ଆର୍ଜେଣ୍ଟିନାରେ ଭୂମିକମ୍ପ, ରିକ୍ଟର ସ୍କେଲର ତୀବ୍ରତା ୭.୪ ରେକର୍ଡ..

The Sakala Picture
Published On

ନୂଆଦିଲ୍ଲୀ: ଆର୍ଜେଣ୍ଟିନାରେ ଭୂମିକମ୍ପ। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୪ ରେକର୍ଡ କରାଯାଇଛି। ଭୂମିକମ୍ପର ତୀବ୍ରତାକୁ ବିଚାରକୁ ନେଇ ସୁନାମି ସତର୍କତା ଜାରି କରାଯାଇଛି। ଭୂମିକମ୍ପର ତୀବ୍ର ଝଟକା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ଲୋକମାନେ ଘରୁ ବାହାରକୁ ଖୋଲା ଆକାଶ ଆଡକୁ ଦୌଡ଼ିବାକୁ ଲାଗିଥିଲେ। ଖବର ଅନୁଯାୟୀ, ଦକ୍ଷିଣ ଆର୍ଜେଣ୍ଟିନାର ଉଶୁଆଇଆର ଦକ୍ଷିଣରେ ୨୧୯ କିଲୋମିଟର ଦୂରରେ ଡ୍ରେକ୍ ପାସେଜରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପ ପରେ ତୁରନ୍ତ ସୁନାମି ସତର୍କତା ଜାରି କରାଯାଇଥିଲା, […]

ନୂଆଦିଲ୍ଲୀ: ଆର୍ଜେଣ୍ଟିନାରେ ଭୂମିକମ୍ପ। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୪ ରେକର୍ଡ କରାଯାଇଛି। ଭୂମିକମ୍ପର ତୀବ୍ରତାକୁ ବିଚାରକୁ ନେଇ ସୁନାମି ସତର୍କତା ଜାରି କରାଯାଇଛି। ଭୂମିକମ୍ପର ତୀବ୍ର ଝଟକା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ଲୋକମାନେ ଘରୁ ବାହାରକୁ ଖୋଲା ଆକାଶ ଆଡକୁ ଦୌଡ଼ିବାକୁ ଲାଗିଥିଲେ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶ ରେୱାରେ ପୂର୍ବତନ ଜିଲ୍ଲା ଉପାଧ୍ୟକ୍ଷଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ, ଯୁବତୀଙ୍କ ସହ ଆପତ୍ତିଜନକ ଅବସ୍ଥାରେ ନେତା

ଖବର ଅନୁଯାୟୀ, ଦକ୍ଷିଣ ଆର୍ଜେଣ୍ଟିନାର ଉଶୁଆଇଆର ଦକ୍ଷିଣରେ ୨୧୯ କିଲୋମିଟର ଦୂରରେ ଡ୍ରେକ୍ ପାସେଜରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପ ପରେ ତୁରନ୍ତ ସୁନାମି ସତର୍କତା ଜାରି କରାଯାଇଥିଲା, ଯାହା ପରେ ପ୍ରଶାସନ ଲୋକମାନଙ୍କୁ ଉପକୂଳରୁ ଦୂରେଇ ଯାଇ ସୁରକ୍ଷିତ ସ୍ଥାନକୁ ଯିବାକୁ ଅନୁରୋଧ କରିଥିଲେ। ଭୂମିକମ୍ପର କେନ୍ଦ୍ରସ୍ଥଳରୁ ୩୦୦ କିଲୋମିଟର ମଧ୍ୟରେ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ବିପଦପୂର୍ଣ୍ଣ ଲହରି ଆସିବାର ସତର୍କତା ଆମେରିକା ସୁନାମି ସତର୍କତା ପ୍ରଣାଳୀ ଜାରି କରିଛି।

ଆହୁରି ପଢ଼ନ୍ତୁ: ଭାରତକୁ 'ନର୍କଖଣ୍ଡ' କହି ବିବାଦରେ ଟ୍ରମ୍ପ: କଡ଼ା ଜବାବ ଦେଲା ଭାରତ ଓ ଇରାନ

02 May 2025 By The Sakala

ଆର୍ଜେଣ୍ଟିନାରେ ଭୂମିକମ୍ପ, ରିକ୍ଟର ସ୍କେଲର ତୀବ୍ରତା ୭.୪ ରେକର୍ଡ..

ନୂଆଦିଲ୍ଲୀ: ଆର୍ଜେଣ୍ଟିନାରେ ଭୂମିକମ୍ପ। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୪ ରେକର୍ଡ କରାଯାଇଛି। ଭୂମିକମ୍ପର ତୀବ୍ରତାକୁ ବିଚାରକୁ ନେଇ ସୁନାମି ସତର୍କତା ଜାରି କରାଯାଇଛି। ଭୂମିକମ୍ପର ତୀବ୍ର ଝଟକା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ଲୋକମାନେ ଘରୁ ବାହାରକୁ ଖୋଲା ଆକାଶ ଆଡକୁ ଦୌଡ଼ିବାକୁ ଲାଗିଥିଲେ।

ଖବର ଅନୁଯାୟୀ, ଦକ୍ଷିଣ ଆର୍ଜେଣ୍ଟିନାର ଉଶୁଆଇଆର ଦକ୍ଷିଣରେ ୨୧୯ କିଲୋମିଟର ଦୂରରେ ଡ୍ରେକ୍ ପାସେଜରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପ ପରେ ତୁରନ୍ତ ସୁନାମି ସତର୍କତା ଜାରି କରାଯାଇଥିଲା, ଯାହା ପରେ ପ୍ରଶାସନ ଲୋକମାନଙ୍କୁ ଉପକୂଳରୁ ଦୂରେଇ ଯାଇ ସୁରକ୍ଷିତ ସ୍ଥାନକୁ ଯିବାକୁ ଅନୁରୋଧ କରିଥିଲେ। ଭୂମିକମ୍ପର କେନ୍ଦ୍ରସ୍ଥଳରୁ ୩୦୦ କିଲୋମିଟର ମଧ୍ୟରେ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ବିପଦପୂର୍ଣ୍ଣ ଲହରି ଆସିବାର ସତର୍କତା ଆମେରିକା ସୁନାମି ସତର୍କତା ପ୍ରଣାଳୀ ଜାରି କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର