ଆଜି ଲୋକାର୍ପିତ ହେବ ଆଦି ଶଙ୍କରାଚାର୍ଯ୍ୟଙ୍କ ବିଶାଳକାଳ ପ୍ରତିମୂର୍ତ୍ତି, ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ଵାନ କରିବେ ଅନାବରଣ

The Sakala Picture
Published On

ମଧ୍ୟପ୍ରଦେଶ: ଆଜି ମଧ୍ୟପ୍ରଦେଶରେ ଦେଶରେ ସନାତନ ଧର୍ମ ପ୍ରତିଷ୍ଠା କରିଥିବା ଆଦି ଶଙ୍କରାଚାର୍ଯ୍ୟଙ୍କ ସମ୍ମାନାର୍ଥେ ଏକ ବଡ କାର୍ଯ୍ୟକ୍ରମ ଅନୁଷ୍ଠତ ହେବ। ଆଜି ଖଣ୍ଡଓ୍ବା ଜିଲ୍ଲାରେ ୧୦୮ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମାଚିତ ହେବ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଏହି ବିଶାଳକାୟ ପ୍ରତି ମୂର୍ତ୍ତିର ଉଦଘାଟନ କରିବେ। ଏହା ଅଷ୍ଟଧାତୁରେ ନିର୍ମାଣ ହୋଇଛି । ମୁଖ୍ୟମନ୍ତ୍ରୀ ଆଜି ଏହି ମୂର୍ତ୍ତିକୁ ଉନ୍ମୋଚିତ କହିବା ସହିତ ଅଦଭେତ୍ୟ ଲୋକର ଶିଳାନ୍ୟାସ ଏବଂ ଭୂମି ପୂଜା ମଧ୍ୟ […]

ମଧ୍ୟପ୍ରଦେଶ: ଆଜି ମଧ୍ୟପ୍ରଦେଶରେ ଦେଶରେ ସନାତନ ଧର୍ମ ପ୍ରତିଷ୍ଠା କରିଥିବା ଆଦି ଶଙ୍କରାଚାର୍ଯ୍ୟଙ୍କ ସମ୍ମାନାର୍ଥେ ଏକ ବଡ କାର୍ଯ୍ୟକ୍ରମ ଅନୁଷ୍ଠତ ହେବ। ଆଜି ଖଣ୍ଡଓ୍ବା ଜିଲ୍ଲାରେ ୧୦୮ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମାଚିତ ହେବ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଏହି ବିଶାଳକାୟ ପ୍ରତି ମୂର୍ତ୍ତିର ଉଦଘାଟନ କରିବେ। ଏହା ଅଷ୍ଟଧାତୁରେ ନିର୍ମାଣ ହୋଇଛି । ମୁଖ୍ୟମନ୍ତ୍ରୀ ଆଜି ଏହି ମୂର୍ତ୍ତିକୁ ଉନ୍ମୋଚିତ କହିବା ସହିତ ଅଦଭେତ୍ୟ ଲୋକର ଶିଳାନ୍ୟାସ ଏବଂ ଭୂମି ପୂଜା ମଧ୍ୟ କରିବେ।

ଆହୁରି ପଢ଼ନ୍ତୁ: ଦଶମ ଶ୍ରେଣୀ ଛାତ୍ରୀଙ୍କୁ ମଦ ପିଆଇ କାର୍ ଭିତରେ ଗଣଦୁଷ୍କର୍ମ, ଅଚେତ ଅବସ୍ଥାରେ ଉଦ୍ଧାର

ଏଠାରେ 3D ହୋଲଗ୍ରାମ ମଧ୍ୟ ଲଗାଯାଇଛି ଯାହାଫଳରେ ଏଠାରେ ଲୋକମାନେ ଶଙ୍କରାଚାର୍ଯ୍ୟଙ୍କ ସିନ୍ଧାନ୍ତକୁ ବୁଝି ପାରିବେ ଏବଂ ତାହା ଉପରେ ଜ୍ଞାନ ମଧ୍ୟ ଲାଭ କରିପାରିବେ। ଏହାକୁ ସେପ୍ଟେମ୍ବର ୧୮ ତାରିଖରେ ଉନ୍ମୋଚନ କରିବାର ଥିଲା କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ଏହାକୁ ୨୧ ସେପ୍ଟେମ୍ବର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା । ମାନ୍ୟତା ରହିଛି କି, ଶଙ୍କରାଚାର୍ଯ୍ୟଙ୍କ ଜନ୍ମ କେରଳରେ ହୋଇଥିଲା ।

ଆହୁରି ପଢ଼ନ୍ତୁ: ବୈଶାଳୀରେ ହାଇଭୋଲଟେଜ୍ ଡ୍ରାମା: ପ୍ରେମିକାକୁ ନେଇ ଫେରାର ହେଉଥିବା ବେଳେ ପ୍ରେମିକକୁ ନିସ୍ତୁକ ମାଡ଼

ବାଲାବସ୍ଥାରେ ସନ୍ନ୍ୟାସ ନେବା ପରେ ଓମକେଶ୍ୱରକୁ ଆସି ଏଠାରେ ୪ ବର୍ଷ ପାଇଁ ବିଦ୍ୟା ପ୍ରାପ୍ତ କରିଥିଲେ । ଧାର୍ମିକ ମାନ୍ୟତା ଅନୁସାରେ ଶଙ୍କରାଚାର୍ଯ୍ୟ ଅଦୈତ୍ୱ ବେଦାନ୍ତ ଦର୍ଶନ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଓମକାରେଶ୍ୱରରୁ ୧୨ ବର୍ଷ ବୟସରେ ଅନ୍ୟ ସ୍ଥାନକୁ ଯାତ୍ରା କରିଥିଲେ । ଭଗବାନ ଶିବଙ୍କୁ ସମର୍ପିତ ୧୨ ଜ୍ୟୋର୍ତିଲିଙ୍ଗ ମଧ୍ୟରେ ଓମକାରେଶ୍ୱର ଅନ୍ୟତମ ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନେଇଲା ଯୁଦ୍ଧ ମେଘ: ୧୮୦୦ ବିମାନ ବାତିଲ, ଆକାଶପଥ ବନ୍ଦ ଯୋଗୁଁ ଯାତ୍ରୀ ହନ୍ତସନ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp