ମରିବୁ ପଛେ, ପଛକୁ ହଟିବୁନି : ରାକେଶ ଟିକାୟତ

The Sakala Picture
Published On

ମୁଜାଫରନଗର: ଆଜି କୃଷକ ମହାପଞ୍ଚାୟତରେ ଭାଷଣ ଦେଇ ଭାରତୀୟ କୃଷକ ୟୁନିଅନର ନେତା ରାକେଶ ଟିକାଇଟ କହିଛନ୍ତି ଯେ ସରକାର ସେମାନଙ୍କ ଦାବି ପୂରଣ ନକରିବା ପର୍ଯ୍ୟନ୍ତ କୃଷକଙ୍କ ବିରୋଧ ଜାରି ରହିବ। । ଦିଲ୍ଲୀ ସୀମାରେ ହକର ଲଢ଼େଇ ଜାରି ରହିବ । ଆନ୍ଦୋଳନସ୍ଥଳରୁ ହଟିବେନି କୃଷକ । କହିଛନ୍ତି ଦିଲ୍ଲୀ ସୀମାର ଆନ୍ଦୋଳନ ସ୍ଥଳରେ ସମାଧି ନେବୁ, ଜୀବନ ଦେବୁ ସିନା ନ ଜିତିବା ଯାଏଁ ଆନ୍ଦୋଳନ ସ୍ଥଳ ଛାଡ଼ିବୁନି । ପୂର୍ବରୁ ସରକାରଙ୍କ […]

ମୁଜାଫରନଗର: ଆଜି କୃଷକ ମହାପଞ୍ଚାୟତରେ ଭାଷଣ ଦେଇ ଭାରତୀୟ କୃଷକ ୟୁନିଅନର ନେତା ରାକେଶ ଟିକାଇଟ କହିଛନ୍ତି ଯେ ସରକାର ସେମାନଙ୍କ ଦାବି ପୂରଣ ନକରିବା ପର୍ଯ୍ୟନ୍ତ କୃଷକଙ୍କ ବିରୋଧ ଜାରି ରହିବ। । ଦିଲ୍ଲୀ ସୀମାରେ ହକର ଲଢ଼େଇ ଜାରି ରହିବ । ଆନ୍ଦୋଳନସ୍ଥଳରୁ ହଟିବେନି କୃଷକ । କହିଛନ୍ତି ଦିଲ୍ଲୀ ସୀମାର ଆନ୍ଦୋଳନ ସ୍ଥଳରେ ସମାଧି ନେବୁ, ଜୀବନ ଦେବୁ ସିନା ନ ଜିତିବା ଯାଏଁ ଆନ୍ଦୋଳନ ସ୍ଥଳ ଛାଡ଼ିବୁନି । ପୂର୍ବରୁ ସରକାରଙ୍କ ସହ ଆଲୋଚନା ସଫଳ ହୋଇନଥିବା ବେଳେ ଏବେ ପୁଣି ସରକାର ଆଲୋଚନା ପାଇଁ ଡାକିଲେ ଯିବୁ ବୋଲି କହିଛନ୍ତି ଟିକାୟତ । ସ୍ୱାଧୀନତା ପାଇଁ ୯୦ ବର୍ଷ ସଂଘର୍ଷ ଜାରି ରହିଥିଲା ।

ଆହୁରି ପଢ଼ନ୍ତୁ: ମହାକାଶରୁ କେମିତି ଦିଶେ ଭାରତ? ଆରବ ସାଗର ଓ ହିମାଳୟ ଉପରୁ ନିଆଯାଇଥିବା ଅପୂର୍ବ ରାତ୍ରି ଦୃଶ୍ୟ ସେୟାର କଲା ISS

ମୋତେ ଜଣାନାହିଁ ଏହି ଆନ୍ଦୋଲନ କେତେଦିନ ଧରି ଚାଲିବ । ଟିକାୟତ କହିଛନ୍ତି, ଏମାନେ ଲୋକଙ୍କୁ ଭାଗ ବାଣ୍ଟିବା କାମ କରୁଛନ୍ତି, ଆମକୁ ରୋକିବାକୁ ପଡ଼ିବ । ଜାନୁଆରୀ ୨୬ରେ ଆନ୍ଦୋଳନର ହତ୍ୟା ହୋଇଥାନ୍ତା । ହଜାର ହଜାର ଫୋର୍ସ ଥିଲେ, ତଥାପି ଆମେ ଆନ୍ଦୋଳନ ସ୍ଥଳରେ ବସିଛୁ । ଆମ ଦାବି ପୂରଣ ନହେବା ଯାଏଁ ହଟିବୁନି । ଆମକୁ ଏମଏସପି ଗ୍ୟାରେଣ୍ଟି ଦରକାର । ଦାବି ପୂରଣ ନହେବା ଯାଏଁ ଦେଶବ୍ୟାପୀ ସଂଯୁକ୍ତ କିଷାନ ମୋର୍ଚ୍ଚ ଆନ୍ଦୋଳନ ଜାରି ରଖିବ । ଆଜି ମୁଜାଫରନଗରରେ ହୋଇଥିବା କୃଷକ ମହାପଞ୍ଚାୟତରେ ୟୁପି ସହ ୧୫ ରାଜ୍ୟର କୃଷକ ସାମିଲ୍ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ଉତ୍ତରପ୍ରଦେଶର କୁଶୀନଗରରେ ପାର୍କିଂ ବିବାଦରୁ ୩୦ ବର୍ଷୀୟ ଯୁବକଙ୍କୁ ଲାଠିରେ ପିଟି ପିଟି ହତ୍ୟା

05 Sep 2021 By The Sakala

ମରିବୁ ପଛେ, ପଛକୁ ହଟିବୁନି : ରାକେଶ ଟିକାୟତ

ମୁଜାଫରନଗର: ଆଜି କୃଷକ ମହାପଞ୍ଚାୟତରେ ଭାଷଣ ଦେଇ ଭାରତୀୟ କୃଷକ ୟୁନିଅନର ନେତା ରାକେଶ ଟିକାଇଟ କହିଛନ୍ତି ଯେ ସରକାର ସେମାନଙ୍କ ଦାବି ପୂରଣ ନକରିବା ପର୍ଯ୍ୟନ୍ତ କୃଷକଙ୍କ ବିରୋଧ ଜାରି ରହିବ। । ଦିଲ୍ଲୀ ସୀମାରେ ହକର ଲଢ଼େଇ ଜାରି ରହିବ । ଆନ୍ଦୋଳନସ୍ଥଳରୁ ହଟିବେନି କୃଷକ । କହିଛନ୍ତି ଦିଲ୍ଲୀ ସୀମାର ଆନ୍ଦୋଳନ ସ୍ଥଳରେ ସମାଧି ନେବୁ, ଜୀବନ ଦେବୁ ସିନା ନ ଜିତିବା ଯାଏଁ ଆନ୍ଦୋଳନ ସ୍ଥଳ ଛାଡ଼ିବୁନି । ପୂର୍ବରୁ ସରକାରଙ୍କ ସହ ଆଲୋଚନା ସଫଳ ହୋଇନଥିବା ବେଳେ ଏବେ ପୁଣି ସରକାର ଆଲୋଚନା ପାଇଁ ଡାକିଲେ ଯିବୁ ବୋଲି କହିଛନ୍ତି ଟିକାୟତ । ସ୍ୱାଧୀନତା ପାଇଁ ୯୦ ବର୍ଷ ସଂଘର୍ଷ ଜାରି ରହିଥିଲା ।

ମୋତେ ଜଣାନାହିଁ ଏହି ଆନ୍ଦୋଲନ କେତେଦିନ ଧରି ଚାଲିବ । ଟିକାୟତ କହିଛନ୍ତି, ଏମାନେ ଲୋକଙ୍କୁ ଭାଗ ବାଣ୍ଟିବା କାମ କରୁଛନ୍ତି, ଆମକୁ ରୋକିବାକୁ ପଡ଼ିବ । ଜାନୁଆରୀ ୨୬ରେ ଆନ୍ଦୋଳନର ହତ୍ୟା ହୋଇଥାନ୍ତା । ହଜାର ହଜାର ଫୋର୍ସ ଥିଲେ, ତଥାପି ଆମେ ଆନ୍ଦୋଳନ ସ୍ଥଳରେ ବସିଛୁ । ଆମ ଦାବି ପୂରଣ ନହେବା ଯାଏଁ ହଟିବୁନି । ଆମକୁ ଏମଏସପି ଗ୍ୟାରେଣ୍ଟି ଦରକାର । ଦାବି ପୂରଣ ନହେବା ଯାଏଁ ଦେଶବ୍ୟାପୀ ସଂଯୁକ୍ତ କିଷାନ ମୋର୍ଚ୍ଚ ଆନ୍ଦୋଳନ ଜାରି ରଖିବ । ଆଜି ମୁଜାଫରନଗରରେ ହୋଇଥିବା କୃଷକ ମହାପଞ୍ଚାୟତରେ ୟୁପି ସହ ୧୫ ରାଜ୍ୟର କୃଷକ ସାମିଲ୍ ହୋଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର