଏୟାର ଇଣ୍ଡିଆ ଉପରୁ କର୍ତ୍ତୃତ୍ୱ ହରାଇବେ ସରକାର । ଗତବର୍ଷ ଅକ୍ଟୋବର ୮ରେ ଟାଟା ଗ୍ରୁପର ଅନ୍ୟତମ ସବସିଡାରୀ ଟେଲେସ ପ୍ରାଇଭେଟ ଲିମିଟେଡ ୧୮ ହଜାର କୋଟି ଟଙ୍କାରେ ଏୟାର ଇଣ୍ଡିଆକୁ ନିଲାମ ନେବାକୁ ସମ୍ମତ ହୋଇଥିଲା । ସେପଟେ ସମସ୍ତ ବକେୟା ଅର୍ଥ ପ୍ରଦାନ ନକଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧମକ ଦେଇଛନ୍ତି ଇଣ୍ଡିଆନ ପାଇଲଟସ ଗିଲଡ ବା ଆଇପିଜି ଏବଂ ଇଣ୍ଡିଆନ କମର୍ସିଆଲ ପାଇଲଟସ ଆସୋସିଏସନ ବା ଆଇସିପିଏ । ଏନେଇ ଦୁଇ ସଂଗଠନ ପକ୍ଷରୁ ଏୟାର ଇଣ୍ଡିଆ ସିଏମଡି ବିକ୍ରମ ଦେବ ଦତ୍ତଙ୍କୁ ସୂଚନା ଦିଆଯାଇଛି ।

ସେହିପରି ଡିଜିସିଏଙ୍କ ପକ୍ଷରୁ ଜାରି ନିୟାମକର ଯଦି ଉଲ୍ଲଂଘନ କରାଯାଏ ତେବେ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି ଭାରତୀୟ ଏୟାର ଇଣ୍ଡିଆ କର୍ମଚାରୀ ସଂଘ ବା ଏଆଇଇୟୁ ଏବଂ ସର୍ବଭାରତୀୟ କ୍ୟାବିନ କ୍ରିଉ ମହାସଂଘ ବା ଏଆଇସିସିଏ । ଏୟାର ଇଣ୍ଡିଆକୁ ବିକ୍ରି କରିଦିଆଯିବ ବୋଲି ସରକାର ଘୋଷଣା କରିବା ପରେ ଗତବର୍ଷ ଅକ୍ଟୋବର ୮ରେ ଟାଟା ଗ୍ରୁପ ଏହାକୁ କିଣିବା ଲାଗି ଆଗ୍ରହ ପ୍ରକାଶ କରିଥିଲା । ଏହି ଚୁକ୍ତି ଅନୁସାରେ ଏୟାର ଇଣ୍ଡିଆ ସମେତ ଏୟାର ଇଣ୍ଡିଆ ଏକ୍ସପ୍ରେସକୁ କରାୟତ୍ତ କରିବ ଟାଟାଗ୍ରୁପ । ସ୍ପାଇସ ଜେଟ ପ୍ରମୋଟର ଅଜୟ ସିଂ ଏୟାର ଇଣ୍ଡିଆ ଲାଗି ୧୫ ହଜାର ୧୦୦ କୋଟି ଟଙ୍କା ନିଲାମ ଧାର୍ଯ୍ୟ କରିଥିବାବେଳେ ଟାଟା ଗ୍ରୁପ ୧୮ ହଜାର କୋଟି ଟଙ୍କା ନିଲାମ ଧାର୍ଯ୍ୟ କରିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର